Breaking News

ଓଡିଆ ସିରିଏଲ ଜଗତର TOP 5 ହିରୋ ଙ୍କର ମା ମାନଙ୍କୁ ଦେଖନ୍ତୁ …

ଆପଣ ମାନେ ସମସ୍ତେ ଆମ ଓଲିଉଡ ଜଗତର ହିରୋ ମାନଙ୍କୁ ନିଶ୍ଚୟ ଜାଣିଥିବେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଏହି ଓଲିଉଡ ହିରୋ ମାନଙ୍କ ବିଷୟରେ |ଯାହା ଆପଣ ମାନେ ଆଗରୁ ଜାଣିନଥିବେ ତେବେ ବନ୍ଧୁଗଣ ଡେରି ନ କରି ଆସନ୍ତୁ ଜାଣିବା |

ତେବେ ବନ୍ଧୁଗଣ ମ ଆମର ଏହି ଲିଷ୍ଟ ର ପ୍ରଥମ ସ୍ଥାନ ରେ ଅଛନ୍ତି ସାଇ ଆପଣ ମାନେ ସାଇ ଙ୍କୁ କୁଆଁରୀ ବୋହୁ ସିରିଏଲ ରେ ନିଶ୍ଚୟ ଦେଖିଥିବେ |ସାଇ ଖୁବ ସୁନ୍ଦର ଅଭିନୟ କରନ୍ତି ଓ ବହୁତ ଫେମସ ମଧ୍ୟ ହୋଇପାରିଛନ୍ତି |ସାଇ ତାଙ୍କର ସୁନ୍ଦର ଅଭିନୟ ପାଇଁ ଆଜି ବହୁତ ଲୋକପ୍ରିୟତ ହାସଲ କରି ପାରିଛନ୍ତି |


ତେବେ ବନ୍ଧୁଗଣ ଆମର ଏହି ଲିଷ୍ଟ ର ଦିତୀୟ ସ୍ଥାନ ରେ ଅଛନ୍ତି ରାଜା |ରାଜା ଙ୍କୁ ଆପଣ ମାନେ ରାନୀ ସିରିଏଲ ରେ ଅଭିନୟ କରିଥିବାର ନିଶ୍ଚୟ ଦେଖିଥିବେ ଓ ଏଥିରେ ଖୁବ ସୁନ୍ଦର ଅଭିନୟ କରିଛନ୍ତି ରାଜା |


ତେବେ ଆମର ଏହି ଲିଷ୍ଟ ର ତୃତୀୟ ସ୍ଥାନ ରେ ଅଛନ୍ତି ନୀଲ |ନୀଲ ଙ୍କୁ ଆପଣ ମାନେ ଦୂର୍ଗା ସିରିଏଲ ରେ ନିଶ୍ଚୟ ଦେଖିଥିବେ |ନୀଲ ତାଙ୍କର ଖୁବ ସୁନ୍ଦର ଅଭିନୟ ପାଇଁ ଆଜି ବ ବାହୁତ ଲୋକାପ୍ରିୟତ ହାସଲ କରିପାରିଛନ୍ତି |


ତେବେ ବନ୍ଧୁଗଣ ଆମର ଏହି ଲିଷ୍ଟ ର ଚାରି ନମ୍ବର ରେ ଅଛନ୍ତି ସ୍ଵତବିକ |ଆପଣ ମାନେ ତାଙ୍କୁ ନୂଆ ବୋହୁ ସିରିଏଲ ରେ ନିଶ୍ଚୟ ଦେଖିଥିବେ ଓ ସେ ତାଙ୍କର ଚମତ୍କାର ଅଭିନୟ ପାଇଁ ଆଜି ବହୁତ ଲୋକପ୍ରିୟତା ହାସଲ କରି ପାରିଛନ୍ତି |


ତେବେ ବନ୍ଧୁଗଣ ଆମର ଏହି ଲିଷ୍ଟ ର ପାଞ୍ଚ ନମ୍ବର ସ୍ଥାନ ରେ ଅଛନ୍ତି ଜ୍ୟୋତିପ୍ରକାଶ |ଆପଣ ମାନେ ଜ୍ଯୋତି ଙ୍କୁ ତୋ ଅଗଣା ର ତୁଲସୀ ମୁଁ ସିରିଏଲ ରେ ନିଶ୍ଚୟ ଦେଖିଥିବେ ଓ ଏଥିରେ ସେ ଖୁବ ସୁନ୍ଦର ଅଭିନୟ କରିଛନ୍ତି |ତାଙ୍କର ଏହି ସୁନ୍ଦର ଅଭିନୟ ପାଇଁ ସେ ବହୁତ ଲୋକ ପ୍ରିୟତା ହାସଲ କରିପାରିଛନ୍ତି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *