Breaking News

ଭିଡିଓ ଦେଖନ୍ତୁ – ବାହଘର ପରେ ପ୍ରଥମ ଥର ଢଙ୍ଗାରେ ସ୍ଵାମୀଙ୍କ ସହ ବୁଲିଲେ ଦୀପ୍ତିରେଖା!

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଲିଉଡ ଜଗତର ଚର୍ଚିତ ସିଙ୍ଗର ଦୀପ୍ତି ରେଖା ପାଢୀ ଙ୍କୁ ନିଶ୍ଚୟ ଜାଣିଥିବେ |ଦୀପ୍ତି ତାଙ୍କ କଣ୍ଠ ର ଜାଦୁ ଦ୍ଵାରା ଆଜି ବହୁତ ଲୋକପ୍ରିୟତା ହାସଲ କରିପାରିଛନ୍ତି |ଦୀପ୍ତି ଙ୍କର ବହୁତ ଗୁଡିଏ ହିଟ ଗୀତ ମଧ୍ୟ ରହିଛି |ଦୀପ୍ତି ତାଙ୍କର ସୁନ୍ଦର ଅଭିନୟ ପାଇଁ ଆଜି ବହୁତ ଲୋକପ୍ରିୟତା ହାସଲ କରିପାରିଛନ୍ତି |ଆପଣ ମାନେ ଜାଣିଥିବେ ଦୀପ୍ତି ଏବେ କିଛି ଦିନ ହେବ ବିବାହ କରି ସାରିଛନ୍ତି |ତେବେ ବିବାହ ପରେ ପ୍ରଥମ ଥର ନଜର ଆସିଛନ୍ତି ଦୀପ୍ତି |


ତେବେ ଦୀପ୍ତି ବିବାହ ପରେ ପ୍ରଥମ ଥର ଡଙ୍ଗା ରେ ସମୁଦ୍ର ରେ ବୁଲୁଥିବାର ତାଙ୍କୁ ଦେଖିବାକୁ ମିଳିଛି |ଏହି ଖବର ଟି ଏବେ ସୋସିଆଲ ମିଡିଆ ରେ ଚର୍ଚାର ବିଷୟ ପାଲଟିଛି |ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ଟି |ତେବେ ସମସ୍ତ ଙ୍କର ମନରେ ପ୍ରଶ୍ନ ଉଠୁଛି କି କଣ ସତରେ ଦୀପ୍ତି ବିବାହ ପରେ ପ୍ରଥମ ଥର ସମୁଦ୍ର ବୁଲିବାକୁ ଯାଇଛନ୍ତି ତେବେ ଆସନ୍ତୁ ଜାଣିବା ଏହି ଭାଇରାଲ ଖବର ଟିରେ କେତେ ସତ୍ୟତା ରହିଛି |
ତେବେ ବନ୍ଧୁଗଣ ଆମର ପ୍ରିୟା ଗୀତିକାର ଦୀପ୍ତି ରେଖା ପାଢୀ ବିବାହ ପରେ ମଧ୍ୟ ଆଗପରି ଗୀତ ଗାଉଛନ୍ତି |

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଦୀପ୍ତି ସିରିଏଲ ରେ ମଧ୍ୟ ଅଭିନୟ ମଧ୍ୟ କରନ୍ତି ସେ ଏବେ ସିରିଏଲ ଶୁଟିଙ୍ଗ ରେ ବ୍ୟସ୍ତ ମଧ୍ୟ ଅଛନ୍ତି |ଆପଣ ମାନେ ଏବେ କିଛି ଦିନ ନିକଟରେ ଦେଖିଥିବେ ସାରେ ଗାମା ପା ରିଆଲିଟି ସୋ ରେ ଜର୍ଜ ହେବାର ମଧ୍ୟ ଆପଣ ମାନେ ନିଶ୍ଚୟ ଦେଖିଥିବେ | ତେବେ ଦୀପ୍ତି ସମୁଦ୍ର ରେ ବୁଲୁଥିବା ନେଇ ଗୋଟିଏ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି |
ତେବେ ବନ୍ଧୁଗଣ ଆମେ ଆପଣଙ୍କୁ କହି ରଖୁଚୁ କି ଏହି ଭିଡିଓ ଟି ଦୀପ୍ତି ସିରିଏଲ ଶୁଟିଙ୍ଗ କରୁଥିବା ସମୟର |ତେବେ ବନ୍ଧୁଗଣ ମଞ୍ଜରି ଟିଭି ରେ ଏହି ସିରିଏଲ ଟିକୁ ଦେଖିବାକୁ ପାଇବେ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ସିରିଏଲ ଅଭିନେତ୍ରୀ ତନୁଜା ଖୁଡୀଙ୍କୁ (Ranjita Panigrahi) ନେଇ ଆସିଲା ବହୁତ ବଡ ଦୁଃଖ ଖବର, ଦୁଃଖରେ ଭାଙ୍ଗି ପଡିଲେ ରଞ୍ଜିତା

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତରଙ୍ଗ ଟିଭି ରେ ପୂର୍ବ ରୁ ପ୍ରସାରିତ ତାରା ତାରିଣୀ ଧାରାବାହିକ …

Leave a Reply

Your email address will not be published. Required fields are marked *