Breaking News

ଲୋକପ୍ରିୟ ହାସ୍ୟ ଅଭିନେତା ଜୋଗେଶ ଜୋଜୋ Jogesh JoJo ଙ୍କ ପରିବାର ଓ ସମ୍ପତ୍ତି ତାଲିକା ପ୍ରଥମ ଥର ପାଇଁ ଦେଖନ୍ତୁ

ଆପଣ ମାନେ ଜାଣିଥିବେ ଓଲିଉଡ ଇଣ୍ଡଷ୍ଟ୍ରି ର ଜଣେ ହାସ୍ୟକର ଅଭିନେତା ଯୋଗେଶ ଜୋଜୋ ଙ୍କ ବିଷୟ ରେ । ସେ କଣ କରୁଥିଲେ ତାଙ୍କର ଘର, ସମ୍ପତ୍ତି,ଏବଂ ସହ କାହାକୁ ବାହା ହୋଇଛନ୍ତି ସବୁ ଟିକ୍ ନିକ୍ ବିଷୟ ରେ ଜାଣିବାକୁ ପାଇବେ ଆମର ଏହି ପେଜ ରେ । ହଁ ଆପଣ ମାନେ ଦେଖିଥିବେ ବିଭିନ୍ନ ଫିଲ୍ମ୍ ରେ ଜୋଜୋ ଙ୍କ କମେଡି । ସେ ତାଙ୍କ ଅଭିନୟ ରେ ସମସ୍ତ ଙ୍କୁ ହସାଇ ଥାଆନ୍ତି । ହଁ ବନ୍ଧୁ ଆପଣ ଙ୍କ ପ୍ରିୟ ଜୋଜୋ ହେଉଛନ୍ତି ପଶ୍ଚିମ ଓଡ଼ିଶା ର ଜଣେ ଫେମସ୍ କମିଡିଆନ ଏମିତି କି ଏକ ଧର ରେ ସିଙ୍ଗର, ଦିଆନ୍ସର, ପ୍ରଡ୍ୟୁସର୍ , ଏମିତି କି ମଲ୍ଟି ଟ୍ୟାଲେଂଟେଡ୍ ।

ଯୋଗେଶ ଙ୍କ ପ୍ରକୃତ ତା ନାମ ଯୋଗେଶ ଅବର୍ ତାଙ୍କ ପିତା ଙ୍କ ନାମ ଧନୁ ଅବର ଏବଂ ମାତା ଙ୍କ ନାମ ଜୟନ୍ତୀ ଅବର । ଯଦି ଯୋଗେଶ ଙ୍କ ଜନ୍ମ ଉପରେ ନଜର ପକାଇବେ ତ ଯୋଗେଶ ଜୋଜୋ ୧୯୯୩ ମସିହା ଜାନୁୟାରୀ ମାସ ରେ ରଶିଆପଳି ର ଏକ ମିଡ୍ଡଲ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ ଏବଂ ତାଙ୍କ ଜନ୍ମ ଆଧାର ରେ ତାଙ୍କୁ ବର୍ତ୍ତମାନ ବୟସ ମାତ୍ର ୨୮ ବର୍ଷ ତେବେ ଯୋଗେଶ ଙ୍କ ବୟସ ସିନା କମ୍ କିନ୍ତୁ ପଶ୍ଚିମ ଓଡ଼ିଶା ରେ ଘରେ ଘରେ ପରିଚିତ । ତେବେ ଆସନ୍ତୁ ବର୍ତ୍ତମାନ ଜାଣିବା ଯୋଗେଶ ଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟ ରେ ।

ଯୋଗେଶ ରସିଆପାଳ ରେ ସ୍କୁଲ ଟାଇମ୍ ଅତିବାହିତ କରିଛନ୍ତି । ଏହା ସହିତ ଡିପିଏ ରେ କଲେଜ୍ ଟାଇମ୍ ଅତିବାହିତ କରିଛନ୍ତି ଏବଂ +୩ ମଧ୍ୟ କରିଛନ୍ତି । ସମ୍ବଲପର କଲେଜ ରେ +୩ ଆର୍ଟସ୍ ସମ୍ପୂର୍ଣ କରିଛନ୍ତି । ଯୋଗେଶ ମାତ୍ର ୩୦୦୦ ଟଙ୍କା ରେ ଏକ ପେଟ୍ରୋଲ ପମ୍ପ ରେ କାମ କରିଛନ୍ତି । ଆପଣ ମଣର ମଧ୍ୟ ଜାଣି ନଥିବେ ଯୋଗେଶ ସେହି ପେଟ୍ରୋଲ ପମ୍ପ ରେ କାମ କରୁଥିବା ସମୟ ରେ ତାଙ୍କର ପ୍ରେମ ସମ୍ପର୍କ ଶିବାନୀ ଙ୍କ ସହ ଗଢି ଉଠିଥିଲା ।

ଏବଂ ପରବର୍ତ୍ତୀ ସମୟରେ ,୨୦୧୯ ମସିହା ମାର୍ଚ୍ଚ ମାସ ତେର ତାରିଖ ରେ ସେ ଶିବାନୀ ଙ୍କ ସହ ବିବାହ କରିଥିଲେ । ଏବଂ ଆପଣ ମାନେ ଜାଣିଥିବେ ଯୋଗେଶ ଙ୍କ ଗୋଟେ ୟୁ ଟ୍ୟୁବ୍ ଚ୍ୟାନେଲ ଅଛି ଯାହାର ନାମ ଜୋଜୋ j5 ପ୍ରଡକ୍ସନ ଏହି ଚ୍ୟାନେଲ ଟି ତାଙ୍କର ହାକ ହୋଇଯାଇଛି ସେଥିପାଇଁ ସେ ଗୋଟେ ନୂଆ ଚ୍ୟାନେଲ ଖୋଲିଛନ୍ତି । ଯୋଗେଶ ଙ୍କ ଇନିକମ୍ ଗୋଟେ ମାସ ରେ ୨ ଲକ୍ଷ ଟଙ୍କା ରୋଜଗାର କରନ୍ତି । ଏବଂ ଷ୍ଟେଜ ଶୋ କୁ ସେ ପଚାଶ ହଜାର ଟଙ୍କା ନେଇଥାନ୍ତି ତାଙ୍କର ସମସ୍ତ ସମ୍ପତ୍ତି ପ୍ରାୟ ୭୦ରୁ୮୦ ଲକ୍ଷ ଟଙ୍କା ହେବ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସିନ୍ଦୁରର ଅଧିକାର Siriel ରେ ଅଭିନୟ କରୁଥିବା ଲିକୁନ ଚୌଧୁରୀଙ୍କ ଘର ଏବଂ ତାଙ୍କ ପରିବାରରେ କିଏ କିଏ ସବୁ ଅଛନ୍ତି ଏବଂ ସେ କେଉଁ ଓଡ଼ିଆ ହିରୋଇନ ଙ୍କୁ ବିବାହ କରିଛନ୍ତି….

ବନ୍ଧୁଗଣ ଆପଣମାନେ ତ ମିଠୁଙ୍କୁ ନିଶ୍ଚିତ ଜାଣିଥିବେ ଯିଏକି ସିନ୍ଦୁର ର ଅଧିକାର ସିରିଏଲ୍ ରେ ସେକେଣ୍ଡ ଲିଡ ଆକ୍ଟର …

Leave a Reply

Your email address will not be published.