Breaking News

ଭିଡିଓ ଦେଖନ୍ତୁ – ବାବୁସାନ (Babushaan Mohanty) ଏମିତି କାମ କରିଲେ ଦେଖିଲେ ଆଖିରୁ ଲୁହ ଝରିଯିବ

ଆପଣ ମାନେ ଜାଣିଥିବେ ବନ୍ଧୁ ଗଣ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଜଣା ଶୁଣା ଅଭିନେତା ବାବୁଶାନ୍ ମହାନ୍ତି। ହଁ ବନ୍ଧୁ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଜଣେ ସୁପର ଷ୍ଟାର୍ ସେ ଅନେକ ଫିଲ୍ମ୍ କରିଛନ୍ତି । ଏବଂ ସମସ୍ତ ଫିଲ୍ମ୍ ସୁପର ହିଟ୍ ହୋଇଛି ।ଆପଣ ମାନେ ଜାଣିଛନ୍ତି କି ବାବୁଶାନ୍ ଅଭିନୟ କରୁଥିଲେ ମଧ୍ୟ ସେ ରିଏଲ ହିରୋ କାମ କରିଛନ୍ତି । ଯାହାକି ବର୍ତମାନ ସମୟ ରେ ତାହା ସୋସିଆଲ ମିଡିଆରେ ଭାଇରଲ ହବା ରେ ଲାଗିଛି । ହଁ ବନ୍ଧୁ ବାବୁଶାନ୍ ତାଙ୍କ ଫ୍ୟାନ କୁ ଭେଟିବା ପାଇଁ ହସ୍ପିଟାଲ୍ ଯାଇଥିଲେ ।

ହସ୍ପିଟାଲ୍ ରେ ବାବୁଶାନ୍ ଙ୍କ ଫ୍ୟାନ ଜଣେ ୧୪ ବର୍ଷ ର କିଶୋର ଯାହର ନାମ୍ ଚିନ୍ତୁ ସେ ଢେଙ୍କାନାଳ ଜିଲ୍ଲା ର କାମାକ୍ଷା ନଗର ଅଞ୍ଚଳ ର ଅଟନ୍ତି। ଯେ କି ଛାତ ଉପରେ ବୁଲୁଥିବା ସମୟ ରେ ବିଦ୍ୟୁତ୍ ସ୍ପର୍ଶ ରେ ଆସି ତାଙ୍କର ଦୁଇ ହାତ,ଗୋଡ଼ ନଷ୍ଟ ହୋଇଯାଇଥିଲା । କଟକ ବଡ଼ ମେଡିକାଲ୍ ସର୍ଜରୀ ବିଭାଗ ରେ ଚିଣ୍ଟୁ ଙ୍କ ର ସର୍ଜରୀ ସମୟ ରେ ସେ ବାବୁଶାନ୍ କୁ ଦେଖିବାକୁ ଚାହୁଁ ଥିଲେ ଏହା ଜାଣିବା ପରେ ବାବୁଶାନ୍ ନିଜେ ଯାଇ ଦେଖା କରିଛନ୍ତି ଫ୍ୟାନ ଙ୍କୁ ଏଥି ସହିତ ତାଙ୍କୁ ମଧ୍ୟ ସହାୟତ କରିଛନ୍ତି ।

ଏହି ସବୁ ଫଟୋ ସେ ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି । ଏହି ଫଟୋ ପୋଷ୍ଟ କରିବା ସହ ଲେଖିଛନ୍ତି ଯେ ମୀଟ ମାଇଁ ନ୍ୟୁ ଫ୍ରେଣ୍ଡ୍ ଚିଂତୁ ମାଇଁ ପ୍ରୟେର ଆଣ୍ଡ ଲଭ ଫର ହିମ । ବାବୁଶାନ୍ ଏମିତି ଏକ କାର୍ଯ୍ୟ କୁ ସମସ୍ତେ ପ୍ରଶଂସା କରିଛନ୍ତି ଏବଂ ସୋସିଆଲ ମିଡିଆରେ ଏହି ଫଟୋ ଭାଇରଲ ହବା କୁ ଲାଗିଛି । ଖାଲି ସେତିକି ନୁହଁ ବନ୍ଧୁ ସେ ତାଙ୍କ ଫୋନ ରେ ଫଟୋ ଉଠାଇବା ସହିତ । ତାଙ୍କ ମୋବାଇଲ ନମ୍ବର ମଧ୍ୟ ଦେଇଛନ୍ତି ତାଙ୍କ ଫ୍ୟାନ କୁ କଥା ହବା ପାଇଁ । ମେଡିକାଲ୍ ବେଡ଼ ରେ ଶୋଇଥିବା ଫ୍ୟାନ ଙ୍କ ସହ ସ୍ନେହ ଆନନ୍ଦ ରେ କଥା ହେଲେ ବାବୁଶାନ୍ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *