Breaking News

ଭିଡିଓ ଦେଖନ୍ତୁ – ସିଦ୍ଧାନ୍ତ ଓ ରଚନା ( Sidhant Rachana ) ଏକାଠି ଚିଲିକା ହ୍ରଦକୁ ବୁଲିବାକୁ ଗଲେ !

ଆପଣ ମାନେ ଜାଣିଥିବେ ବନ୍ଧୁ ଗଣ ଅଲିଉଡ ଇଣ୍ଡଷ୍ଟ୍ରି ର ଜଣେ ଜଣା ଶୁଣା ଅଭିନେତ୍ରୀ ରଚନା ବାନାର୍ଜୀ। ହଁ ବନ୍ଧୁ ବର୍ତମାନ ସମୟରେ ରଚନା ବାନାର୍ଜୀ ଙ୍କ ଭିଡିଓ ଭାଇରଲ ହବା କୁ ଲାଗିଛି । ହଁ ବନ୍ଧୁ ରଚନା ବାନାର୍ଜୀ ଓଡ଼ିଶା ସୁନ୍ଦରବନ କୁ ବୁଲି ଆସିଛନ୍ତି । ଆପଣ ମାନେ ଜାଣିଥିବେ ସୁନ୍ଦରବନ ହେଉଛି ବାଘ ମାନ ଙ୍କ ଅଭୟାରଣ୍ୟ । ସୋସିଆଲ ମିଡିଆରେ ରେ ଯାହା ଚର୍ଚ୍ଚା ବିଷୟ ପାଲଟିଛି ଯେ ରଚନା କାହା ସହିତ ବୁଲିବାକୁ ଆସିଛନ୍ତି ନ ସେ ଏକୁଟିଆ ସୁନ୍ଦର୍ ବନ କୁ ବୁଲିବାକୁ ଆସିଛନ୍ତି ନା ତାଙ୍କ ସହିତ କେଉଁ ମାନେ ବୁଲିବାକୁ କୁ ଯାଇଛନ୍ତି ।

ଆପଣ ମାନେ ନିଶ୍ଚିନ୍ତ ଜାଣିଥିବେ ଯେ ସୋସିଆଲ ମିଡ଼ିଆ ରେ ଅଧିକାଂଶ ଚର୍ଚ୍ଚା ର ବିଷୟ ପାଲଟି ଥାଏ ଯେ ସିଦ୍ଧାନ୍ତ ଏବଂ ରଚନା ଯୋଡ଼ି କୁ ନେଇ ଓଲିଉଡ ଚଳଚ୍ଚିତ୍ର ଜଗତ ରେ ସିଦ୍ଧାନ୍ତ ଏବଂ ରଚନା ଙ୍କ ଯୋଡ଼ି କୁ ଦର୍ଶକ ମାନେ ବହୁତ୍ ପଶନ୍ଦ କରିଥାନ୍ତି । ପ୍ରତ୍ୟେକ ସମୟ ରେ ସିଦ୍ଧାନ୍ତ ଏବଂ ରଚନା ଙ୍କୁ ଗୋଟେ ଚଳଚ୍ଚିତ୍ର ରେ ପୂର୍ବ ଭଳି ଏକାଠି ଦେଖିବାକୁ ଦର୍ଶକ ମାନେ ଆଜି ପି ମଧ୍ୟ ଚାହିଁ ରହିଛନ୍ତି ।

କିନ୍ତୁ ବର୍ତମାନ ସମୟ ରେ ଏପଟେ ଦେଖିଲେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ର ବିଷୟ ପାଲଟିଛି ଯେ ରଚନା ଙ୍କ ସୁନ୍ଦରବନ କୁ ତେବେ ରଚନା ଏହି ଟୁର୍ ରେ କେମିତି ମଜା ମସ୍ତି କରୁଛନ୍ତି । ତାହା ଜାଣିବାକୁ ପାଇବେ ଆମର ଏହି ପେଜ୍ ରେ ଯଦି ଆପଣ ରଚନା ବାନାର୍ଜୀ ଙ୍କ ର ଜଣେ ବଡ଼ ଫ୍ୟାନ ତାହାଲେ ଆପଣ ଆମର ଏହି ପଗେ ଲାଇକ କରିବାକୁ ଭୁଲିବେ ନାହିଁ ।

ରଚନା ତାଙ୍କର ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମ ଜରିଆ ରେ କିଛି ଦିନ ହବ ତାଙ୍କର ଫଟୋ ସେୟାର କରିଛନ୍ତି କି ଯେଉଁଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ରଚନା ବାନାର୍ଜୀ ସୁନ୍ଦରବନ ବୁଲିବାକୁ ଯାଇଛନ୍ତି ଓ ବୁଲିବା ସମୟ ର ଫଟୋ ଏବଂ ଭିଡିଓ ରଚନା ନିଜେ ତାଙ୍କର ସୋସିଆଲ ଆକାଉଣ୍ଟ୍ ଇନଷ୍ଟାଗ୍ରାମ ରେ ସେୟାର କରିଛନ୍ତି ଏବଂ ଏଥିରୁ ଜଣା ପଡ଼ୁଚି ଯେ ରଚନା ଏକୁଟିଆ ବୁଲି ବାକୁ ଆସିନାହାନ୍ତି ତାଙ୍କ ସହିତ ତାଙ୍କ ପରିବାର ର ସଦସ୍ୟ ମାନେ ଏକାଠି ଅଛନ୍ତି ।

ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ | ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ |

About admin

Check Also

ପୋଷ୍ଟ ଅଫିସର ଏହି ଦମଦାର ସ୍କିମରେ ୧୫୦ ଟଙ୍କା ଆପଣଙ୍କୁ କରି ଦେବ ଲକ୍ଷପତି, କେମିତି କଣ କରିବେ ଜାଣନ୍ତୁ

ଦର୍ଶକ ବନ୍ଧୁ ମାତ୍ର 150 ଟଙ୍କା ରଖନ୍ତୁ ମିଳିବ 15 ଲକ୍ଷ , ହଁ ବନ୍ଧୁ ଆପଣ ଙ୍କୁ ଆଶ୍ଚର୍ଯ୍ୟ …

Leave a Reply

Your email address will not be published. Required fields are marked *