Breaking News

ଫୁଣି ଆଉ ଜଣେ ଲୋକପ୍ରିୟ Bollywood ଅଭିନେତା ଆରପାରିକୁ ଚାଲିଗଲେ

ପୁଣି ଏକ ଦୁଃ  -ଖ ଦାୟକ୍ଯ -ନ୍ତ୍ରଣାଭଳି ଖବର । ହଁ ବନ୍ଧୁ ପୁଣି ଚାଲିଗଲା ଜଣେ ବଡ଼ ଅଭିନେତା ଙ୍କ ଜୀବନ । ମାତ୍ର ସେ ଅଳପ ଫିଲ୍ମ୍ ରେ ଅଭିନୟ କରି ଲୋକପ୍ରିୟ ହାସଲ କରିପାରିଥିଲେ । ଆପଣ ମାନେ ଜାଣିଥିବେ ବଲିଉଡ୍ ଚଳଚ୍ଚିତ୍ର ର ଜଣେ ଜଣା ଶୁଣା ଅଭିନେତା । ଆପଣ ଦେଖିଥିବେ ଏମ୍ ଏସ ଧୋନି ବା ସୁଶାନ୍ତ ସିଂ ରାଜପୁତ ଙ୍କ ର କୋ ଆକ୍ଟର ଭାବେ ଅଭିନୟ କରୁଥିବା ଅଭିନେତା ଆଉ ଏଇ ଦୁନିଆ ରେ ନାହାଁନ୍ତି । ଆପଣ ମାନଙ୍କୁ ଏ କଥା ଶୁଣି କି ଝଟକା ଲାଗିପାରେ କାରଣ ଏତେ କମ ବୟସ ରୁମୃ -ତ୍ୟୁବରଣ କରିଛନ୍ତି ସ -ନ୍ଦିପ ନେହେରା।

ସୂଚନା ଅନୁଯାୟୀ ସେସୁ- ସାଇ -ଟ୍କରିଛନ୍ତି ଏମିତି ଏକ ଖବର ଗତ କାଲି ସନ୍ଧ୍ୟା ରେ ଶୁଣିବାକୁ ମିଳିଥିଲା ଯେ ସନ୍ଦିପ ନେହେରା ନିଜେଆତ୍ମ ହ  କରିଛନ୍ତି । ସନ୍ଦିପ ନେହେରାସୁସା  -ଇଟଆଗରୁ କହି ଯାଇଥିଲେ ଯେ ତାଙ୍କ ସ୍ତ୍ରୀ ଏବଂ ଶାଶୁ ତାଙ୍କୁମେ -ଣ୍ଟାଲ ଟ -ର୍ଚରକରୁଥିଲେ ଏବଂ ସେ ତାଙ୍କ ନା ରେ ଥାନା ରେ ଅଭିଯୋଗ କରିଥିଲେ । ବନ୍ଧୁ ଗଣ ଆପଣ ମାନେ ଯେମିତି ଜାଣନ୍ତି ଯେ ସ -ନ୍ଦିପ ନେହେରା ଜଣେ ଭଲ ଅକ୍ଟ୍ରେର ।

ଏମ ଏସ ଧୋନି ଏବଂ କେଶରୀ ରେ ତାଙ୍କର ଜବରଦସ୍ତ ଆକ୍ଟିଙ୍ଗି କରି ଦର୍ଶକ ଙ୍କ ମନ କିଣିଥିଲେ ଏବଂ ଲୋକପ୍ରିୟ ହୋଇଥିଲେ ଏବଂ ଏଥିରୁ ଜଣ ପଡେ ଯେ ସେ କେତେ ଭଲ ଆକ୍ଟର ଥିଲେ । ଏହି ଦୁଇ ଟି ସୁପର ହିଟ୍ ଫିଲ୍ମ୍ ରେ ଜବରଦସ୍ତ ଅଭିନୟ କରିଥିଲେ । ଏଥି ସହିତ ସେ ବଲିଉଡ ର ହର୍ତିଂ ହେଉ ବା ୱେବ୍ ସୀରିଜ୍ ରେ ସେ ତାଙ୍କର ଅଭିନୟ ଛାପ ଛାଡିଯାଇଛନ୍ତି । ବନ୍ଧୁ ଗଣ ସ୍ତ୍ରୀ ଙ୍କଅତ୍ୟା -ଚରଏବଂ ଶାଶୁ ଙ୍କଅ -ତ୍ୟା -ଚରସହି ନପାରି ଶେଷ ରେସୁ -ସା  ଆଇଟିକରିଛନ୍ତି ବୋଲି ଜଣାଯାଇଛି ।

ଏହା ଛଡ଼ା ତାଙ୍କ ମୃ -ତ୍ୟୁପୂର୍ବ ରୁ ସେ ଏକ ଭିଡିଓ କରିଥିଲେ ଯେ ତାଙ୍କ ମୃ -ତ୍ୟୁପାଇଁ କାରଣ ତାଙ୍କ ଶାଶୁ ଏବଂ ତାଙ୍କ ସ୍ତ୍ରୀମେ -ଣ୍ଟାଲ ଟ -ର୍ଚରକରୁଥିଲେ ବୋଲି ଏଥିପାଇଁ ସେ ଗତ କାଲିସ୍ଵି -ସା -ଇଟ୍କରିଛନ୍ତି ସେ ଆମ ମାନ ଙ୍କୁ ସବୁଦିନ ପାଇଁ ଛାଡ଼ି ଚାଲି ଯାଇଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମଥର ପାଇଁ ଦେଖନ୍ତୁ Ollywood ସିଙ୍ଗର ନମିତା ଅଗ୍ରୱାଲ (Namita Agrawal) ଙ୍କ ୨ ପୁଅଙ୍କୁ, ଆଗରୁ ଦେଖି ନଥିବେ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଗାୟିକା ମାନ ଙ୍କୁ ବେସ ଭଲ …

Leave a Reply

Your email address will not be published. Required fields are marked *