Breaking News

ଭିଡିଓ ଦେଖନ୍ତୁ – ଫୁଣି ସିଦ୍ଧାନ୍ତ ଓ ରଚନା (Sidhant Rachana) ଏକାଠି ସିନେମାରେ ଦେଖିବା ପାଇଁ ମିଳିବ, କଣ କହିଲେ ଦୁହେଁ ଜାଣନ୍ତୁ

ଆପଣ ମାନେ ସମସ୍ତେ ଓଲିଉଡ ଜଗତର ଚର୍ଚିତ ଚେହେରା ରଚନା ବାନାର୍ଜୀ ଙ୍କୁ ନିଶ୍ଚୟ ଜାଣିଥିବେ ସେ ତାଙ୍କର ଖୁବ ସୁନ୍ଦର ଅଭିନୟ ପାଇଁ ବହୁତ ଲୋକପ୍ରିୟତା ହାସଲ କରିପାରିଥିଲେ | ଆପଣ ମାନେ ସମସ୍ତେ ଜାଣିଥିବେ ସେବେକା ସମୟରେ ରଚନା ଓ ସିଦ୍ଧାନ୍ତ ଙ୍କର ଯୋଡି ଙ୍କୁ ଦର୍ଶକ ମାନେ ଖୁବ ପସନ୍ଦ କରୁଥିଲେ |ତେବେ ଏବେ କିଛି ଦିନ ତଳେ ରଚନା ବାନାର୍ଜୀ ଓଡିଶା ଆସିଥିଲେ |


ରଚନା ଙ୍କୁ ସାମ୍ବାଦିକ ମାନେ ପଚାରି ଥିଲେ ଆପଣ ଙ୍କୁ ଓଡିଶା କେମିତି ଲାଗୁଛି ଓ ରଚନା ଏହାର ଉତ୍ତର ରେ କହିଥିଲେ ଯେ ଓଡିଶା ମୋତେ ବହୁତ ଭଲ ଲାଗୁଛି |ଓ ତାଙ୍କୁ ଆହୁରି ମଧ୍ୟ ପଚରା ଯାଇଥିଲା କି ସେ ଆଉ ଓଡିଆ ଫିଲମି ଆଉ କରିବେକୀ ନାଇଁ ସେ ଏହାର ଉତ୍ତର ରେ କହିଥିଲେ ଯେ ମୋର ଓଡିଆ ଫିଲମି ବହୁତ ପସନ୍ଦ ଯଦି ଭଲ ନିର୍ଦେଶକ ଅଫର ଦେବେ ତାହେଲେ ମୁଁ ନିଶ୍ଚୟ କରିବି |ସେ ପୁଣି କହିଛନ୍ତି ମୁଁ ଏଠାରେ ବହୁତ ଦିନ ହେବ କାମ କରିଛି ଓ ଏଠି ମୋତେ ବହୁତ ଭଲ ଲାଗେ |


ଏହାପରେ ସାମ୍ବାଦିକ ମାନେ ସିଦ୍ଧାନ୍ତ ଙ୍କୁ ପ୍ରଶ୍ନ କରିଥିଲେ କି ଆପଣ ରଚନା ଙ୍କ ସହ ଏବେ ଫିଲମି କରିବେ କି | ସିଦ୍ଧାନ୍ତ ଏହାର ଉତ୍ତର ରେ କହିଥିଲେ ପୁଣି ଥରେ ଯଦି ଗୋଟେ ସୁଯୋଗ ମିଳିଲା ତାହେଲେ ଆମେ ଏକାଠି କରିବୁ କିଛି ଅସୁବିଧା ନହିଁ |ଆହୁରି ମଧ୍ୟ ସିଦ୍ଧାନ୍ତ କହିଛନ୍ତି ସେଇ ଦର୍ଶକ ମାନଙ୍କ ପାଇଁ ଆମେ ଏକାଠି କରିବୁ ଆଉ ଦର୍ଶକ ମାନଙ୍କ ମନ ରଞ୍ଜନ କରିବୁ |ସେ କହିଛନ୍ତି ଆମେ ଖାଲି ପାରିବାରିକ ନୁହେଁ ଭଲ କାହାଣୀ ନେଇକି ଆସିବା ଯେମିତି ପ୍ରତିଟି ଜିନିଷ ରହିବ ଓ ଦର୍ଶକ ମାନଙ୍କୁ ଯେମତି ଭଲ ଲାଗିବ|ରଚନା କହିଛନ୍ତି ମୁଁ ଓଡିଆ କୁ କେବେ ବି ଭୁଲିନି ଆଉ ସିଦ୍ଧାନ୍ତ ଙ୍କୁ ମଧ୍ୟ ଭୁଲି ନାହିଁ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସିନ୍ଦୁରର ଅଧିକାର Siriel ରେ ଅଭିନୟ କରୁଥିବା ଲିକୁନ ଚୌଧୁରୀଙ୍କ ଘର ଏବଂ ତାଙ୍କ ପରିବାରରେ କିଏ କିଏ ସବୁ ଅଛନ୍ତି ଏବଂ ସେ କେଉଁ ଓଡ଼ିଆ ହିରୋଇନ ଙ୍କୁ ବିବାହ କରିଛନ୍ତି….

ବନ୍ଧୁଗଣ ଆପଣମାନେ ତ ମିଠୁଙ୍କୁ ନିଶ୍ଚିତ ଜାଣିଥିବେ ଯିଏକି ସିନ୍ଦୁର ର ଅଧିକାର ସିରିଏଲ୍ ରେ ସେକେଣ୍ଡ ଲିଡ ଆକ୍ଟର …

Leave a Reply

Your email address will not be published.