ଦର୍ଶକବନ୍ଧୁ ଏବେ ଏବେ ଆସିଲା ବଡ଼ ଖବର ଟଙ୍କା ଲୋଭ ପର ପୁରୁଷ ଲୋଭରେ ବନ୍ଧା ହୋଇ ସୁନାର ସଂସାର ଉଜାଡି ଦେଲେ ଏହି ମହିଳା ପରିବାରର ଭବିଷ୍ୟତ ପାଇଁ ସ୍ୱାମୀ ଜମି ବିକି ଦେଇଥିଲେ ସେସବୁ ଟଙ୍କା ନେଇ ଫେରାର ହୋଇ ଯାଇଛି ସ୍ତ୍ରୀ ଏହି ଭଳି ଅଭାବନୀୟ ଘଟଣା ବିହାରର ପାଟଣା ଅଞ୍ଚଳରେ ଦେଖିବାକୁ ମିଳିଛି |
ତେବେ ବନ୍ଧୁଗଣ ଖବର ଅନୁଯାଇ ବିହାର ପାଟଣା ଗାଁ ରେ ରହୁଥିଲେ ବ୍ରଜ କିଶୋର ଙ୍କ ସହିତ 14 ବର୍ଷ ତଳେ ବାଘର ହୋଇଥିଲା ବ୍ରଜ କିଶୋର ଗାଁ ଚାଷ ବାସ କରନ୍ତି | ସେଠାରେ ସେ ଭଡା ଘର ନେଇ ରହୁଥିଲେ ତେବେ ଅଧିକ ଆୟ ହେବା ପାଇଁ ବ୍ରଜ କିଶୋର ସ୍ତ୍ରୀ ପିଲାଙ୍କୁ ଘରେ ଛାଡି ଗୁଜୁରାଟ ପଳେଇ ଆସିଥିଲେ ସେଠାରେ ସେ ଟଙ୍କା ରୋଜଗାର କରି ଘରକୁ ପଠାଉ ଥିଲେ |
ସେ ଟଙ୍କାରେ ଘର ଖର୍ଚ୍ଚ ହେଉଥିଲା | ତେବେ ଏହି ସମୟ ମଧ୍ୟରେ ସ୍ତ୍ରୀ ଘରେ ରହୁଥିଲା ବେଳେ ବାହାର କୌଣସି ଯୁବକଙ୍କ ସହିତ ପ୍ରେମ ଓ ସମ୍ପର୍କ ଘଡି ଉଠିଥିଲା | ଏହି ସବୁ ବିଷୟରେ ବାହାରେ ରହୁଥିବା ସ୍ୱାମୀ ଗାଁରେ ଥିବା ସବୁ ସମ୍ପତି ବିକି ପ୍ରାୟ 39 ଲକ୍ଷେ ଟଙ୍କା ସ୍ତ୍ରୀ ବ୍ୟାଙ୍କ ଖାତାରେ ରଖିଥିଲା |
ତେବେ ସେ ଗୁଜୁରାଟ ରୁ ଘରକୁ ଆସିବା ପରେ ତାଙ୍କ ସ୍ତ୍ରୀ ପର ପୁରୁଷ ସହିତ ଫେରାର ହୋଇଯିବାର ଶୁଣିଲେ | ବ୍ରଜ କିଶୋର ବହୁ କଷ୍ଟରେ ବ୍ରଜ ପୁଅକୁ ଫେରି ପାଇଲେ ତେଣୁ ଏହି ସୁଦ୍ଧା ସ୍ତ୍ରୀ ଓ ଝିଅ କୌଣସି ପତା ମିଳିନାହିଁ ଏହି ବିଷୟରେ ପୋଲିସି ପାଖରେ ଏତଲା ଦିଆଯାଇଛି |
ପ୍ରଭାବଟି 11 ଟଙ୍କା ଛାଡି ବାକି 39 ଲକ୍ଷ ଟଙ୍କା ନେଇ ଫେରାର ହୋଇ ଯାଇଥିବାର ଜଣା ପଡିଛି | ତେବେ ଦର୍ଶକବନ୍ଧୁ ସୋସିଆଲ ମିଡିଆରେ ଆମେ ଏଭଳି ବହୁତ ସାରା ନ୍ୟୁଜ ପ୍ରତିଦିନ ପଢ଼ନ୍ତି ବା ଦେଖନ୍ତି ତେବେ ବନ୍ଧୁଗଣ ଏହାକୁ ନେଇ ଆପଣଙ୍କର କଣ ମତାମତ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |
Check Also
ପ୍ରେମ କରୁଥିବା ସମୟରେ ଧରା ପଡିଲେ ପ୍ରେମୀ ଯୁଗଳ, ଗାଁ ଲୋକ ତାଙ୍କ ସହ ଏପରି କଲେ ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ…
ନମସ୍କାର ବନ୍ଧୁଗଣ ପ୍ରେମ କରିବା ସମୟରେ ଧରି ନେଲେ ଗାଁ ଲୋକେ। ସାମ୍ନାକୁ ଆସିଛି ଏପରି ଏକ ଭିଡିଓ ଯାହା …