Breaking News

ଭିଡିଓ ଦେଖନ୍ତୁ – ରାନୀ ପଣ୍ଡା (Rani Panda) ଏମିତି କିଛି କଥା କହିଲେ ବାବୁଶାନଙ୍କ ବିଷୟରେ, ଜାଣନ୍ତୁ କଣ ପାଇଁ କହିଲେ

ଆପଣ ମାନେ ସମସ୍ତେ ଓଡିଆ ଯାତ୍ରା ଜଗତର ଫେମସ ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ନିଶ୍ଚୟ ଜାଣିଥିବେ |କିଛି ନା କିଛି କାରଣରୁ ରାନୀ ସବୁବେଳେ ସୋସିଆଲ ମିଡିଆରେ ଚର୍ଚା ରେ ରହିଥାନ୍ତି |ଆପଣ ମାନେ ରାନୀ ଙ୍କୁ ଓଡିଶାର ବିବାଦୀୟ ରାଣୀ ଭାବେ ଆପଣ ମାନେ ନିଶ୍ଚୟ ଜାଣିଥିବେ|ତେବେ ରାନୀ ଆଜି ବାବୁଶାନ ଙ୍କୁ ନେଇ ଏମିତି ଗୋଟିଏ କଥା କହିଛନ୍ତି ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ତେବେ କଣ ରାନୀ କହିଛନ୍ତି ବାବୁଶାନ ବିଷୟରେ ଆସନ୍ତୁ ଜାଣିବା |

ତେବେ ରାନୀ କହିଛନ୍ତି ମୁଁ ସୋସିଆଲ ମିଡିଆରେ ଦେଖିଲି ଗୋଟିଏ ପିଲା ର ହାତ କାଟି ହୋଇଯାଇଛି ସେ ମେଡିକାଲ ରେ ଅଛନ୍ତି ଓ ସେହି ପିଲା ପାଖକୁ ବାବୁଷାନ ଯାଇଛନ୍ତି ଦେଖା କରିବା ପାଇଁ ଓ ବାବୁଷାନ ସେ ପିଲା ସହ କିଛି କଥା ବର୍ତା କରିଛନ୍ତି ଓ ପିଲାଟିକୁ ଅସ୍ଵସ୍ଥାନ ଦେଇଛନ୍ତି ସାହାର୍ଯ୍ୟ କରିବା ପାଇଁ ଏହା ଦେଖି ମୁଁ ଖୁସି ହୋଇଛି କହିଛନ୍ତି ରାନୀ ପଣ୍ଡା |ରାନୀ କହିଛନ୍ତି ମୁଁ ଏତେ ଖୁସି ଅଛି ଯେ ଏହି କଥା ଟିକୁ ନ କହି ରହିପାରିଲି ନହିଁ |ସେ ବାବୁସାନ ଙ୍କୁ ପ୍ରଶଂସା କରି କହିଛନ୍ତି ଓଲିଉଡ ଜଗତର ଗୋବିନ୍ଦା ହେଉଛନ୍ତି ବାବୁସାନ|

ରାନୀ ଆହୁରି ମଧ୍ୟ କହିଛନ୍ତି ବାବୁଷାନ ଙ୍କର ବାପା ମା ହେଉଛନ୍ତି ଓଲିଉଡ ଜଗତର ଫେମସ କଳାକାର ପୁଅ କେମିତି ନ ହେବେ |ରାନୀ ବାବୁଷାନ ଙ୍କୁ କହିଛନ୍ତି ତୁମର ଉନ୍ନତି ହେଉ ଓ ତୁମର ମଙ୍ଗଳ ହେଉ ଓ ତୁମେ ତୁମ ପରିବାର ସହ ସବୁବେଳେ ଖୁସି ରେ ରୁହ |ତୁମେ ଏମିତି କୋମଳ ହୃଦୟ ନେଇ ଫ୍ୟାନ ମାନଙ୍କ ପାଖକୁ ଯାଅ ଓ ସମସ୍ତଙ୍କର ଦୁଖରେ ଠିଆ ହୁଅ |ଆଉ ସମସ୍ତ ଙ୍କୁ ଭଲ ପାଇବା ଦିଅ |
ଏହି ଭିଡିଓ ରେ ରାନୀ କହିଛନ୍ତି ମୁଁ ସମସ୍ତ କଳାକାର ମାନଙ୍କୁ ଅନୁରୋଧ କରୁଛି କି ତୁମ ଫ୍ୟାନ ମାନଙ୍କ ଦୁଖ ସମୟରେ ବାବୁଷାନ ଙ୍କ ଭଳି ଯାଇକି ଠିଆ ହୁଅ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସିନ୍ଦୁରର ଅଧିକାର Siriel ରେ ଅଭିନୟ କରୁଥିବା ଲିକୁନ ଚୌଧୁରୀଙ୍କ ଘର ଏବଂ ତାଙ୍କ ପରିବାରରେ କିଏ କିଏ ସବୁ ଅଛନ୍ତି ଏବଂ ସେ କେଉଁ ଓଡ଼ିଆ ହିରୋଇନ ଙ୍କୁ ବିବାହ କରିଛନ୍ତି….

ବନ୍ଧୁଗଣ ଆପଣମାନେ ତ ମିଠୁଙ୍କୁ ନିଶ୍ଚିତ ଜାଣିଥିବେ ଯିଏକି ସିନ୍ଦୁର ର ଅଧିକାର ସିରିଏଲ୍ ରେ ସେକେଣ୍ଡ ଲିଡ ଆକ୍ଟର …

Leave a Reply

Your email address will not be published.