Breaking News

ଆପଣ SBI ରେ ଏହି ସ୍କିମ କରନ୍ତୁ ଘରେ ବସି ମାସକୁ ପାଇବେ ଦଶ ହଜାର ଟଙ୍କା

ଆପଣ ମାନେ ବିଭିନ୍ନ ସ୍କିମ ବିଷୟ ରେ ଜାଣିଥିବେ ସେଣ୍ଟ୍ରାଲ ଠୁ ରାଜ୍ୟ ଯାଏ ବହୁ ପ୍ରକାର ସ୍କିମ ଅଛି । ଠିକ୍ ସେହିଭଳି ବିଭିନ୍ନ ବ୍ୟାଙ୍କ୍ ରେ ମଧ୍ୟ ସ୍କିମ ଅଛି । ହଁ ବନ୍ଧୁ ମେନେ ଆମେ ଆଜି ଏସ.ବି. ଆଇ ବ୍ୟାଙ୍କ୍ ର ଏକ ସ୍କିମ ବିଷୟ ର ନୂଆ ସ୍କିମ ଗ୍ରାହକ ମିଳୁଛି ଅତି ଆକର୍ଷଣୟ ଅଫର ପ୍ରତି ମାସ ରେ ଦଶ ହଜାର ଟଙ୍କା ଏକ୍ସଟ୍ରା ଇନିକମ । ପ୍ରତ୍ୟେକ ବ୍ୟକ୍ତି ଏକ ସୁରକ୍ଷିତ ଜାଗା ରେ ଟଙ୍କା ଜଣ କରି ପାରିଥାନ୍ତି କିନ୍ତୁ କେବେ କେବେ ସଠିକ୍ ଧାରଣ ନଥିବା ରୁ ଠକାମୀ ରେ ପଡିଥାନ୍ତି ଗ୍ରାହକ ।

ତେଣୁ ଟଙ୍କା ଜମା କରିବା ପୂର୍ବ ରୁ ତାକୁ ଠିକ୍ ସ୍ଥାନ ରେ ନିବେଶ କରନ୍ତୁ । ବନ୍ଧୁମାନେ ଆଜି ଜାଣିବା ଏହି ଭଳି ଭଲ ସ୍କିମ ବିଷୟ ରେ ହଁ ବନ୍ଧୁ ଆମେ କହୁଚୁ ଏସ୍. ବି.ଆଇ ବ୍ୟାଙ୍କ ର ବର୍ଷିକିଆ ସ୍କିମ ବିଷୟ ରେ। ଏସ.ବି. ଆଇ ହେଉଛି ଭାରତ ର ସବୁ ଠାରୁ ବଡ ଏବଂ ସୁରକ୍ଷିତ ବିକଳ୍ପ ମଧ୍ୟ ରୁ ଗୋଟିଏ । ଅସ୍. ବି. ଆଇ ତା ଗ୍ରାହକ ଙ୍କୁ ଫିକ୍ସେଡ୍ ଡିପୋଜିଟ୍ ଠାରୁ ଆରମ୍ଭ କରି ପ୍ରଭିଡେଣ୍ଟ ଫଣ୍ଡ୍ ପର୍ଯ୍ୟନ୍ତ ଅପସନ୍ ଦେଇ ଥାଏ । ଏହି ବ୍ୟାଙ୍କ୍ ର କିଛି ସ୍କିମ ରେ ନିବେଶ କରି ଆପଣ ପ୍ରତି ମାସ ରେ ଦଶ ହଜାର ଟଙ୍କା ଲେଖାଏଁ ପାଇପାରିବେ

ଏସ.ବି. ଆଇ। ର ଏହି ସ୍କିମ ରେ ଟଙ୍କା ଜ କରିବା ର ସମୟ ସୀମା ହେଉଛି ୧୨୦ ମାସ ଏଥିରେ ସୁଧ୍ ହାର ଚୟନ ହେଇଥିବା ଫର୍ମ ଦିପୋଜିଟି ରେ ନିର୍ଭର କ ଅର୍ଥାତ୍ ଯଦି ଆପଣ ପାଞ୍ଚ ବର୍ଷ ପାଇଁ ଫିକ୍ସେଡ ଦେପୋଜିଟ୍ କରୁଛନ୍ତି ତେବେ ଆପଣ ଙ୍କୁ ପାଞ୍ଚ ବର୍ଷ ପାଇଁ ହୋଇ ଥିବା ଫିକ୍ସେଦ୍ ଦେପୋଜିଟି ଉପରେ ଲାଗି ଥିବ ସୁଧ ହାର ଉପରେ ସୁଧ ମିଳିବ ତେବେ ଏହି ସ୍କିମ ର ଫାଇଦା ସମସ୍ତେ ଉଠାଇ ପାରିବେ

ଯଦି କୌଣସି ଗ୍ରାହକ ମାସ କୁ ଦଶ ହଜାର ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି ତେବେ ଏହି ସ୍କିମ ସେହି ବ୍ୟକ୍ତି ଙ୍କ ପାଇଁ ପ୍ରଯୁଜ୍ୟ ହେବ କିନ୍ତୁ ଉକ୍ତ ବ୍ୟକ୍ତି ଙ୍କୁ ୫ ଲକ୍ଷ ୭ ହଜାର୯ସହ ୬୪ ଟଙ୍କା ଦବା କୁ ପଡ଼ିବ ଏଥିରେ ପ୍ରତି ମାସ ରେ ସାତ୍ ପ୍ରତିଶତ ସୁଧ ହାର ଫେରସ୍ତ ମିଳିବ । ଅବଶ୍ୟ ଏଥିରେ ମାତ୍ର ୫ ଲକ୍ଷ ଟଙ୍କା ଦବା ତ ନୁହେଁ ବନ୍ଧୁ ତା ଠାରୁ ମଧ୍ୟ କମ୍ ଟଙ୍କା ର ସ୍କିମ ରହିଛି । ଏହି ଯୋଜନା ଭବିଷ୍ୟତ ପାଇଁ ଖୁବ୍ ଉତ୍ତମ । ତେବେ ବନ୍ଧୁ ଗଣ ଆଉ ଡେରି କଣ ପେ ଶୀଘ୍ର ଏହାର ଫାଇଦା ନିଅନ୍ତୁ .

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

E-Shram କାର୍ଡରେ ମିଳିବ ପଇସା, ଶୀଘ୍ର ଆବେଦନ କରନ୍ତୁ, ଜାନ୍ତନୁ କେତେ ଟଙ୍କା ମିଳିବ ଓ କେଉଁ ମାନେ ଏହା ପାଇବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଇଶ୍ରମ କାର୍ଡ କୁ ନେଇ ଆସିଗଲା ବଡ ଖବର ଯେ , ଯେଉଁ …

Leave a Reply

Your email address will not be published. Required fields are marked *