Breaking News

ପ୍ରଥମ ଥର ପାଇଁ ଦେଖନ୍ତୁ ସବ୍ୟ ଅର୍ଚିତା (Sabyasachi – Archita) ଙ୍କ ବାହାଘର ଭିଡିଓ

ଅଲିଉଡ୍ ଇଣ୍ଡଷ୍ଟ୍ରି ର ହିଟ୍ ଯୋଡ଼ି ଅର୍ଚ୍ଚିତା ଏବଂ ସବ୍ୟ ସଚ୍ଚି ଙ୍କ ର ଆଜି ହେଉଛି ବାହାଘର । ରାଜସ୍ଥାନ ର ଏକ ବିଳାସ ପୂର୍ଣ୍ଣ ସ୍ଥାନ ରେ ଉଭୟ ସବ୍ୟ ସଚ୍ଚି ଏବଂ ଅର୍ଚ୍ଚିତା ବିବାହ ବନ୍ଧନ ରେ ଆବଦ୍ଧ ହଉଛନ୍ତି । ବିବାହ ପୂର୍ବ ରୁ ଉଭୟ ଙ୍କ ର କିଛି ଫଟୋ ସେୟାର କରିଛନ୍ତି ସବ୍ୟ ସଚ୍ଚି । ବିଭିନ୍ନ ଡିଯାଇନି କଷ୍ଟୁମ ପିନ୍ଧି ଥିବା ଫଟୋ ସାମ୍ନା କୁ ଆସିଛି । ସକାଳୁ ତାଙ୍କର ହଳଦୀ ରେଶମ ସରିଯାଇଚି ଆଉ ମାତ୍ର କିଛି ସମୟ ଭିତରେ ହାତ ରେ ହାତ ଦେଇ ଗଣ୍ଠି ପକେଇ ବିବାହ ବନ୍ଧନ ରେ ବାନ୍ଧି ହେବେ ଉଲିଉଡ ର ଚର୍ଚ୍ଚିତ ଯୋଡ଼ି ସବ୍ୟ ସଚ୍ଚି ଏବଂ ଅର୍ଚ୍ଚିତା ।

ଦୁଇ ଜଣ ଙ୍କ ର ହଳଦୀ ରେଶମ କାର୍ଯ୍ୟ ଆରମ୍ଭ ହୋଇସାରିଲାଣି ଏବଂ ଦୁଇ ଜଣ ହଳଦୀ ରେଶମ କାର୍ଯ୍ୟ ରେ ଭାଗ ନେଇଛନ୍ତି । ସବ୍ୟ ଏବଂ ଅର୍ଚ୍ଚିତା ଦୁଇ ଜଣ ପ୍ରଥମେ ହଳଦୀ ଲଗେଇଲେ ତାହା ପରେ ହିଁ ବାହା ଘର ବେଦୀ କୁ ଯିବେ ।ହଳଦୀ ରେଶମ ର ଫଟୋ ସେୟାର କରିଛନ୍ତି । ଏହି ଫଟୋ ଗୁଡିକ ମଧ୍ୟ ଖୁବ୍ ଭାଇରଲ ହବାକୁ ଲାଗିଛି ।

ସବ୍ୟ ଓ ଅର୍ଚ୍ଚିତା ଙ୍କ ଫ୍ୟାନ ମାନେ ବହୁତ୍ ପସନ୍ଦ କରିଥାନ୍ତି । ତେବେ ସେ ଆଜି ବିବାହ ବନ୍ଧନ ରେ ବାନ୍ଧି ହଉଛନ୍ତି । ଆପଣ ମାନେ ଦେଖିଥିବେ ସବ୍ୟ ଓ ଅର୍ଚ୍ଚିତା ଙ୍କ ଅନେକ ଚଳଚ୍ଚିତ୍ର ଯେମିତି କି ମୋତେ ଆଣି ଦେଲ ଲକ୍ଷେ ଫଗୁଣ , ସ୍ମାଇଲ୍ ପ୍ଲିଜ୍,ପିଲାଟା ବିଗିଡ଼ି ଗଲା,କୋଉ ଦୁନିଆ ରୁ ଆସିଲା ବନ୍ଧୁ, ଏମିତି ଅନେକ ଫିଲ୍ମ୍ ଦର୍ଶକ ମାନେ ବହୁତ୍ ପଶନ୍ଦ କରିଛନ୍ତି।

ସବୁଠୁ ଦର୍ଶକ ମାନଙ୍କୁ ପସନ୍ଦ ଆସିଥିଲା ତୋର ମୋର ଯୋଡି ସୁନ୍ଦର । ଅନେକ ଫିଲ୍ମ ରେ ସ୍ଵାମୀ ଓ ସ୍ତ୍ରୀ ଅଭିନୟ କରିଥିବା ର ଦେଖିବାକୁ ମିଳିଛି ଯେଉଁଟାକି ଆଜି ବିବାହ ବନ୍ଧନ ରେ ବାନ୍ଧି ହବା କୁ ଯାଉଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *