Breaking News

ଏହି ଲୋକପ୍ରିୟ Ollywood ନାୟିକା ମାନଙ୍କ ସ୍ଵାମୀଙ୍କ ବୟସ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ଜାଣିଥିବେ ଓ ଦେଖିଥିବେ ଆମ ଓଲିଉଡ ଜଗତରେ ବହୁତ ସୁନ୍ଦର ପ୍ରତିଭାଶାଳି ନାୟିକା ମାନେ ଅଛନ୍ତି।ତେବେ କଣ ଆପଣ ମାନେ ଜାଣିଛନ୍ତି ଏହି ନାୟିକା ମାନଙ୍କର ବୟସ କେତେ ?ଆଉ ସେମାନଙ୍କ ସ୍ୱାମୀ କିଏ?ଏମିତି ବହୁତ କିଛି ଅଜଣା କଥା ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଆମର ଏହି ଲେଖା ମାଧ୍ୟମରେ।ତାଙ୍କ ସ୍ୱାମୀ ମାନଙ୍କ ବୟସ କେତେ ଆଜି ଆମେ ଏମିତି ବହୁତ କିଛି ଜାଣିବା। ଆଜି ଆମର ଏହି ଲେଖା ମାଧ୍ୟମରେ ଆମେ ସହଜରେ ଆପଣ ମାନଙ୍କୁ ଜଣେଇବୁ ଏହି ନାୟିକା ମାନଙ୍କର ସ୍ୱାମୀ ମାନଙ୍କ ବିଷୟରେ।ତେବେ ଆମେ ଗୋଟିଏ ଛୋଟ ତାଲିକା ତିଆରି କରିଛୁ ଯାହା କି ଆପଣ ମାନଙ୍କୁ ଆମେ ଜଣେଇବୁ।ତେବେ ଡେରି ନ କରି ଆସନ୍ତୁ ଜାଣିବା।


ଆମର ଏହି ତାଲିକାରେ ପ୍ରଥମେ ଆମେ ଜାଣିବା ଫେମସ ଅଭିନେତ୍ରୀ ରଚନା ବାନାର୍ଜୀ ଙ୍କ ବିଷୟରେ।ତେବେ ଆପଣ ମାନେ ରଚନା ଙ୍କୁ ସିଦ୍ଧାନ୍ତ ଙ୍କ ସହିତ ଅଭିନୟ କରିଥିବା ନିଶ୍ଚୟ ଦେଖିଥିବେ।ତେବେ ରଚନା ବାନାର୍ଜୀ 2007 ରେ ବିବାହ କରିଥିଲେ ଓ ତାଙ୍କ ସ୍ୱାମୀ ଙ୍କର ନାମ ହେଉଛି ପ୍ରବାଳ ବାସୁ।ତେବେ ବର୍ତ୍ତମାନ ସମୟରେ ରଚନା ଙ୍କର ବୟସ ହେଉଛି 45 ଓ ତାଙ୍କ ସ୍ୱାମୀ ଙ୍କର ବୟସ ହେଉଛି 50।


ତେବେ ଆମର ଏହି ତାଲିକାରେ ଦ୍ୱିତୀୟ ରେ ଅଛନ୍ତି ବର୍ଷା ପ୍ରିୟଦର୍ଶିନୀ ।ତେବେ ବର୍ଷା 2014 ରେ ଅନୁଭବ ମହାନ୍ତି ଙ୍କୁ ବିବାହ କରିଥିଲେ।ବର୍ତ୍ତମାନ ସମୟରେ ବର୍ଷା ଙ୍କର ବୟସ ହେଉଛି 36 ଓ ଅନୁଭବ ଙ୍କର ବୟସ ହେଉଛି 38।


ତେବେ ତିନି ନମ୍ବର ରେ ଅଛନ୍ତି ଆମର ଫେମସ ଅଭିନେତ୍ରୀ ମାମା ମିଶ୍ର ।ତେବେ ବର୍ତ୍ତମାନ ସମୟରେ ମାମା ମିଶ୍ର ଙ୍କର ବୟସ ହେଉଛି 46 ଓ ତାଙ୍କ ସ୍ୱାମୀ ସିଦ୍ଧାନ୍ତ ମହାପାତ୍ର ଙ୍କର ବୟସ ହେଉଛି 54।

ତେବେ ଆମ ଏହି ଲିଷ୍ଟ ର ଚାରି ନମ୍ବର ରେ ଅଛନ୍ତି ଝିଲିକ ।ଆପଣ ମାନେ ଜାଣିଥିବେ ଝିଲିକ ଖୁବ ସୁନ୍ଦର ଅଭିନୟ କରନ୍ତି ଓ ବହୁତ ଫେମସ ମଧ୍ୟ ହୋଇଛନ୍ତି ।ତେବେ ଝିଲିକ ଙ୍କର ବର୍ତ୍ତମାନ ବୟସ 26 ଓ ସେ 2020 ରେ ବିବାହ କରିଥିଲେ ତାଙ୍କ ସ୍ୱାମୀ ଙ୍କର ନାମ ହେଉଛି ପ୍ରୀତି ରଞ୍ଜନ ଘଡେଇ ଓ ତାଙ୍କ ବୟସ ବର୍ତ୍ତମାନ 47।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଗୁ-ରୁ-ତ-ର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ସଙ୍ଗୀତ ନିର୍ଦ୍ଦେଶକ ଗୁଡୁଲି ରଥ (Goodly Rath)

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଦୁଃଖ ର ଖବର ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ପାଇଁ , …

Leave a Reply

Your email address will not be published. Required fields are marked *