Breaking News

ସିନେମା ଶୁଟିଙ୍ଗ ସେଟ ରେ ସାଥି କଳାକାର ମାନେ ଏମିତି କିଛି ଅର୍ଚିତା (Archita)ଙ୍କ ସହ କରିଲେ, ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ଜାଣିଥିବେ ବନ୍ଧୁ ଗଣ ଅଲିଉଡ୍ ଇଣ୍ଡଷ୍ଟ୍ରି ର ଚୁଲ୍ ବୁଲି ନାୟିକା ଅର୍ଚ୍ଚିତା । ଆପଣ ମାନେ ତାଙ୍କର ଅନେକ ଫିଲ୍ମ୍ ରେ ଜବରଦସ୍ତ ଅଭିନୟ କରିଥିବା ର ଦେଖିଥିବେ । ଅର୍ଚ୍ଚିତା ଙ୍କୁ ଆପଣ ମାନେ ସମସ୍ତେ ଅଭିନୟ କରିଥିବା ର ଦେଖିଛନ୍ତି । କିନ୍ତୁ ଫନୀ ଭିଡିଓ କେବେ ଦେଖି ନଥିବେ ହଁ ବନ୍ଧୁ ଶୋସିଆଲ୍ ମେଡିଆ ରେ ଭାଇରଲ ହୋଇଛି । ହଁ ବନ୍ଧୁ ଆସନ୍ତୁ ଜାଣିବା ଓଲିଉଡ଼ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ଅର୍ଚ୍ଚିତା ଙ୍କ ବିଷୟ ରେ ।

ତେବେ ଆଜି ଆମେ ଜାଣିବା ଚୁଲ ବୁଲି ନାୟିକା ଅର୍ଚ୍ଚିତା ଙ୍କ ର କିଛି ବିଷୟ କିଛି ଅଜଣା କଥା ଏବଂ ସବୁ କିଛି ଖବର ଜାଣିବାକୁ ପାଇବା ସେଥିପାଇଁ ଆପଣ ଆମର ଏହା କୁ ଶେଷ ପର୍ଯ୍ୟନ୍ତ ପଢିବାକୁ ହବ ତ ପୂର୍ବରୁ ଆପଣ ଯଦି ଅର୍ଚ୍ଚିତା ଙ୍କ ବଡ଼ ଫ୍ୟାନ ତାହାଲେ ଆମର ଏହି ପେଜ୍ କୁ ଲାଇକ୍ କରିବେ । ତା ବନ୍ଧୁ ଗଣ ଆପଣ ଙ୍କ ପ୍ରିୟ ଅର୍ଚ୍ଚିତା ଜନ୍ମ ହେଇଥଲେ ୧୯୯0 ମସିହା ଜୁନ୨୯ରେ ଭୁବନେଶ୍ୱର ର ଏକ ମିଡିଲ୍ କ୍ଲାସ୍ ଫାମିଲି ରେ ବର୍ତ୍ତମାନ ତାଙ୍କ ବୟସ ହେଉଛି ୩୦ ବର୍ଷ ।

ଦୁଃଖ ର ଖବର ରେ ପିଲା ଦିନୁ ତାଙ୍କ ବାପା ନାହାନ୍ତି ସେ ଛୋଟ ବେଳୁ ତାଙ୍କ ମା,ଭଉଣୀ ସହିତ ଭୁବନେଶ୍ୱର ରେ ଏହି ଆସୁଛନ୍ତି । ଅର୍ଚ୍ଚିତା ତାଙ୍କର ସ୍କୁଲ ପାଠପଢ଼ା ଡି ଏମ୍ ସ୍କୁଲ ଶେଷ କରିଥିଲେ ଏବଂ କୀଟ ରେ +୩ ରେ ବି. ଟେକ୍ ସମ୍ପୂର୍ଣ କରିଛନ୍ତି । ଆପଣ ମାନେ ଜାଣିଛନ୍ତି କି ଅର୍ଚ୍ଚିତା ହେଉଛନ୍ତି ଜଣେ ଭଲ ଓଡିଶୀ ଡ଼ାନ୍ସର୍ ସେ ଛଅ ବର୍ଷ ବୟସ ରେ ଓଡ଼ିଶୀ ନୃତ୍ୟ କରିବାକୁ ଆରମ୍ଭ କରି ଥିଲେ । ଅର୍ଚ୍ଚିତା ଛୋଟ ବେଳୁ ଅଭିନୟ କରିବାକୁ ବହୁତ୍ ପଶନ୍ଦ କରୁଥିଲେ ଏବଂ ସେ ଓଡ଼ିଆ ଚଳଚ୍ଚିତ୍ର ୨୦୦୫ ରେ ପାଦ ଦେଇଥିଲେ ।

ଅର୍ଚ୍ଚିତା ଙ୍କ ପ୍ରଥମ ଫିଲ୍ମ୍ ଥିଲା ଓଃ ମାଇଁ ଲଭ୍ ଏହି ଫିଲ୍ମ୍ ରେ ଜବରଦସ୍ତ ଅଭିନୟ ଲୋକ ମାନେ ପସନ୍ଦ କରୁଥିଲେ ଏହି ଫିଲ୍ମ୍ ଟି ମଧ୍ୟ ସୁପର ହିଟ୍ ହୋଇଥିଲା ଏବଂ ସେ ଲୋକ ପ୍ରିୟ ହୋଇ ପାରିଥିଲେ । ୨୦୧୩ରେ କୋଲକାତା ରେ ମିସ୍ ଇଣ୍ଡିଆ ର ଫାଷ୍ଟ ରଣରଥିଲେ ଏବଂ ସେଥି ସେ ପାଇଥିଲେ ବେଷ୍ଟ ଟ୍ୟାଲେଣ୍ଟ ଅବ ବେଷ୍ଟ୍ ହେୟାର ଷ୍ଟାଇଲିସ୍ ର ଆୱାର୍ଡ଼ । ଅର୍ଚ୍ଚିତା ଅନେକ ଫିଲ୍ମ୍ କରିଛନ୍ତି। ଏବଂ ସେ ସବ୍ୟ ସଚ୍ଚି ଙ୍କ ସହ ବହୁ ଫିଲ୍ମ୍ କରିଛନ୍ତି ଯେମିତି କି କେଉଁ ଦୁନିଆରୁ ଆସିଲ ବନ୍ଧୁ, ସ୍ମାଇଲ ପ୍ଲିଜ୍ ପରି ସୁପର ଫିଲ୍ମ ଆଉ ଏହି ଦୁଇ ଜଣ ଙ୍କୁ ପସନ୍ଦ କରିଥାନ୍ତି ଲୋକ ମାନେ । ସେ ଆମ ମାନ ଙ୍କୁ ଅନେକ ହିଟ୍ ଫିଲ୍ମ୍ ଦର୍ଶକ ଙ୍କ ମାନ ଙ୍କୁ ଦେଇ ଚାଲିଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମଥର ପାଇଁ ଦେଖନ୍ତୁ Ollywood ସିଙ୍ଗର ନମିତା ଅଗ୍ରୱାଲ (Namita Agrawal) ଙ୍କ ୨ ପୁଅଙ୍କୁ, ଆଗରୁ ଦେଖି ନଥିବେ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଗାୟିକା ମାନ ଙ୍କୁ ବେସ ଭଲ …

Leave a Reply

Your email address will not be published. Required fields are marked *