Breaking News

ଭିଡିଓ ଦେଖନ୍ତୁ – ଓଡିଆ ସିଙ୍ଗର Diptirekha ଦୀପ୍ତିରେଖା ବାହାଘର ପରେ ପ୍ରଥମ ଥର ସ୍ଵାମୀଙ୍କ ସହ ଚିଲିକା ବୁଲିବା ପାଇଁ ଗଲେ, ସେଠି ଏମିତି କିଛି ଘଟିଲା…

ଆପଣ ମାନେ ସମସ୍ତେ ଓଲିଉଡ ଜଗତର ଫେମସ ସିଙ୍ଗର ଦିପ୍ତିରେଖା ଙ୍କୁ ନିଶ୍ଚୟ ଜାଣିଥିବେ |ସେ ଆମ ଓଲିଉଡ ଜଗତକୁ ବହୁତ ଗୁଡିଏ ସୁପର ହିଟ ଗୀତ ଭେଟି ଦେଇଛନ୍ତି |ତାଙ୍କ କଣ୍ଠ ଜାଦୁ ରେ ସେ ଲୋକମାନଙ୍କ ହୃଦୟ ଜିତି ପାରିଛନ୍ତି |ସେ ବହୁତ ଗୁଡିଏ ହିଟ ଗୀତ କରିଛନ୍ତି ଓ ସେ ଏହି ସୁନ୍ଦର ଗୀତ ଗୁଡିକ ପାଇଁ ଆଜି ବହୁତ ଲୋକପ୍ରିୟତା ହାସଲ ମଧ୍ୟ କରିପାରିଛନ୍ତି |

ଆପଣ ମାନେ ଜାଣିଥିବେ ଏବେ ନିକଟରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଦିପ୍ତିରେଖା |ତେବେ ବିବାହ ପରେ ଦୀପ୍ତି ପ୍ରଥମ କରି ବାହାରକୁ ବୁଲିବାକୁ ଯାଇଥିବାର ଦେଖାଯାଇଛି |ଯାହା ଗୋଟିଏ ଗୋଟିଏ ଭିଡିଓ ମାଧ୍ୟମରେ ଦେଖିବାକୁ ମିଳିଛି |ତେବେ ଏହି ଭିଡିଓ ଟି ସୋସିଆଲ ମିଡିଆ ରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି |

ଏହି ଭିଡିଓ ରେ ଦୀପ୍ତି ଚିଲିକା ବୁଲିବାକୁ ଯାଇଥିବାର ଦେଖିବାକୁ ମିଳିଛି |ତେବେ ଏହି ଭିଡିଓ ରେ ଦେଖିବାକୁ ମିଳିଛି ଦୀପ୍ତି ଖୁବ ମସ୍ତି କରୁଛନ୍ତି |ଏହି ଭିଡିଓ ରେ ଆହୁରି ମଧ୍ୟ ଦେଖିବାକୁ ମିଳିଛି ଦୀପ୍ତି ପାଖିମାନଙ୍କୁ ଖାଇବାକୁ ଦେଉଛନ୍ତି |ଏହି ଭିଡିଓ ରେ ତାଙ୍କ ସ୍ଵାମୀ ମଧ୍ୟ ତା ଙ୍କ ସାଥିରେ ଥିବା ଦେଖିବାକୁ ମିଳିଛି |ଦୀପ୍ତି ଓ ତାଙ୍କ ସ୍ଵାମୀ ବହୁତ ମସ୍ତି କରୁଥିବାର ଦେଖିବକୁ ମିଳିଛି ଏହି ଭିଡିଓ ରେ |

ଏକ ଖବର ମୁତାବକ ମଞ୍ଜରୀ ଟିଭି ରେ ପ୍ରସାରିତ ହେଉଥିବା ଗୋଟିଏ ସୋ ର ଶୁଟିଙ୍ଗ ପାଇଁ ଚିଲିକା ଯାଇଥିଲେ |ଓ ଶୁଟିଙ୍ଗ ପରେ ସେ ବୁଲିଛନ୍ତି|ଓ ସେ ବୁଲିବା ବେଳେ ପକ୍ଷୀ ମାନଙ୍କୁ ଖାଇବାକୁ ଦେଇଥିଲେ ଏହି ଭିଡିଓ ରେ ଦେଖିବାକୁ ମିଳିଛି |ଓ ପକ୍ଷୀ ମାନେ ଉଡିକି ଆସି ଦୀପ୍ତି ଙ୍କର ହାତରୁ ଖାଉଥିବାର ଏହି ଭିଡିଓ ରେ ଦେଖିବାକୁ ମିଳିଛି | ତେବେ ଏହି ଭିଡିଓ ଟି ଦୀପ୍ତି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ସେୟାର କରିଥିଲେ ଯାହା ଏବେ ବହୁତ ମାତ୍ରରେ ଭାଇରାଲ ହେବାରେ ଲାଗିଛି |ତେବେ ଦୀପ୍ତି ବିବାହ ପରେ ଖୁସି ରେ ଥିବାର କହିଛନ୍ତି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପୋଷ୍ଟ ଅଫିସର ଏହି ଦମଦାର ସ୍କିମରେ ୧୫୦ ଟଙ୍କା ଆପଣଙ୍କୁ କରି ଦେବ ଲକ୍ଷପତି, କେମିତି କଣ କରିବେ ଜାଣନ୍ତୁ

ଦର୍ଶକ ବନ୍ଧୁ ମାତ୍ର 150 ଟଙ୍କା ରଖନ୍ତୁ ମିଳିବ 15 ଲକ୍ଷ , ହଁ ବନ୍ଧୁ ଆପଣ ଙ୍କୁ ଆଶ୍ଚର୍ଯ୍ୟ …

Leave a Reply

Your email address will not be published. Required fields are marked *