Breaking News

ଝିଅଟି ରାହୁଲ ଗାନ୍ଧିଙ୍କ ପାଖକୁ ଯାଇ କାନ୍ଦି ବାକୁ ଲାଗିଲା ତାପରେ ରାହୁଲେ ଝିଅଟିକୁ ଆଲି ଙ୍ଗନ କରିଲେ, ଏବେ ଭିଡିଓ ଭାଇରାଲ

ଆପଣମାନେ ଜାଣିଥିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ।ହଁ ବନ୍ଧୁ ପୂର୍ବତନ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧି । ରାହୁଲ ଗାନ୍ଧି ପୁଡୁଚେରୀ ଗସ୍ତ ରେ ଯାଇଥିଲେ । ଯେଉଁଠାରେ ସେ ମତ୍ସ୍ୟଜୀବି ଓ କୃଷକ ଙ୍କ ସହ କଥାବାର୍ତ୍ତା ହୋଇଥିଲେ ଏବଂ କେନ୍ଦ୍ର ସରକାର ଙ୍କୁ ଟାର୍ଗେଟ୍ କରିଥିଲେ। ରାହୁଲ ଏକ ସରକାରୀ ମହିଳା ମହାବିଦ୍ୟାଳୟ ର ବାଳିକା ଛାତ୍ର ଙ୍କ ସହ କଥା ବାର୍ତ୍ତା ହେଇଥିଲେ । ଯେଉଁ ଠାରେ ରାହୁଲ ଗାନ୍ଧି ଙ୍କ ଅଟୋଗ୍ରାଫ୍ ନେବା ବେଳେ ଜଣେ ବାଳିକା କାନ୍ଦି ପକାଇଥିଲେ । ଯାହା ଫଳରେ କି ରାହୁଲ ଗାନ୍ଧୀ ତାଙ୍କୁ ଆଲି -ଙ୍ଗନକରିଥିଲେ ଏବଂ ଶାନ୍ତ କରିଥିଲେ। ପୁଡୁଚେରୀ ରାହୁଲ ଗାନ୍ଧୀ ଛାତ୍ର ମାନଙ୍କ ସହ ଯୋଗାଯୋଗ କରିବାକୁ ପହଞ୍ଚିଥିଲେ ।

ଯେଉଁ ଠାରେ ଏକ ବାଳିକା ଛାତ୍ର ଅଟୋଗ୍ରାଫ୍ ନେବା କୁ ଆସିଥିଲେ ଓ ରାହୁଲ ଗାନ୍ଧୀ ଅଟୋଗ୍ରାଫ୍ ଦେଇଥିଲେ ଏବଂ ସେତେବେଳ ସେ ଝିଅ ଟି ଭାବପ୍ରବଣ ହୋଇଗଲା । ତେଣୁ ରାହୁଲ ତାଙ୍କ ସହ ହାତ ମିଳାଇଲେ ।ଝିଅ ଆହୁରି କାନ୍ଦିବାକୁ ଲାଗିଲା । ତାପରେ ରାହୁଲ ସେ ଝିଅ ଟି କୁ ଆଲି ଙ୍ଗନକରିଥିଲେ ଏବଂ ତାଙ୍କୁ ଶାନ୍ତ କରିଥିଲେ। ଏବଂ ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ରେ ଭାଇରଲ ହବା କୁ ଲାଗିଛି ।

ରାହୁଲ ଗାନ୍ଧୀ ବୁଧ ବାର ଦିନ ଏହା କହିଛନ୍ତି ଯେ ୧୯୯୧ ମସିହା ରେ ନିଜ ବାପା ରାଜୀବ ଗାନ୍ଧୀ ଙ୍କହ ତ୍ୟାଦ୍ଵାରା ତାଙ୍କୁ ବହୁତ୍ କଷ୍ଟ ହୋଇଥିଲା, କିନ୍ତୁ ଏହି ଘଟଣା ପାଇଁ ଦାୟୀ ଲୋକ ଙ୍କ ପ୍ରତି ତାଙ୍କ ମନ ରେ କିଛିଘୃ  ଣାକିମ୍ବା କ୍ରୋଧ ନାହିଁ ଅର୍ଥାତ୍ ସେହି ଲୋକ ମାନଙ୍କୁ ସେ କ୍ଷମା କରି ଦେଇଛନ୍ତି । ଜଣେ ବିଦ୍ୟାର୍ଥୀ ତାଙ୍କୁ ପ୍ରଶ୍ନ କରିଥିଲେ ଯେ “LTTE(ଲିବରସନ୍ ଟାଇଗରସ୍ ଅଫ୍ ତାମିଲ ଏଏଲମ) ଆପଣ ଙ୍କ ବାପାଙ୍କ ଜୀବନ ନେଇଥିଲେ,ଏହି ଲୋକ ମାନଙ୍କ ବିଷୟ ରେ ଆପଣ ଙ୍କ ଭବନ କଣ ରହିଛି?

ଏବଂ ଏହାର ଉତ୍ତର ରେ ରାହୁଲ କହିଛନ୍ତି ଯେହିଂ -ସାଆପଣ ଙ୍କ ଠୁ କିଛି ପି ଛଡ଼ାଇ ନେଇ ପାରିବ ।ସେ କହିଛନ୍ତି କାହା ପ୍ରତି ମୋ ମନ ରେ ଘୃ -ଣାବା ରାଗ ନାହିଁ ଏବଂ ମୁଁ ସେହି ସମୟ ରେ ମୋ ବାପା ଙ୍କୁ ହରାଇଥିଲି ଓ ସେହି ସମୟ ମୋ ପାଇଁକଷ୍ଟ ଦାୟକ ଥିଲା। ରାହୁଲ କହିଛନ୍ତି ଯେ ଏହା କାହାର ହୃଦୟ କୁ ଅଲଗା କରିଦେବା ଭଳି ଥିଲା ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଙ୍କ ସ୍ୱାସ୍ଥ୍ୟଅବସ୍ଥା ଗୁରୁତ୍ଵର, ଏମ୍ସରେ ଭର୍ତ୍ତି ହେଲେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସାମୀ ର ବଡ ଖବର ଯେ ମନମୋହନ ସିଂ ବର୍ତ୍ତମାନ ସମୟ ରେ ଅସୁସ୍ଥ ଅବସ୍ଥା …

Leave a Reply

Your email address will not be published. Required fields are marked *