Breaking News

ଆସନ୍ତା କାଲି ଫୁଣି ଭାରତ ବନ୍ଦ, ଦେଖନ୍ତୁ କଣ ଖୋଲା ରହିବ କଣ ବନ୍ଦ ରହିବ, ଅନ୍ୟମାନଙ୍କୁ ସେୟାର କରି ଜଣାନ୍ତୁ

୨୬ ତାରିଖ ରେ ଭାରତ ବନ୍ଦ । ହଁ ବନ୍ଧୁ ଆସନ୍ତା ୨୬ ତାରିଖ ରେ ଭାରତ ବନ୍ଦ ଡାକରା । ଏଥର ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ବା ସିଏଆଇଟି ଭାରତ ବନ୍ଦ ଡାକରା ଦେଇଛନ୍ତି। ବନ୍ଧୁ ଗଣ ସିଏଆଇଟି ସୂଚନା ଦେଇଛି କି ଏହି ଭାରତ ବନ୍ଦ କୁ ଦେଶ ର ୪୦୦୦୦ ରୁ ଅଧିକ ବ୍ୟବସାୟୀ ସଂସ୍ଥା ସମର୍ଥନ ଜଣାଇଛନ୍ତି। ଭାରତ ହବା ର କାରଣ ଗୋଲ୍ ମାଳିଆ ଜିଏସଟି ବ୍ୟବସ୍ଥା ଓ ଜିଏସଟି ର ଅଧିକାରୀଙ୍କ ଏକଚଟିଆ ମନୋଭାବ କୁ ବିରୋଧ କରି ଏହି ବନ୍ଦ ଡାକରା ଘୋଷଣା ହେଇଛି ।

ସଂଘ୍ ପକ୍ଷ ରୁ କୁହାଯାଇଛି ଯେ ସମଗ୍ର ଦେଶ ରେ ଥିବା ସିଏଆଇଟି ପ୍ରତିନିଧି ମାନେ ଭାରତ ବନ୍ଦ କୁ ସଫଳ କରିବାକୁ ସୂଚୀ ପ୍ରସ୍ତୁତ କରୁଛନ୍ତି । ସିଏଆଇଟି ମହାସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି କି ଏହି ଭାରତ ବନ୍ଦ କୁ ସଫଳ କରିବା ଟିକସ ପେଶାଦାର ମାନଙ୍କର ଜାତୀୟ ଏବଂ ରାଜ୍ୟ ସ୍ତରୀୟ ସଂଗଠନ ଯଥା, ଚାଟାର୍ଡ ଆକାଉଣ୍ଟ , ଟିକସ ଉପଡେ଼ଷ୍ଟା , କମ୍ପାନୀ ସେକ୍ରେଟରୀ, କ୍ଷୁଦ୍ର ଉଦ୍ୟୋଗ, ପେଟ୍ରୋଲ ପମ୍ପ, ଖାଉଟି,ହକର୍,ଖାଦ୍ୟ ପ୍ରକ୍ରିୟାକରଣ, ମୋବାଇଲ ଶିଳ୍ପ ଏବଂ ବିଭିନ୍ନ ସେବା ପ୍ରଦାନକାରୀ ଙ୍କ ନିକଟ ରେ ଆମେ ପହଁଚିବୁ ।

ଅନ୍ୟ ପଟେ ଏହି ବନ୍ଦ ବେଳେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିବ । କିନ୍ତୁ ଅତି ଆବଶ୍ୟକ ସେବା ଚାଲୁ ରହିବ । ଏହା ସହ ଭାରତ ବନ୍ଦ ଡାକରା ରେ ସାମିଲ୍ ହେବାକୁ ଅନଲାଇନ୍ ବିକ୍ରେତା ଓ ଅର୍ଥନୀତି ସହ ଜଡ଼ିତ ସମସ୍ତ ସଂଗଠନ ଗୁଡ଼ିକ ଆହ୍ବାନ ଦିଆ ଯାଇଥିବା ପ୍ରବୀଣ କହିଛନ୍ତି ।ଆପଣ ମାନେ ଜାଣିଥିବେ ବନ୍ଧୁ ଗଣ କି ଚାଷୀ ଆନ୍ଦୋଳନ ଓ ତେଲ ଦର ବୃଦ୍ଧି ନେଇ ଗତ ୩ ମାସ ମଧ୍ୟ ରେ ଅନେକ ଥର ବନ୍ଦ ପାଳନ ହୋଇ ସାରିଲାଣି ।

ଗତ କାଲି କୃଷକ ସଂଗଠନ ମାନେ ବି ରେଳ ରୋକ୍ କରିଥିଲେ । ଏହା ପରେ ପୁଣି ଥରେ ଭାରତୀୟ ବ୍ୟବସାୟ ସଂଗଠନ ମାନେ ମିଶି ବନ୍ଦ ଡାକରା କରିଛନ୍ତି । ଦେଶ ର ଜନସାଧାରଣ ଉପରେ କୁ ପ୍ରଭାବ ପକାଉଥିବ ର ଦେଖିବାକୁ ମିଳିଛି । ଗତ ୨୬ ତାରିଖ ରେ ଭାରତ ବନ୍ଦ କେବଳ ଜରୁରୀ କାଳୀନ ସେବା କୁ ଛାଡ଼ିଦେଲେ ଆଉ ସମସ୍ତ ବ୍ୟବସାୟ ବନ୍ଦ ରହିବ । କୃଷକ ମାନେ ଅନେକ ଥର ଭାରତ ବନ୍ଦ କରିଥିବା ସମୟ ରେ ଏଥର ବ୍ୟବସାୟିକ ବନ୍ଦ ଡାକରା କରିବେ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଙ୍କ ସ୍ୱାସ୍ଥ୍ୟଅବସ୍ଥା ଗୁରୁତ୍ଵର, ଏମ୍ସରେ ଭର୍ତ୍ତି ହେଲେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସାମୀ ର ବଡ ଖବର ଯେ ମନମୋହନ ସିଂ ବର୍ତ୍ତମାନ ସମୟ ରେ ଅସୁସ୍ଥ ଅବସ୍ଥା …

Leave a Reply

Your email address will not be published. Required fields are marked *