Breaking News

ଭିଡିଓ ଦେଖନ୍ତୁ – ସବ୍ୟସାଚୀ (Sabyasachi) ଅର୍ଚିତା (Archita) ଙ୍କୁ ଛାଡି ମାନସୀଙ୍କୁ କୁଣ୍ଡାଇଲେ, ଆଉ ଏହା ପରେ ଅର୍ଚିତା ଏମିତି କିଛି କରିଲେ

ଓଡିଶା ନାୟକ ଓ ନାୟିକ ମାନଙ୍କ ଯୋଡି ମଧ୍ୟରେ ସବୁଠାରୁ ଲୋକ ପ୍ରିୟ ଯୋଡି ମଧ୍ୟରୁ ସବ୍ୟ – ଅର୍ଚିତାଙ୍କ ଯୋଡି ଅନ୍ୟତମ । ସିନେମାରେ ଦୁହେଁ ଜବରଦସ୍ତ ଅଭିନୟ କରନ୍ତି । ଆଉ ଯଦି ସିନେମାରେ ଉଭୟ ଥିବେ ତେବେ ସିନେମା ଟି ସୁପର ହିଟ ହୋଇଥାଏ । କାରଣ ସବ୍ୟ ଓ ଅର୍ଚିତାଙ୍କ ଯୋଡି ଓଡିଆ ଦର୍ଶକ ମାନେ ବହୁତ ଭଲ ପାଇବା ଦେଇଛନ୍ତି । ସେମାନଙ୍କ ଅଭିନୀତ ପ୍ରାୟ ସବୁ ସିନେମା ଗୁଡିକ ସୁପର ହିଟ ସାବ୍ୟସ୍ତ ହୋଇଛି । ଯେହେତୁ ସେମାନେ ଓଡିଶା ଦୁଇ ଚର୍ଚିତ ଚେହେରା ତେଣୁ ସେମାନଙ୍କ ଜୀବନ ରେ କଣ ଘଟୁଛି ତାକୁ ଜାଣିବା ପାଇଁ ଲୋକ ମାନେ ରୁଚି ରଖି ଥାନ୍ତି ।

ଆପଣ ମାନେ ତ ଜାଣିଥିବେ ସବ୍ୟସଚୀ କରୋନା ସମୟରେ ଅସହାୟ ଲୋକ ମାନଙ୍କୁ ସାହାର୍ଯ୍ୟ କରି ଚର୍ଚାରେ ରହିଥିଲେ । ଲୋକ ମାନେ ତାଙ୍କୁ ବହୁତ ଭଲ ପାଇବା ମଧ୍ୟ ଏଥି ପାଇଁ ଦେଇଥିଲେ । ସବ୍ୟ ଏବେ ବି ତାଙ୍କର ଏହି ମହାନ କାର୍ଯ୍ୟ କୁ ଜାରି ରଖିଛନ୍ତି । ଆପଣ ମାନେ ଦେଖିଥିବେ ବନ୍ଧୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହବା କୁ ଲାଗିଛି। ଯେ ସବ୍ୟ ଅର୍ଚ୍ଚିତା ଙ୍କୁ ଛାଡି ମାନସୀ ଙ୍କୁ ହଗ୍ କରିଥିଲେ ଯେଉଁ ଭିଡିଓ ଟି କି ବର୍ତ୍ତମାନ ସମୟ ରେ ଭାଇରଲ ହେଉଛି ।  ସେହିଭଳି ସବ୍ୟଙ୍କ ଭିଡିଓ ଟି ଯେ ଅର୍ଚ୍ଚିତା ଙ୍କୁ ଛାଡି ମାନସୀ ଙ୍କୁ ହଗ କଲେ ଏହି ଭିଡିଓ ରିଅଲ ଅଟେ କିନ୍ତୁ ଏହା ଗୋଟେ ଶୋ ରେ । ଆପଣ ମାନସୀ ଙ୍କୁ ସମସ୍ତେ ଜାଣିଥିବେ ସେ ଜଣେ ଭଲ ଆଙ୍କର ଏବଂ ଲୋକପ୍ରିୟ ।

ମାନସୀ ପ୍ରଥମେ ଅର୍ଚିତାଙ୍କୁ ପଚାରିଥିଲେ ପପୁଙ୍କ ସହ ଡେଟ ରେ ଯିବେ କି ନାହିଁ ? ଅର୍ଚିତା ମଜାଲିଆ ଢଙ୍ଗରେ କହିଥିଲେ ହଁ ଯାଇ ପାରିବି କିନ୍ତୁ ଚୁଟି କାଟି ଦେଲା ହେଲା । ଏହା ପରେ ପପୁ କହିଥିଲେ ମୁଁ ଅର୍ଚିତାଙ୍କ ସହ ଡେଟ ରେ ଯିବାକୁ ଡରେ କାରଣ, ମୋ ଘରେ ଯେ ଅଛି ମୁଁ ତାକୁ ଡରେ । ଏହା ପରେ ମାନସୀ ସବ୍ୟଙ୍କୁ କିଛି ପଚାରିଥିଲେ ।

ସିଏ ଗୋଟେ ରିଆଲିଟି ଶୋ ରେ ମାନସୀ ସବ୍ୟ ଙ୍କୁ କିଛି ପଚାରିଥିଲେ ଏବଂ ସବ୍ୟ ସବୁ କହିଥିଲେ ହଗ ଡେ ରେ ସେ କାହାକୁ ହଗ କରିବେ ? ଏହା ପରେ ସବ୍ୟ ମାନସୀଙ୍କୁ ହଗ କରିଥିଲେ ।  ସେହି ରିଆଲିଟି ରେ ସବ୍ୟ କହିଲେ କି ଆଜି ହଗ୍ ଡେ କାହା ସହ ପାଳନ କରିବି ଏହି କଥା କହି ସେ ମାନସୀ ହଗ କରିଥିଲେ ଯାହାକି ସୋସିଆଲ ମିଡିଆରେ ଭାଇରଲ ହବା କୁ ଲାଗିଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *