ଆପଣ ମାନେ ଜାଣିଥିବେ ଓଡ଼ିଆ ସିରିଏଲ୍ ତାରା ତାରେଣୀ ରେ ଆକଟିଂ କରୁଥିବା ଲିପି ଙ୍କ ର ସରିଲା ହଳଦୀ ବେଶ । ଆଉ ଦୁଇ ଦିନ ପରେ ହେବା ବାହାଘର ତେବେ ତାରେଣୀ କାହାକୁ ବିବାହ କରିବେ ଏବଂ ସେ ପୁଅ କିଏ ଆସନ୍ତୁ ଜାଣିବା ।ହଁ ବନ୍ଧୁ ତାରା ତାରେଣୀ ରେ ଆକ୍ଟୀଙ୍ଗ କରୁଥିବା ଲିପି ଙ୍କ ହଳଦୀ ବେଶ ସରିଯାଇଛି ଆଉ ଦୁଇ ଦିନ ପରେ ହେବ ବାହାଘର । ହଁ ତାରା ତାରେଣୀ ରେ ଅଭିନୟ କରୁଥିବା ଲିପି ରୁପମ୍ ଙ୍କ ସହ ନାଚିବ ସହିତ ହଳଦୀ ବେଶ ଶେଷ ହୋଇଛି ।
ଓଡ଼ିଆ ମେଘା ଧାରାବାହିକ ସିରିଆଲ୍ ତାରା ତାରେଣୀ ରେ ।ଏହି ଧାରାବାହିକ ରେ ଲିପି ଏବଂ ରୁପମ୍ ପୁଣି ଥରେ ଏକ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି ଏ ନେଇ ହଳଦୀ ରେଶମ କାର୍ଯ୍ୟ ସୁଟିଂ ସେଟ୍ ରେ ସୁଟିଂ ହୋଇଥିଲା ।ରୂପ ଏବଂ ଲିପି ଭରପୁର ଆନନ୍ଦ ନବା ସହ ସୋସିଆଲ ମିଡିଆରେ ଫଟୋ ଛାଡ଼ିବା ସହିତ ଗୀତ ମଧ୍ୟ ହଳଦୀ ରେଶମ ରେ ନାଚିଥିଲେ ଲୋକମାନେ ମଧ୍ୟ ନାଚ କୁ ପସନ୍ଦ କରିବା ସହିତ ଧାରାବାହିକ କୁ ଖୁବ୍ ପସନ୍ଦ କରିଥିଲେ ଏବଂ ସେହି ଏପିଶୋଡ ଙ୍କ ଖୁବ୍ ପଶନ୍ଦ କରିଥିଲେ ତେବେ ଆଉ ଦୁଇ ଦିନ ମଧ୍ୟ ରେ ତାରେଣୀ ଏବଂ ରୁପମ ହାତ କୁ ଦିହାତ ହବାକୁ ଯାଉଛନ୍ତି ତାରା ତାରେଣୀ ଧାରାବାହିକ ରେ ।
ଦୁଇ ଜଣ ଯାକ ବିବାହ କରି ପୁଣି ଥରେ ନୂଆ କରି ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି ଲୋକ ମାନେ ତାରା ତାରେଣୀ ଧାରାବାହିକ କୁ ଯେତିକି ପସନ୍ଦ କରୁଥିଲେ ଆଗକୁ ମଧ୍ୟ ଇନ୍ତ୍ରେଷ୍ଟ୍ ଏପିଶୋଡ୍ ଆସିବ ଲୋକ ମାନେ ଯେତିକି ପସନ୍ଦ କରୁଥିଲେ ସେତିକି ପସନ୍ଦ କରିବ ବୋଲି ଆଶା ରଖିଛନ୍ତି ପ୍ରଡକ୍ସନ ସଂସ୍ଥା ।
ତେବେ ତାରା ତାରେଣୀ ରେ ଲିପି ଙ୍କ ଆକ୍ଟିଂ ତାରା ତାରେଣୀ କେମିତି ଲାଗୁଚି ବନ୍ଧୁ ଏବଂ ତାରା ତାରେଣୀ ଧାରାବାହିକ ଆପଣ ଙ୍କୁ କେମିତି ଲାଗିଲା କମେଣ୍ଟ ବସ୍କ୍ ରେ ମତାମତ ଦେବା ସହିତ ଯଦି ତାରା ତାରେଣୀ ଧାରାବାହିକ ର ଜଣେ ଫ୍ୟାନ ଅଟନ୍ତି ତାହାଲେ ଗୋଟେ ଲାଇକ ଦେବେ ।ଲିପି ଏବଂ ରୁପମ ଙ୍କ ଯୋଡ଼ି କେମିତି ଲାଗୁଛି ଆମକୁ କମେଣ୍ଟ୍ ବସ୍କ ରେ ଜାଣନ୍ତୁ ।
`
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ