Breaking News

ଭିଡିଓ ଦେଖନ୍ତୁ – ଲୋକପ୍ରିୟ ଓଡିଆ ନାୟିକା Archita ଙ୍କ ନୂଆ ରୂପ, ଆପଣବି ତାଙ୍କ ଏଇ ନୂଆ ରୂପ ପଛର କଥା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣା ଶୁଣା ଅଭିନେତ୍ରୀ ଅର୍ଚ୍ଚିତା । ଆପଣ ମାନେ ସମସ୍ତେ ଦେଖିଥିବେ ଅର୍ଚ୍ଚିତା ଙ୍କ ଜବରଦସ୍ତ ଅଭିନୟ । ସେ ଅନେକ ଫିଲ୍ମ୍ କରିଛନ୍ତି ଏବଂ ସମସ୍ତ ଫିଲ୍ମ୍ ମଧ୍ୟ ସୁପର ହିଟ୍ ହୋଇଛି । ତାଙ୍କ ଅଭିନୟ ଫଳେ ରେ ସେ ଓଲିଉଡ ଇଣ୍ଡଷ୍ଟ୍ରି ରେ ବହୁ ନାମ ଅର୍ଜନ କରିବା ସହ ଲୋକ ପ୍ରିୟ ହୋଇପାରିଛନ୍ତି ।

ସେ ସବ୍ୟସଚ୍ଚି,ବାବୁଶାନ୍,ଅନୁଭବ,ହରିଦମ୍ ବିଭିନ୍ନ ଓଲିଉଡ ଇଣ୍ଡଷ୍ଟ୍ରି ର ସମସ୍ତ ଅଭିନେତା ଙ୍କ ସହ ଫିଲ୍ମ୍ କରିଛନ୍ତି । ତାଙ୍କର ଏକ ନୂଆ ଚଳଚ୍ଚିତ୍ର ଆସୁଛି ସେଥିରେ ତାଙ୍କୁ ନୂଆ ଅନ୍ଦାଜ୍ ରେ ଦେଖିବେ । ଆପଣ ମଧ୍ୟ ଜାଣି ପାରିବେ ନାହିଁ ଇଏ ଅର୍ଚ୍ଚିତା ବୋଲି । ଏହି ଚଳଚ୍ଚିତ୍ର ରେ ସେ ଗାଉଁଲି ଝିଅ ବେଶ ରେ ଦେଖିବାକୁ ମିଳିଛି ।

ଗାଉଁଲି ଝିଅ ର ସଂଘର୍ଷ ମୟ ଜୀବନ କାହାଣୀ ଉପରେ ଏହି ଫିଲ୍ମ୍ ଆଧାରିତ । ଏବଂ ସେ ଏଥିରେ ମୁଖ୍ୟ ଅଭିନେତ୍ରୀ ଭାବେ ଦେଖିବାକୁ ମିଳିବେ । ଏଥି ଅର୍ଚ୍ଚିତା ଏକ ନୂଆ ଲୁକ୍ ରେ ଦେଖିବାକୁ ମିଳିବ ଏବଂ ଏହି ଲୁକ ରେ ଅର୍ଚ୍ଚିତା ଙ୍କୁ ଚିହ୍ନି ହେଉନି । ଏହି ଗାଉଁଲି ଫିଲ୍ମ୍ ର ନାମ ହଉଚି ରୋଲ୍ ନମ୍ବର ୨୭ ସୁଜାତା ସେନାପତି। ଏହି ଫିଲ୍ମ ଟି ଜୀ ସାର୍ଥକ ର ରବିବାର ଦିନ ଦେଖିବାକୁ ପାଇବେ । ଜି ସାର୍ଥକ ରେ ତାଙ୍କର ଏହି ଅଭିନୟ କେମିତି ଲାଗୁଚି ଆପଣ ଏହା କୁ ରବିବାର ଦିନ ସନ୍ଧ୍ୟା ୦୭:୦୦ ରେ ଜି ସାର୍ଥକ ରେ ଦେଖି ପାରିବେ  ।


ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ସିନ୍ଦୁରର ଅଧିକାର Siriel ରେ ଅଭିନୟ କରୁଥିବା ଲିକୁନ ଚୌଧୁରୀଙ୍କ ଘର ଏବଂ ତାଙ୍କ ପରିବାରରେ କିଏ କିଏ ସବୁ ଅଛନ୍ତି ଏବଂ ସେ କେଉଁ ଓଡ଼ିଆ ହିରୋଇନ ଙ୍କୁ ବିବାହ କରିଛନ୍ତି….

ବନ୍ଧୁଗଣ ଆପଣମାନେ ତ ମିଠୁଙ୍କୁ ନିଶ୍ଚିତ ଜାଣିଥିବେ ଯିଏକି ସିନ୍ଦୁର ର ଅଧିକାର ସିରିଏଲ୍ ରେ ସେକେଣ୍ଡ ଲିଡ ଆକ୍ଟର …

Leave a Reply

Your email address will not be published.