Breaking News

ଦେଖନ୍ତୁ ଭିଡିଓ – ଭାଇରାଲ ହେଲା ସବ୍ୟ ଅର୍ଚ୍ଚିତାଙ୍କ ହଳଦୀ ରସମର ଭିଡିଓ, ଦେଖନ୍ତୁ ପ୍ରଥମ ଥର

ଆଉ ମାତ୍ର କିଛି ସମୟ ଭିତରେ ହାତ ରେ ହାତ ଦେଇ ଗଣ୍ଠି ପକେଇ ବିବାହ ବନ୍ଧନ ରେ ବାନ୍ଧି ହେବେ ଉଲିଉଡ ର ଚର୍ଚ୍ଚିତ ଯୋଡ଼ି ସବ୍ୟ ସଚ୍ଚି ଏବଂ ଅର୍ଚ୍ଚିତା । ଦୁଇ ଜଣ ଙ୍କ ର ହଳଦୀ ରେଶମ କାର୍ଯ୍ୟ ଆରମ୍ଭ ହୋଇସାରିଲାଣି ଏବଂ ଦୁଇ ଜଣ ହଳଦୀ ରେଶମ କାର୍ଯ୍ୟ ରେ ଭାଗ ନେଇଛନ୍ତି । ସବ୍ୟ ଏବଂ ଅର୍ଚ୍ଚିତା ଦୁଇ ଜଣ ପ୍ରଥମେ ହଳଦୀ ଲଗେଇଲେ ତାହା ପରେ ହିଁ ବାହା ଘର ବେଦୀ କୁ ଯିବେ ।ହଳଦୀ ରେଶମ ର ଫଟୋ ସେୟାର କରିଛନ୍ତି । ଏହି ଫଟୋ ଗୁଡିକ ମଧ୍ୟ ଖୁବ୍ ଭାଇରଲ ହବାକୁ ଲାଗିଛି ।

ସବ୍ୟ ଙ୍କ ସହିତ ତାଙ୍କ ମା ଉପସ୍ଥିତ ଥିଲେ ଏବଂ ଅର୍ଚ୍ଚିତା ଙ୍କ ସହିତ ତାଙ୍କ ମା,ଭଉଣୀ ଏବଂ ପରିବାର ବର୍ଗ ଆସିଥିଲେ । ଆପଣ ମାନେ ଦେଖିଥିବେ ସବ୍ୟ ଓ ଅର୍ଚ୍ଚିତା ଙ୍କ ଅନେକ ଚଳଚ୍ଚିତ୍ର ଯେମିତି କି ମୋତେ ଆଣି ଦେଲ ଲକ୍ଷେ ଫଗୁଣ , ସ୍ମାଇଲ୍ ପ୍ଲିଜ୍,ପିଲାଟା ବିଗିଡ଼ି ଗଲା,କୋଉ ଦୁନିଆ ରୁ ଆସିଲା ବନ୍ଧୁ, ଏମିତି ଅନେକ ଫିଲ୍ମ୍ ଦର୍ଶକ ମାନେ ବହୁତ୍ ପଶନ୍ଦ କରିଛନ୍ତି। ସବୁଠୁ ଦର୍ଶକ ମାନଙ୍କୁ ପସନ୍ଦ ଆସିଥିଲା ତୋର ମୋର ଯୋଡି ସୁନ୍ଦର ।

ଅନେକ ଫିଲ୍ମ ରେ ସ୍ଵାମୀ ଓ ସ୍ତ୍ରୀ ଅଭିନୟ କରିଥିବା ର ଦେଖିବାକୁ ମିଳିଛି ଯେଉଁଟାକି ଗତ କାଲି ବିବାହ ବନ୍ଧନ ରେ ବାନ୍ଧି ହବା କୁ ଯାଉଛନ୍ତି । ସବ୍ୟ ଓ ଅର୍ଚ୍ଚିତା ଙ୍କ ଫ୍ୟାନ ମାନେ ମଧ୍ୟ ବହୁତ୍ ଖୁସି ଅଛନ୍ତି । ହଁ ବନ୍ଧୁ ସବ୍ୟ ଙ୍କ ହଳଦୀ ରେଶମ ଖୁବ୍ ଧୁମ୍ ଧାମରେ ହୋଇଥିଲା ଏବଂ ଦୁହିଁ ଙ୍କ ଯାକ ଜୁଡ ଏବଂ ଶାଢ଼ୀ ପୁରା ମ୍ୟାଚ୍ କରୁଥିଲା । ଏହି ଫଟୋ ଟି ଲୋକ ଙ୍କୁ ବହୁତ୍ ପସନ୍ଦ ଆସିଛି ଏବଂ ଏହି ଫଟୋ କୁ ସେୟାର କରିଛନ୍ତି ।ସବ୍ୟ ଏବଂ ଅର୍ଚ୍ଚିତା ବୈବାହିକ ଜୀବନ ଆରମ୍ଭ କରିବେ ଆମ ତରଫ ରୁ ତାଙ୍କୁ ଅଭିନନ୍ଦନ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *