Breaking News

୧୫ ବର୍ଷ ପରେ ଓଡିଆ ସିନେମାରେ ଫୁଣି ଦେଖା ଯିବେ ମାମା ମିଶ୍ର (Mama Mishra), ଜାଣନ୍ତୁ ସିନେମାର ନାମ କଣ …

ଆପଣ ମାନେ ଜାଣିଥିବେ ଦର୍ଶକ ବନ୍ଧୁ ଉଳିଉଡ୍ ଇଣ୍ଡଷ୍ଟ୍ରି ଏହି ଅଭିନେତ୍ରୀ ଯାହା ଙ୍କ ର ଅଭିନୟ ଦେଖିବାକୁ ମିଳୁନି ବର୍ତ୍ତମାନ ସମୟ ରେ ସେ ଆଉ କେହି ନୁହନ୍ତି ଉଲିଉଡ ର ଇଭର ଗ୍ରୀନ ହେରୋଇନୀ ମାମା ମିଶ୍ର ।ଆସନ୍ତୁ ଜାଣିବା ତାଙ୍କ ବିଷୟ ରେ ଉଳିଉଡ ଇଣ୍ଡଷ୍ଟ୍ରି ର ଜଣେ ଜଣା ଶୁଣା ଅଭିନେତ୍ରୀ । ବର୍ତମାନ ସମୟ ରେ ତାଙ୍କର ର ଆଉ ଅଭିନୟ ଦେଖିବାକୁ ମିଳୁନି । ହଁ ବନ୍ଧୁ ସେ ଆଉ କେହି ନୁହନ୍ତି ମାମା ମିଶ୍ର ।

ହଁ ବହୁତ୍ ଦିନ ପରେ ତାଙ୍କ ନାମ ଶୁଣିଲେ ଆପଣ । ମାମା ମିଶ୍ର ଅନେକ ଫିଲ୍ମ୍ କରିଛନ୍ତି ଏବଂ ସମସ୍ତ ଫିଲ୍ମ୍ ମଧ୍ୟ ସୁପର ହେଇଥିଲା ଯେବେ ମାମା ମିଶ୍ର ତାଙ୍କର ଜବରଦସ୍ତ ଅଭିନୟ କରୁଥିଲେ । ବର୍ତ୍ତମାନ ବି ତାଙ୍କ ଫ୍ୟାନ ତାଙ୍କ ଅଭିନୟ ଦେଖିବାକୁ ତତପର୍ ଅଛନ୍ତି । ମାମା ମିଶ୍ର ବର୍ତ୍ତମାନ ତାଙ୍କ ପରିବାର ସହ ଖୁସି ରେ ଅଛନ୍ତି । ଦୀର୍ଘ ୧୫ ବର୍ଷ ପରେ ମାମା ମିଶ୍ର ପାଦ ଥୋଇବେ ଉଲିଉଡ୍ ଇଣ୍ଡଷ୍ଟ୍ରି ରେ ବୋଲି ଚର୍ଚା ହେଉଛି ।

 

୨୦୧୮ ମସିହାରେ ଏକ ଫିଲ୍ମ ରିଲିଜ ହୋଇଥିଳୀ ଯାହାର ନାମ ରହିଛି ଓଲେ ଓଲେ ଦିଲ୍ ବୋଲେ ଏହି ଫିଲ୍ମ୍ ରେ ସେ ସିଦ୍ଧାନ୍ତ ଙ୍କ ଅପଯିଟ୍ ରେ ଦେଖିବାକୁ ମିଳିବେ । ଏହି ଫିଲ୍ମ୍ ମେନ୍ ଲିଡର ରେ ଦେଖିବାକୁ ମିଳିବେ ଜ୍ୟୋତି ଏବଂ ଝିଲିକ ଏହି ଫିଲ୍ମ୍ ରେ । ଏହି ଫିଲ୍ମ୍ ରେ ସିଦ୍ଧାନ୍ତ ମହାପାତ୍ର ଜ୍ୟୋତି ଙ୍କ ବଡ଼ ଭାଇ ହୋଥିଲେ ।

 

ଏହି ଫିଲ୍ମ ଟି ୨୦୧୮ ବର୍ଷ ଦୁର୍ଗ ପୂଜା କୁ ରିଲିଜ୍ କରାଯିବ ବୋଲି ଆଶା କରାଯାଉଛି । ଏହି ଫିଲ୍ମ୍ ର ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ପ୍ରେମାନନ୍ଦ ଦେଇଥିଲେ । ଏହି ଫିଲ୍ମ୍ ର ସୁଟିଂ ଓଡ଼ିଶା ଭିତରେ ହବା ସହିତ ଓଡ଼ିଶା ବାହାରେ ମଧ୍ୟ ହୋଇଛି । ଏହି ଫଟୋ ଟି ସେହି ସମୟର ଶୁଟିଙ୍ଗ ସେଟର । ସେହି ସିନେମା ଶୁଟିଙ୍ଗ ସେଟରେ ମାମା ମିଶ୍ର ପହଞ୍ଚିଥିଲେ। ଏହା ପରେ ମାମା ମିଶ୍ର ସିନେମା କରିବେ ବୋଲି ଚର୍ଚା ହୋଇଥିଲା କିନ୍ତୁ ସେ ଅଭିନୟ କରି ନଥିଲେ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଗୁ-ରୁ-ତ-ର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ସଙ୍ଗୀତ ନିର୍ଦ୍ଦେଶକ ଗୁଡୁଲି ରଥ (Goodly Rath)

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଦୁଃଖ ର ଖବର ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ପାଇଁ , …

Leave a Reply

Your email address will not be published. Required fields are marked *