Breaking News

ପୁଣି ଲାଗୁ ହେବ ଲକ ଡାଉନ! କଡା କଡ଼ି ହେଲା କୋରୋନା ନିୟମ…. ଅନ୍ୟମାନଙ୍କୁ ସେୟାର କରି ଜଣାନ୍ତୁ

ପୁଣି ହେବ କି ଲକ ଡାଉନ ।ଆମେ ଆଜି ଆପଣ ମାନଙ୍କୁ କହିବୁ କୋରୋନା କେମିତି ତାର କାୟା ବିସ୍ତାର କଲାଣି ଆଉ ସରକାର ଲକ ଡାଉନ କରିବେ କି ନାଇଁ ସରକାର।ଆପଣ ମାନେ ଜାଣିଥିବେ ସରକାର ପୁଣି ଥରେ ନିୟମ କୁ କଡ଼ା କଡୀ କରିଛନ୍ତି।ତେବେ ଆସନ୍ତୁ ଜାଣିବା ପୁଣି ଥରେ ଲକ ଡାଉନ ହେବ କି।ତେବେ ଡେରି ନ କରି ଆସନ୍ତୁ ଜାଣିବା ଏହାର ସମ୍ପୁର୍ଣ୍ଣ ଖବର ଆମର ଏହି ଲେଖା ମାଧ୍ୟମରେ।


ଆପଣ ମାନେ ଦେଖୁଥିବେ କୋରୋନା ପୁଣି ଥରେ ଏବେ କାୟା ବିସ୍ତାର କରିବାକୁ ଲାଗିଲାଣି।ଏହି କୋରୋନା କେସ ଦିନକୁ ଦିନ ବଢ଼ିବାରେ ଲାଗିଛି।।ଦେଶରେ 24 ଘଣ୍ଟା ଭିତରେ 14000 ନୂଆ କେସ ଦେଖାଯାଇଛି।ଏଥିରୁ ଆପଣ ମାନେ ଆକଳନ କରିପାରୁଥିବେ ଯେ କେମିତି ବଢ଼ିବାରେ ଲାଗିଛି କୋରୋନା ମହାମାରୀ।

ତେବେ ଏହାକୁ ଦୃଷ୍ଟି ରେ ରଖି ଆମ ସରକାର ରାଜ୍ୟ ରେ କୋରୋନା ନିୟମ ପୁଣି ଥରେ କଡା କଡ଼ି କରିଛନ୍ତି।ତେବେ ଆପଣ ମାନେ ଜାଣିଥିବେ ମହାରାଷ୍ଟ୍ର ରେ ଯେଉଁ ପରିସ୍ଥିତି ଏବେ ସୃଷ୍ଟି ହେଲାଣି ଲକ ଡାଉନ ହେବା ନେଇ ସମ୍ଭାବନା ବଢି ଯାଇଛି।ମହାରାଷ୍ଟ୍ର ରେ କେତେଗୁଡିଏ ସ୍ଥାନ ରେ ମଧ୍ୟ କର୍ଫ୍ୟୁ ଲଗାଇଛନ୍ତି ସରକାର।ତେବେ ଓଡ଼ିଶା ସରକାର କୋରୋନା ନିୟମ କୁ କଡା କଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।


ତେବେ ସରକାର ଙ୍କର ଏହି ଗାଇଡ଼ ଲାଇନ ଅନୁସାରେ ରାଜଧାନୀ ରେ ଭିଡ ହେଉଥିବା ସ୍ଥାନ ଗୁଡିକ ଉପରେ ନଜର ରଖିଛନ୍ତି ସରକାର ।କେମିତି ଭିଡ ନ ହୁଏ ସେଥି ପ୍ରତି ଧ୍ୟାନ ଦେଇଛନ୍ତି ସରକାର।ଏହା ଛଡା ମାସ୍କ ଆଉ ସାମାଜିକ ଦୂରତା ଅବଲମ୍ଭନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛନ୍ତି।ଓ ଟ୍ରାଫିକ ନିୟମ କୁ କଡା କଡ଼ି କରାଯାଇଛି।ଓ ମାସ୍କ ଚେକିଂ କୁ ପୁଣି ଥରେ ଜୋର ଦାର କରାଯାଇଛି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ମହାଲିଙ୍ଗ କଲେଜରେ ସେଦିନ ରାତି କାହାଣୀ କହିଲେ JCB ଡ୍ରାଇଭର ପୁଷ୍କର, ଏମିତି କଥା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହେବେ

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ କଳାହାଣ୍ଡି ମହାଲିଙ୍ଗ ସ୍ଥିତ ସନସାଇନ ପବ୍ଲିକ ସ୍କୁଲ ର ଶିକ୍ଷକ ମମିତା ମେହେର …

Leave a Reply

Your email address will not be published. Required fields are marked *