Breaking News

ବିଶ୍ଵ ପାଇଁ ମାଡି ଆସୁଛି ବଡ ବିପଦ, ଚିନ୍ତା ବୈଜ୍ଞାନିକ ମାନେ, ବଡ ବଡ ବୈଜ୍ଞାନିକ ଦେଲେ ସତର୍କ ସୂଚନା

ମାଡିଆସୁଛି ବିପଦ !!! ପର୍ବତ ଉପରେ ସୃଷ୍ଟି ହୋଇଛି ଏକ ନୂଆ ହ୍ରଦ ବର୍ତ୍ତମାନ ଚିନ୍ତାରେ ବିଶେଷଜ୍ଞ ମାନେ |
ଉତ୍ତରାଖଣ୍ଡରେ ଗତସପ୍ତାହ ରେ ହୋଇଥିବା ଭୟଙ୍କର ବରଫ ବନ୍ୟା ପରେ ଆଉ ଏକ ବିପଦ ମଡିଆସୁଛି | ତାହା ହେଉଛି ବର୍ତ୍ତମାନ ଏହି ବନ୍ୟା ପାଣି ଆସି ଏହି ପର୍ବତ ଉପରେ ଏକ ନୂଆ ହ୍ରଦ ସୃଷ୍ଟି କରୁଛି | ଏହା ଯେ କୌଣସି ସମୟରେ ଭାଙ୍ଗି ଯିବାର ଆଶଙ୍କା ଥିବାରୁ ଏକ ପାହାଡୀ ବନ୍ୟା ହେବାର ମଧ୍ୟ ଆଶଙ୍କା ରହିଛି |

କେନ୍ଦ୍ରୀୟ ଜଳ ଆୟୋଗ ପକ୍ଷରୁ କରାଯାଇଥିବା ସର୍ଭେ ରୁ ଜଣା ଯାଇଛି ଯେ ଏହି କୃତ୍ରିମ ହ୍ରଦଟି ଉତ୍ତରାଖଣ୍ଡର ଚାମେଲୀ ଜିଲ୍ଲାରେ ଥିବା ରିଷି ଗଙ୍ଗା ନଦୀରେ ସୃଷ୍ଟି ହୋଇଛି | ଏହା ପ୍ରାୟ ୩୦ ମିଟର ଲମ୍ବ ହୋଇଥିବା ବେଳେ ୬୦ ମିଟର ଉଚତା ବିଶିଷ୍ଠ ରହିଛି | ତେବେ ଚିନ୍ତାର ବିଷୟ ଏହିକିଯେ ଏହି ଅସ୍ତାୟୀ ହ୍ରଦ ଯେକୌଣସି ସମୟରେ ଭାଙ୍ଗିଯିବାର ଆଶଙ୍କା ରହିଛି | ଏହି ଅଞ୍ଚଳରେ ଆଉ ଏକ ବିପର୍ଜୟ ଏଡାଇବାକୁ କେନ୍ଦ୍ରସରକାରଙ୍କ D.R.D.O ର ବୈଜ୍ଞାନିକ ଓ ଜାତୀୟ ବିପର୍ଜୟ ସଂସ୍ଥା ର ବିଶେଷଜ୍ଞ ମାନେ ଉଦ୍ୟମ ଚଳାଇଛନ୍ତି |

ସାଟେଲାଇଟ ଦ୍ରୋନ ହେଲିକ୍ଯାପଟର ଆଦି ମାଧ୍ୟମରେ ଏହା ଉପରେ ନଜର ରଖାଯାଇଛି | ଉତ୍ତରାଖଣ୍ଡ ର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାବତ କହିଛନ୍ତି | ଏହି ସ୍ଥିତି ଉପରେ ରାଜ୍ୟସରକାର ନଜର ରଖିଛନ୍ତି | ଯେକୌଣସି ପରିସ୍ଥିତି ର ମୁକାବିଲା ପାଇଁ ପ୍ରଶାସନ କୁ ସଜାଗ ମଧ୍ୟ ରଖାଯାଇଛି |ତେବେ ଆପଣମାନେ ଜାଣିଥିବେ ଗତ ମାସରେ ଉତ୍ତରାଖଣ୍ଡ ରେ ହଠାତ କରି ମଡିଆସିଥିଲା ବନ୍ୟା | ଯୋଉଟା କି କୁହାଯାଏ ପାହାଡୀ ବନ୍ୟା |

ତେବେ ଏହି ପାହାଡୀ ବନ୍ୟାରେ ଅନେକ ଲୋକ ନିଖୋଜ ହୋଇଥିବାବେଳେ ଅନେକ ଲୋକ ଙ୍କ   ମୃ-ତଦେହ ମଧ୍ୟ ଉଦ୍ଧାର ମଧ୍ୟ କରଯାଇଥିଲା | ତେବେ ଅତ୍ୟନ୍ତ କରାଳ ଏବଂ ଅତ୍ୟନ୍ତ ଭୟଙ୍କର ଥିଲା ସେହି ଦ୍ରୁଶ୍ଯ ଯାହା ଆପଣମାନେ ମଧ୍ୟ ଦେଖିଥିବେ | ତେବେ ଆପଣମାନେ ମଧ୍ୟ ତାହା କଲ୍ପନା କରିପାରୁଥିବେ ଯେ ସେମାନେ କେତେ କଷ୍ଟରେ ରହୁଥିବେ | ହଠାତ ଏକ ଭୟଙ୍କର ବନ୍ୟା ଆସି କେତେ କ୍ଷତି ଘଟାଇ ଥିବ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦୀର୍ଘ ୫୧ ବର୍ଷ ପରେ ଏହି ୬ ରାଶିରେ ବଦଳିବାକୁ ଯାଉଛି ଭାଗ୍ୟ ଖାଲି ପଇସା ବର୍ଷା !

କାନ୍ଦିବାର ଦିନ ଶେଷ ହେଲା କାରଣ ଆଜି ରାତିଠାରୁ ଏଇ ରାଶିର ସବୁ କଷ୍ଟ ଦୂର କରିବେ ପ୍ରଭୁ ମହାଦେବ …

Leave a Reply

Your email address will not be published.