Breaking News

ଭିଡିଓ ଦେଖନ୍ତୁ – ରାନୀ ପଣ୍ଡା (Rani Panda) Live ରେ ଆସି ଏହି ସବୁ କଥା କହିଲେ ଆପଣ ଶୁଣିଲେ…

ଆପଣ ମାନେ ନିଶ୍ଚୟ ଜାଣିଥିବେ ଓଡ଼ିଆ ଯାତ୍ରା ଜଗତର ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି ରାନୀ ପଣ୍ଡା।ସେ ତାଙ୍କର କଥା ବାର୍ତ୍ତା ଶୈଳୀ କୁ ନେଇ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି।ତାଙ୍କୁ ଓଡ଼ିଶାର ବିବାଦୀୟ ଅଭିନେତ୍ରୀ ଭାବେ ସମସ୍ତେ ମଧ୍ୟ ଜାଣିଛନ୍ତି।କିନ୍ତୁ ବର୍ତ୍ତମାନ ସମୟରେ ରାନୀ ପଣ୍ଡା ସୋସିଆଲ ମିଡ଼ିଆ ରେ ବହୁତ ଚର୍ଚ୍ଚା ରେ ଅଛନ୍ତି ତେବେ କଣ ପାଇଁ ସେ ଚର୍ଚ୍ଚା ରେ ଅଛନ୍ତି ଆସନ୍ତୁ ଜାଣିବା।

ଆପଣ ମାନେ ନିଶ୍ଚୟ ଜାଣିଥିବେ ରାନୀ ତାଙ୍କ ରୋକ ଠୋକ କଥା ପାଇଁ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି।ସେ ସବୁବେଳେ ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚା ରେ ରହିଥାନ୍ତି।ତାଙ୍କୁ ବିବାଦୀୟ ଅଭିନେତ୍ରୀ ମଧ୍ୟ କୁହାଯାଏ।ଏହି ବିବାଦୀୟ ମନ୍ତବ୍ୟ କୁ ନେଇ ରାନୀ ବହୁତ ଜାଗାରେ ଖରାପ ମଧ୍ୟ ହୋଇଛନ୍ତି।

ଆପଣ ମାନେ ଦେଖିଥିବେ ରାନୀ ବହୁତ ସମୟରେ ତାଙ୍କର ବିବାଦୀୟ ମନ୍ତବ୍ୟ ଭିଡ଼ିଓ ଦ୍ୱାରା ସୋସିଆଲ ମିଡ଼ିଆ ରେ ସେୟାର କରିଥାନ୍ତି ।ଏହି ଭିଡ଼ିଓ ନିଆଁ ଭଳି ଭାଇରଲ ମଧ୍ୟ ହୋଇଥାଏ।ଯାହା ବି ହେଉ ରାନୀ ହେଉଛନ୍ତି ଜଣେ ଜଣା ଶୁଣା କଳାକାର ସେ ଖୁବ ସୁନ୍ଦର ଅଭିନୟ ମଧ୍ୟ କରନ୍ତି।ରାନୀ ତାଙ୍କର ଡ୍ୟାନ୍ସ ପାଇଁ ଆଜି ସାରା ଓଡ଼ିଶାରେ ପରିଚିତ।ରାନୀ ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ ସେ ସବୁବେଳେ ବିବାଦ ରେ ରହିଥାନ୍ତି

ଏବେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ରାନୀ ସେୟାର କରିଛନ୍ତି।ତେବେ ଏହି ଭିଡ଼ିଓ ଟିରେ ରାନୀ କାହାକୁ ଜଣଙ୍କୁ ଗାଳି ଦେବାର ଦେଖିବାକୁ ମିଳିଛି।ତେବେ ରାନୀ କାହାକୁ ଗାଳି ଦେଉଛନ୍ତି ତାହା ଜଣା ପଡିନାହିଁ।ସେ କାହା ନାମ ନେଇ ଗାଳି କରିନାହାନ୍ତି।
ତେବେ ରାନୀ ଙ୍କୁ କିଛି ଝିଅ ଖରାପ କମେଣ୍ଟ କରିଥିଲେ ଏଣୁ ରାନୀ ରାଗିଯାଇ ଗାଳି କରିଛନ୍ତି। ସେ କହିଛନ୍ତି ମୁଁ ତ ମୋର ରୋଜଗାର କରୁଛି ଏବଂ ଖାଇ, ପିଇ ଚଳୁଛି।ସେ ପୁଣି କହିଛନ୍ତି ମୁଁ ସତ କଥା କହେ ବୋଲି ସମସ୍ତଙ୍କର ବିନ୍ଧେ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *