Breaking News

ବଡ ଖବର – ସିନେମା ଦୁନିଆର ଏକ ବଡ ଦୁଃଖଦ ଖବର, ତାମିଲ ସୁପର ଷ୍ଟାର Surya Sivakumarଙ୍କୁ ନେଇ ଆସିଲା ଏମିତି ଖବର, ଯାହା ଆପଣଙ୍କୁ ବି ଚକିତ କରିଦେବ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ 2020 ବର୍ଷ ଇତାହାସରେ କଳା ବର୍ଷ ଭାବେ ଲେଖା ହୋଇ ରହିବ।କାରଣ 2020 ବର୍ଷ ରେ କୋରୋନା ମହାମାରୀ ଲୋକମାନଙ୍କ ଜୀବନ ଓ ଆର୍ଥିକ ଶୈଳୀ କୁ ବହୁତ ମାତ୍ରାରେ ପ୍ରଭାବିତ କରିଛି।ଏହି ମହାମାରୀ କେବଳ ଭାରତ ନୁହେଁ ସାରା ବିଶ୍ୱକୁ ପ୍ରଭାବିତ କରିଛି।ଏହି ମହାମାରୀ ରେ ବହୁତ ଲୋକ ପ୍ରାଣ ମଧ୍ୟ ହରାଇଛନ୍ତି।ଏଥିରୁ କେହି ବି ବାଦ ପଡିନାହାନ୍ତି।ଏଥିରେ ବହୁତ କଳାକାର ମାନେ ମଧ୍ୟ ପ୍ରାଣ ହରାଇଛନ୍ତି।


ଏହି 2020 ରେ ବହୁତ କ୍ଷତି ହୋଇଛି ଯେମିତି କି ଓଲିଉଡ ର ବିଜୟ ମହାନ୍ତି ଓ ବଲିଉଡ ର ସୁଶାନ୍ତ ସିଂ ରାଜପୁତ ଭଳି ଲୋକପ୍ରିୟ ଅଭିନେତା ମାନେ ପ୍ରାଣ ହରାଇଛନ୍ତି।ଏହି ବର୍ଷରେ ବହୁତ ବଡ଼ ବଡ଼ ରାଜନେତା ଓ ସମାଜ ସେବି ମଧ୍ୟ ପ୍ରାଣ ହରାଇଛନ୍ତି। ତେବେ ଏବେ 2021 ର ଆରମ୍ଭ ରେ ଅଭିନୟ ଜଗତକୁ ଏବେ ଗୋଟିଏ ବଡ ଦୁଃଖଦ ଖବର ଆସିଛି। 2021 ମଧ୍ୟ କୋରୋନା ତାର କାୟା ବିସ୍ତାର କଲାଣି।

ତେବେ ବର୍ତ୍ତମାନ ସିନେମା ଜଗତରୁ ଆସିଛି ଗୋଟିଏ ଦୁଃଖ ଖବର।ତେବେ ଦକ୍ଷିଣ ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତା ସୂର୍ଯ୍ୟ ଶିବକୁମାର ମଧ୍ୟ ଏହି କରୋନା ପଜିଟିବ ବୋଲି ଜଣାପଡିଛି।ତେବେ ଏହି ଅଭିନେତା ଜଣକ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ତାଙ୍କ ଫ୍ୟାନ ମାନଙ୍କୁ ଜଣାଇଛନ୍ତି। ତେବେ ଏହି ପୋଷ୍ଟ ରେ ସିବକୁମାର ତାଙ୍କ ଫ୍ୟାନ ମାନଙ୍କୁ କହିଛନ୍ତି କି ଆମେ ସମସ୍ତେ ଏବେ ସାଧାରଣ ଜୀବନ ବିତାଇବା ପାଇଁ ସକ୍ଷମ ନୁହନ୍ତି।ସେ କହିଛନ୍ତି ଏବେ ଆମେ ସତର୍କ ରହିବା ହିଁ ଗୋଟିଏ ଉପାୟ।

ଆହୁରି ମଧ୍ୟ କହିଛନ୍ତି ଆମକୁ ଚିକିତ୍ସା କରୁଥିବା ଡାକ୍ତର ଓ ନର୍ସ ମାନଙ୍କୁ ବହୁତ ବହୁତ ଧନ୍ୟବାଦ।ତେବେ ଏହି ପୋଷ୍ଟ ରେ ତାଙ୍କ ଫ୍ୟାନ ମାନେ କମେଣ୍ଟ କରି କହିଛନ୍ତି ଯେ ଶିବ କୁମାର ଯଲଦୀ ଠିକ ହେଇଯାଅନ୍ତୁ ଏହା ଭଗବାନ ଙ୍କର ପାଖରେ ପାର୍ଥନା କରିଛନ୍ତି ତାଙ୍କ ଫ୍ୟାନ ମାନେ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଘରେ ଏକୁଟିଆ କେମିତି ସମୟ କାଟୁଛନ୍ତି ଅନୁଭବ (Anubhav Mohanty) ଭିଡିଓ ଦେଖିଲେ ଆଖି ଲୁହରେ ଭିଜିଯିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁମାନେ କି …

Leave a Reply

Your email address will not be published. Required fields are marked *