Breaking News

ମାର୍ଚ୍ଚ ମାସରେ 11 ଦିନ ବ୍ୟାଙ୍କ ବନ୍ଦ ରହିବ ଏହା ପୂର୍ବରୁ ବ୍ୟାଙ୍କ କାମ ସବୁ ସାରିଦିଅନ୍ତୁ। ଦେଖନ୍ତୁ ସମ୍ପୁର୍ଣ୍ଣ ସୂଚୀ.. ଅନ୍ୟମାନଙ୍କୁ ସେୟାର କରି ଜଣାନ୍ତୁ

ଚାକିରିଆ ମାନଙ୍କ ପାଇଁ ବହୁତ ବଡ ଖୁସି ଖବର।ମାର୍ଚ୍ଚ ମାସ ଏହି ଚାକିରିଆ ମାନଙ୍କ ପାଇଁ ଆନନ୍ଦ ମୟ ହେବ ବୋଲି ଘୋଷଣା କରିଛନ୍ତି ସରକାର।ଏହି ମାସ ରେ 11 ଦିନ ଛୁଟି ମିଳିବ।ଆପଣ ମାନେ ଜାଣିଥିବେ ଏପ୍ରିଲ 1 ରୁ ନୂଆ ବର୍ଷ ର କାମ ଆରମ୍ଭ ହୋଇଥାଏ ଓ ମାର୍ଚ୍ଚ 31 ସରିଥାଏ ।ଆପଣ ମାନେ ଜାଣିଥିବେ ମାର୍ଚ୍ଚ ମାସ ହେଉଛି ଆର୍ଥିକ ବର୍ଷର ଶେଷ ମାସ। ଆମେ ଏଠି ଆପଣ ମାନଙ୍କୁ କହି ରଖୁଚୁ କି ଚଳିତ ମାର୍ଚ୍ଚ ମାସ ରେ 11 ଦିନ ବନ୍ଦ ରହିବ ବ୍ୟାଙ୍କ। ଆପଣ ମାନେ ଏହି ଛୁଟି ପୂର୍ବରୁ ସମସ୍ତ ବ୍ୟାଙ୍କ କାମ ସାରିଦିଅନ୍ତୁ ।ତେବେ ଆସନ୍ତୁ ଜାଣିବା କେଉଁ କେଉଁ ତାରିଖରେ ବ୍ୟାଙ୍କ ବନ୍ଦ ରହିବ।


ତେବେ ରିଜର୍ଭବ୍ୟାଙ୍କର ନିୟମ ଅନୁଯାୟୀ ରବିବାର ବ୍ୟତୀତ ମାସର ଶେଷ ଚତୁର୍ଥ ଶନିବାର ବ୍ୟାଙ୍କ ବନ୍ଦ ରହୁଛି।ତେବେ ଏହା ବ୍ୟତୀତ ଏହି ମାର୍ଚ୍ଚ ମାସରେ କିଛି ଅତିରିକ୍ତ ଛୁଟି ପର୍ବ ପର୍ବାଣୀ ପାଇଁ ବ୍ୟାଙ୍କ ଛୁଟି ରହୁଛି।ତେବେ ଆସନ୍ତୁ ଜାଣିବା ପୁରା ଲିଷ୍ଟ ।ଏହି ଲିଷ୍ଟ ଚେକ କରି ବ୍ୟାଙ୍କ କାମ ତୁରନ୍ତ ସାରିଦିଅନ୍ତୁ।


ତେବେ ପ୍ରଥମ ଛୁଟି ମାର୍ଚ୍ଚ 5 ତାରିଖରେ ପଡୁଛି ଏହି ଦିନ ଚପଚାର ପର୍ବ ରହୁଥିବାରୁ କେବଳ ମିଜୋରମରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ ।ଦ୍ୱିତୀୟ ଛୁଟି ପଡୁଛି ମାର୍ଚ୍ଚ 11 ରେ ଏହି ମହାଶିବରାତ୍ରି ଜାଗର ପଡ଼ୁଥିବାରୁ ବ୍ୟାଙ୍କ ବନ୍ଦ ରହିବ।13 ତାରିଖରେ ଦ୍ୱିତୀୟ ଶନିବାର ପଡ଼ୁଥିବାରୁ ଏହି ଦିନ ବି ବ୍ୟାଙ୍କ ବନ୍ଦ ରହିବ।14 ତାରିଖ ରବିବାର ପଡ଼ୁଥିବାରୁ ବ୍ୟାଙ୍କ ବନ୍ଦ ରହିବ। ୧୫ ମାର୍ଚ୍ଚ ଦିନ କିଛି ବ୍ୟାଙ୍କ ୟୁନିୟନ ଆନ୍ଦୋଳନକୁ ଉହ୍ଲାଇବାକୁ ଘୋଷଣା କରିଛି ଏହି ଦିନ ରେ କିଛି ବ୍ୟାଙ୍କ ମଧ୍ୟ ବନ୍ଦ ରହିବ।ମାର୍ଚ୍ଚ 21 ରବିବାର ଥିବାରୁ ବ୍ୟାଙ୍କ ବନ୍ଦ ରହିବ।

22 ମାର୍ଚ୍ଚ ରେ ବିହାର ଦିବସ ପାଇଁ ବ୍ୟାଙ୍କ ବନ୍ଦ ରହିବ।27 ତାରିଖ ଚତୁର୍ଥ ଶନିବାର ଏହି ଦିନ ବ୍ୟାଙ୍କ ମଧ୍ୟ ବନ୍ଦ ରହିବ।28 ରବିବାର ପଡ଼ୁଥିବାରୁ ବ୍ୟାଙ୍କ ବନ୍ଦ ରହିବ।29 ଆଉ 30 ହୋଲି ପାଇଁ ବ୍ୟାଙ୍କ ବନ୍ଦ ରହିବ।ତେବେ ଆପଣ ମାନେ ଏହି ସୂଚୀ କୁ ଦେଖି ଆଗରୁ କାମ ସାରିଦିଅନ୍ତୁ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

NCB ପାଇଥିବା ୱାଟସଆପ ଚାଟ ରେ ଆର୍ଯ୍ୟନ୍ (Aryan Khan) ଅର୍ବାଜ ଙ୍କୁ କହିଥିଲେ, ରାତିରେ ରୋଳା କରିବା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆଉ ଏକ ଖବର ଆସିଛି ଯେ ଆରିୟାନ ତାଙ୍କ ବନ୍ଧୁ ଅର୍ବାଜ ଙ୍କୁ …

Leave a Reply

Your email address will not be published. Required fields are marked *