Breaking News

Ollywood ଜଗତରେ ପାଦ ଦେଲେ ଲୋକପ୍ରିୟ ହିରୋଇନ ଶିବାନୀ (Shivani) ଙ୍କର ସାନ ଭଉଣୀ!

ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଓଲିଉଡ ଆଉ ବଲିଉଡ ସବୁବେଳେ କିଛି ନା କିଛି କାରଣରୁ ସବୁ ବେଳେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ରହିଥାନ୍ତି।କେତେବେଳେ ଡ୍ରେସ ପିନ୍ଧା ତ ଆଉ କେତେବେଳେ ଡ୍ୟାନ୍ସ କୁ ନେଇ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି।ଆପଣ ମାନେ ଜାଣିଥିବେ ବର୍ତ୍ତମାନ ଶିବାନୀ ଙ୍କୁ ନେଇ ଏବେ ଓଲିଉଡ ଇଣ୍ଡଷ୍ଟ୍ରି ରେ ଚର୍ଚ୍ଚା ଜୋର ଧରିଛି।କିନ୍ତୁ ଏବେ ଶିବାନୀ ନୁହନ୍ତି ଏବେ ତାଙ୍କ ଭଉଣୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଶିବାନୀ ଙ୍କ ପରେ ତାଙ୍କ ଭଉଣୀ ଓଲିଉଡ ଜଗତରେ ପାଦ ଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଛି।

ତେବେ ଏହି ଘଟଣା ର ସମ୍ପୂର୍ଣ୍ଣ ସତ୍ୟତା ଆମେ ଜାଣିବା ଆମର ଏହି ଲେଖା ମାଧ୍ୟମରେ ତେବେ ଆସନ୍ତୁ ଜାଣିବା ତାଙ୍କ ସାନ ଭଉଣୀ ଦେଖିବା ପାଇଁ କେମିତି ଅଟନ୍ତି ଓ କଣ ପାଇଁ ସେ ଏବେ ଖୁବ ଚର୍ଚ୍ଚା ରେ ରହିଛି ।ଓଲିଉଡ ଜଗତର ଫେମସ ଅଭିନେତ୍ରୀ ଶିବାନୀ ଙ୍କୁ ଅବା କିଏ ନ ଜାଣେ ।ଆପଣ ମାନେ ଜାଣିଥିବେ ଶିବାନୀ ଜଣେ ଶିଶୁ କଳାକାର ଭାବେ ଓଲିଉଡ ଜଗତରେ ପାଦ ଦେଇଥିଲେ।ଓ ଏହା ପରେ ସିଷ୍ଟର ଶ୍ରୀଦେବୀ ଫିଲ୍ମି ରେ ତାଙ୍କର ଚମତ୍କାର ଅଭିନୟ ପାଇଁ ସେ ଖୁବ ଲୋକପ୍ରିୟତା ହାସଲ କରି ପାରିଥିଲେ।

ସେ ତାଙ୍କର ସୁନ୍ଦର ଅଭିନୟ ପାଇଁ ଆଜି ସିଏ ଏକ ସ୍ୱତନ୍ତ୍ର ସ୍ଥାନ କରି ପାରିଛନ୍ତି।ଆପଣ ମାନେ ସିଷ୍ଟର ଶ୍ରୀଦେବୀ ଫିଲ୍ମି ରେ ତାଙ୍କୁ ଶିଶୁ କଳାକାର ସିଧା ଙ୍କ ଭାବେ ନିଶ୍ଚୟ ଦେଖିଥିବେ।ଏହି ଫିଲ୍ମି ରେ ସେ ଖୁବ ସୁନ୍ଦର ଅଭିନୟ କରି ଲୋକମାନଙ୍କ ମନ ଜିତିପରିଥିଲେ।ସେବେଠୁ ସେ ଆଉ ଅଟକି ନାହାନ୍ତି ସେ ବହୁତ ସଫଳତା ହାସଲ କରିଛନ୍ତି।


ଏବେ କିଛି ଦିନ ହେଲା ଶିବାନୀ ଙ୍କ ସାନ ଭଉଣୀ ଙ୍କର ଜନ୍ମ ଦିନ ହୋଇଥିଲା ଓ ଏହି ଜନ୍ମ ଦିନରେ ଶିବାନୀ ତାଙ୍କ ଭଉଣୀ ଙ୍କ ସହ ବେଶ ଧୁମ ଧାମ ରେ ଜନ୍ମ ଦିନ ପାଳନ କରୁଥିବାର ଦେଖା ଯାଇଥିଲା।ତେବେ ଏହି ଜନ୍ମ ଦିନ ର ଫଟ ଗୁଡିକ ଶିବାନୀ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଅପଲୋଡ଼ କରିଥିଲେ ଏହି ଫଟ ରେ ତାଙ୍କ ଭଉଣୀ ବହୁତ ସୁନ୍ଦର ଦେଖାଯାଉଛନ୍ତି ଓ ଶୁଣିବାକୁ ମିଳିଛି କି ତାଙ୍କ ଭଉଣୀ ତାଙ୍କ ଠୁ ଭଲ ଅଭିନୟ କରନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଗୁ-ରୁ-ତ-ର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ସଙ୍ଗୀତ ନିର୍ଦ୍ଦେଶକ ଗୁଡୁଲି ରଥ (Goodly Rath)

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଦୁଃଖ ର ଖବର ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ପାଇଁ , …

Leave a Reply

Your email address will not be published. Required fields are marked *