Breaking News

ମାୟା ସିରିଏଲର ହିରୋ ନାଗେଶଙ୍କ ପୁରା ପରିବାରକୁ ଆଗରୁ କେବେ ଦେଖି ନଥିବେ -ollywood

ଆପଣ ମାନେ ଦେଖିଥିବେ ଅମନିଦିଆ ର ସମସ୍ତ ସିରିଆଲ ଓଡ଼ିଆ ଚାନ୍ୟେଲ୍ ।ଆଜି ଆମେ ଜାଣିବା ଏକ ସିରିଅଲ୍ ର ଅଭିନେତା ଙ୍କ ବିଷୟ ରେ । ହଁ ବନ୍ଧୁ ଆପଣ ଦେଖୁଥିବା ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଓଡ଼ିଆ ମେଘ ଧାରାବାହିକ ମାୟା ସିରିଏଲ୍ ର ହିରୋ ଭାବେ ଅଭିନୟ କରୁଥିବା ନାଗେଶ୍ ଙ୍କ ବିଷୟ ରେ । ନାଗେଶ ଙ୍କ ପକୃତ୍ ନାମ ହଉଚି ମାନସ । ନାଗେଶ ବାରିପଦା ର ଅଟନ୍ତି।

ନାଗେଶ ବାରିପଦା ରେ ରୁହନ୍ତି । ଏବେ ବର୍ତମାନ ସେ ସୁଟିଂ ସେଟ୍ ପାଇଁ ଭୁବନେଶ୍ବର ରେ ରହୁଛନ୍ତି । ଭୁବନେଶ୍ୱର ହିଁ ସେ ଯାଆନ୍ତି ସୁଟିଂ ସେଟ୍ କୁ ସେ ଭୁବନେଶ୍ୱର ଏକ ଆପାରଟମେଂଟରେ ଭଡ଼ା ରେ ରୁହନ୍ତି । ନାଗେଶ ଗ୍ରଜୁଏସନ୍ ସମ୍ପୂର୍ଣ କରି ଦିଲ୍ଲୀ ପଲେଇଥିଲେ ଚାକିରି ପାଇଁ । ନାଗେଶ ତାଙ୍କ ପରିବାର ସବୁଠୁ ସନ୍ ଅଟନ୍ତି ତାଙ୍କର ପାଞ୍ଚ ଭାଇ ଭଉଣୀ । ନାଗେଶ ସବୁଠାରୁ ସାନ ଅଟନ୍ତି ।

ନାଗେଶ ଦିଲ୍ଲୀ ଅଡିସନ୍ ରେ ବାରମ୍ବାର ରେଜେକ୍ସସନ୍ ହବା ରୁ ଓଡ଼ିଶା କୁ ଫେରିଥିଲେ । ଓଡ଼ିଆ ମେଘା ଧାରାବାହିକ ମାୟା ରେ ହିରୋ ରୋଲ୍ କରିଥିଲେ ସେ ମାୟା ର ଅଡିସନ୍ ରେ ସଫଳ ହୋଇଥିଲେ । ତା ପରେ ଆରମ୍ଭ ହେଲା ତାଙ୍କ ଜର୍ଣୀ ଗୋଟେ ରୁ ଆଉ ଗୋଟେ ରେ ଅଭିନୟ କରିଥିଲେ । ନାଗେଶ ଙ୍କ ଦୁର୍ବଳ ହେଉଛି ନାଚ ସେ ନାଚିବାକୁ ଭଲ ପାଆନ୍ତି ସେଥିପାଇଁ ସେ ଅଡିସନ୍ ଦବା ଆଗରୁ ନାଚ କ୍ଲାସ୍ ରେ ଯୋଗ ଦେଇଥିଲେ । ନାଗେଶ ପ୍ରଥମେ ଧାରା ବହିକ୍ ରେ ସାଇଟ୍ ଲିଡ୍ ରେ ଅଭିନୟ କରୁଥିଲେ ।

ତା ପରବର୍ତ୍ତୀ ସମୟ ରେ ସେ ଲିଡ ପାଇଁ ଅଡିସନ୍ ଦେଇଥିଲେ ଏବଂ ସଫଳ ମଧ୍ୟ ହେଇଥିଲେ । ସେ ମାୟା ସୀରିଏଲ୍ ରେ ଲିଡ ରେ ଅଭିନୟ କରିଥିଲେ । ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସିନ୍ଦୁରର ଅଧିକାର Siriel ରେ ଅଭିନୟ କରୁଥିବା ଲିକୁନ ଚୌଧୁରୀଙ୍କ ଘର ଏବଂ ତାଙ୍କ ପରିବାରରେ କିଏ କିଏ ସବୁ ଅଛନ୍ତି ଏବଂ ସେ କେଉଁ ଓଡ଼ିଆ ହିରୋଇନ ଙ୍କୁ ବିବାହ କରିଛନ୍ତି….

ବନ୍ଧୁଗଣ ଆପଣମାନେ ତ ମିଠୁଙ୍କୁ ନିଶ୍ଚିତ ଜାଣିଥିବେ ଯିଏକି ସିନ୍ଦୁର ର ଅଧିକାର ସିରିଏଲ୍ ରେ ସେକେଣ୍ଡ ଲିଡ ଆକ୍ଟର …

Leave a Reply

Your email address will not be published.