Breaking News

ଓଡିଶା ପାଇଁ ଗର୍ବର କଥା – ଏହି ଓଡ଼ିଆ ସିନେମା ସମସ୍ତ ହିନ୍ଦୀ ସିନେମାକୁ ପଛରେ ପକାଇ Oscar ଆୱାର୍ଡ ପାଇଁ ହେଲା ମନୋନୀତ

ଆପଣ ମାନେ ସମସ୍ତେ ଜାଣିଥିବେ ଲୋକମାନେ ଫିଲ୍ମି ଦେଖିବାକୁ ବହୁତ ପସନ୍ଦ କରିଥାନ୍ତି ।ଆପଣ ମାନେ ନିଶ୍ଚୟ ଜାଣିଥିବେ ଫିଲ୍ମି ଗୁଡିକୁ ବହୁତ ଗୁଡିଏ ଆୱାର୍ଡ ଦିଆଯାଇଥାଏ।ବନ୍ଧୁଗଣ ସମସ୍ତ ଫିଲ୍ମି ନିର୍ମାତା ଙ୍କର ଇଚ୍ଛା ଥାଏ କି ତାଙ୍କ ଫିଲ୍ମି ଅସ୍କାର ଆୱାର୍ଡ ପାଉ। ହେଲେ ଏମିତି ବହୁତ କମ ଫିଲ୍ମ ଅଛି ଯାହା ଅସ୍କାର ଆୱାର୍ଡ ପାଇଛି।ତେବେ ବନ୍ଧୁଗଣ ଅସ୍କାର ଆୱାର୍ଡର ପ୍ରତିଯୋଗୀତାରେ ନୀଳ ମାଧବ ପଣ୍ଡାଙ୍କ ଓଡିଆ ଫିଲ୍ମ ‘କାଲିର ଅତୀତ’ ମଧ୍ୟ ସାମିଲ ହୋଇଛି।ଏହି ଫିଲ୍ମି ଟି ସମସ୍ତ ଫିଲ୍ମି କୁ ପଛରେ ପକାଇ ଦେଇଛି।


ଏହି କାଲିର ଅତୀତ ଫିଲ୍ମି ଟି ବହୁତ ଭଲ ହୋଇଥିବାରୁ ଏହା ଅସ୍କାର ଆୱାର୍ଡ ପାଇଁ ସାମିଲ ହୋଇ।ତେବେ ନିର୍ଦ୍ଦେଶକ ନୀଳ।ମାଧବ ଙ୍କର ଏହି ଫିଲ୍ମି ଟି ଜେନେରାଲ କ୍ୟାଟାଗୋରି ରେ ବେ ବେଷ୍ଟ ଡାଇରେକ୍ଟର ଶ୍ରେଣୀ ରେ ସାମିଲ ହୋଇଛି।
ତେବେ ବନ୍ଧୁଗଣ ଏହି ଫିଲ୍ମି ଟି ହେଉଛି ପୂର୍ବ ଓଡିଶାରେ ହଜି ଯାଇଥିବା ଏକ ଗାଁର କାହାଣୀ ରହିଛି।ଯାହାକି ଜଳ ବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ର ରେ ମିଶିଯାଇଛି।ତେବେ ଗୋଟିଏ ଖୁସିର କଥା ହେଲା ପ୍ରଥମ କରି ଏହି କାଲିର ଅତୀତ ଆସ୍କାର ଜେନେରାଲ ରେ ସାମିଲ ହୋଇଛି।


ବର୍ତ୍ତମାନ ଏହି ଫିଲ୍ମି ଟି ଏକାଡେମି ସ୍କ୍ରିନିଙ୍ଗ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି ।ତେବେ ଏହି ଫିଲ୍ମି ଟି ସର୍ବ ଶ୍ରେଷ୍ଠ ଚିତ୍ର,ସର୍ବ ଶ୍ରେଷ୍ଠ ଅଭିନେତା ଓ ଶ୍ରେଷ୍ଠ ନିର୍ଦେଶକ ପାଇଁ ଆୱାର୍ଡ ପାଇଁ ଯାଇଛି । ତେବେ ପ୍ରଥମ ଥର ଜେନେରାଲ କ୍ୟାଟାଗୋରୀ ରେ ଓଡ଼ିଆ ଫିଲ୍ମି ସାମିଲ ହୋଇଛି।
କାଲିର ଅତୀତ ଫିଲ୍ମି ପୂର୍ବରୁ କରିସ୍ମା ଦେବ ଦୁବେଙ୍କ ଫିଲ୍ମି ଟିବୁ ମଧ୍ୟ ଏହି ଆୱାର୍ଡରେ ସାମିଲ ହୋଇ ସାରିଛି ।।

ତେବେ ଆମେ ଆପଣ ମାନଙ୍କୁ କହି ରଖୁଛୁ କି ଅସ୍କାର ଆୱାର୍ଡର ଫାଇନାଲ ନୋମିନେସନ ଆନାଉନ୍ସମେଣ୍ଟ ୧୫ ମାର୍ଚରେ ହେବାକୁ ଯାଉଛି।ଏପ୍ରିଲ 25 ରେ ଆୱାର୍ଡ ସେରୀମନି ହେବ।ଓଡ଼ିଆ ଫିଲ୍ମି କାଲିର ଅତୀତ ଅସ୍କାର ଆୱାର୍ଡ ପାଇଁ ଯାଇଛି ଏହା ଆମ ଓଡିଶା ବାସୀଙ୍କ ପାଇଁ ଏକ ଗର୍ବର କଥା ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବାଡିରୁ ବର କୋଳି ଚୋରି କରି ଖାଇଲେ ଓଡିଆ ଅଭିନେତ୍ରୀ ତମନ୍ନା (Tamanna) ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ତେବେ ଅଭିନେତ୍ରୀ ମାନ ଙ୍କ …

Leave a Reply

Your email address will not be published. Required fields are marked *