Breaking News

ଦେଖନ୍ତୁ ଭିଡିଓ – ପୁରୀରେ ଅନୁଭବ ବର୍ଷା ଏକାଠି ହୋଇ କିପରି ମସ୍ତି କରୁଛନ୍ତି !

ଆଜି ଆମେ ଜାଣିବା ଅଲିଉଡୁ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର୍ ଅନୁଭବ ମହାନ୍ତି । ଆପଣ ମାନେ ଦେଖିଥିବେ ଅନୁଭବ ଙ୍କ ର ସମସ୍ତ ଫିଲ୍ମ୍ ସୁପର ହୋଇଛି ଏବଂ ସବୁ ଫିଲ୍ମ୍ ରେ ସେ ତାଙ୍କ ଜବରଦସ୍ତ ଅଭିନୟ କରିଛନ୍ତି । ଯାହା ଫଳରେ ସେ ଲୋକ ପ୍ରିୟ ହବା ସହିତ ଓଡ଼ିଆ ଚଳଚ୍ଚିତ୍ରରେ ବହୁ ନାମ ଅର୍ଜନ କରିଛନ୍ତି । ଅଲିଉଡ୍ ଇଣ୍ଡଷ୍ଟ୍ରି ର କ୍ୱିନୀ ବର୍ଷା ପ୍ରିୟଦର୍ଶନୀ ।

ବର୍ଷା ପ୍ରିୟଦର୍ଶିନୀ ଅନେକ ଫିଲ୍ମ୍ କରିଛନ୍ତି ଏବଂ ସମସ୍ତ ଫିଲ୍ମ୍ ରେ ଜବରଦସ୍ତ ଅଭିନୟ କରିଛନ୍ତି ଯାହା ଫଳରେ ସେ ଲୋକ ପ୍ରିୟ ହୋଇ ପାରିଛନ୍ତି ଏବଂ ଓଡ଼ିଆ ଚଳଚ୍ଚିତ୍ରରେ ବହୁ ନାମ ଅର୍ଜନ କରିଛନ୍ତି । ହଁ ବନ୍ଧୁ ପୁରୀ ରେ ଅନୁଭବ ଓ ବର୍ଷା ଦୁହେଁ ଏକାଠି ବୁଲୁଛନ୍ତି ଏଥିରେ କଣ ରହିଛି ସତ୍ୟତା ଆସନ୍ତୁ ଜାଣିବା । ଆପଣ ମାନେ ନିଶ୍ଚୟ ଦେଖିଥିବେ ଅନୁଭବ ଓ ବର୍ଷା ଙ୍କ ର ଜବରଦସ୍ତ ଅଭିନୟ । କୌଣସି କାରଣ ପାଇଁ ଅନୁଭବ ଓ ବର୍ଷା ଙ୍କ ମଧ୍ୟ ରେ କିଛି ବିବାଦ ଘଟିଛି ଯାହାର କି ସମସ୍ୟା ଆଜି ପର୍ଯ୍ୟନ୍ତ ସମାଧାନ ହୋଇନାହିଁ ।

ଗୋଟେ ପଟେ ବର୍ଷା ପ୍ରିୟଦର୍ଶନୀ ପୁରୀ ରେ ଏକୁଟିଆ ମଜା ନେଉଥିବା ର ଫୋଟ ଆପଣ ମାନେ ନିଶ୍ଚୟ ଦେଖି ପରୁଥିବେ । ଏହି ବୁଲୁଥିବା ର ଫଟୋ ବର୍ଷା ପ୍ରିୟଦର୍ଶିନୀ ନିଜେ ତାଙ୍କ ଫେସବୁକ୍ ରେ ଛାଡିଛନ୍ତି । ଅନ୍ୟ ପଟେ ଅନୁଭବ ଦିଲ୍ଲୀ ରେ ରହି ମେଳା ବୁଲୁଥିବା ର ନଜର ଆସୁଛନ୍ତି । ମେଳା ରେ ଢେର୍ ସାର୍ କିଣା କିଣି କରିବା ସହିତ ବହୁତ୍ ମଜା ମସ୍ତି କରିଥିବା ର ଫଟୋ ସେ ନିଜେ ସୋସିଆଲ ମିଡିଆରେ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି ।

ଏହି ଫଟୋ ଗୁଡିକ ଭାଇରାଲ ହେବାରେ ଲାଗିଛି । ଯାହାକୁ ଲୋକ ଭାବୁଛନ୍ତି ଏହା ପୁରୀ ଫଟୋ । କିନ୍ତୁ ଏହା ଅଲଗା ଅଲଗା ଫଟୋ । ସେମାନେ ଦୁହେଁ ଏକାଠି ହୋଇ ନାହାନ୍ତି, ଅଲଗା ଅଲଗା ସମୟର ଫଟୋ । ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମଥର ନିଜ ବୟ ଫ୍ରେଣ୍ଡଙ୍କ ସହ ଲିପି (Lipi) କଲେ ଏମିତି ଖେଳ! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଲିପି ଙ୍କୁ ନିଶ୍ଚୟ ଜାଣିଥିବେ ସେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ …

Leave a Reply

Your email address will not be published. Required fields are marked *