Breaking News

ରାତି ୨ଟା ରେ ରାନୀ ପଣ୍ଡା ( Rani Panda )ଙ୍କ ସହ କିଛି ଏମିତି ଘଟିଲା, ତେଣୁ ସୋସିଆଲ ମିଡିଆରେ ପୋଷ୍ଟରେ ଏମିତି କିଛି ଲେଖିଲେ

ଆପଣ ମାନେ ସମସ୍ତେ ଓଡ଼ିଆ ଯାତ୍ରା ଜଗତର ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ନିଶ୍ଚୟ ଜାଣିଥିବେ।ସେ ସବୁବେଳେ କିଛି ନା କିଛି କାରଣରୁ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ରହିଥାନ୍ତି।ଆପଣ ମାନେ ଜାଣିଥିବେ ରାନୀ ଓଡିଶା ହଟ ହିରୋଇନ ଭାବେ ପରିଚିତ।ତେବେ ଆଜି କା ଦିନରେ ରାନୀ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ରେ ଅଛନ୍ତି ତେବେ ଆସନ୍ତୁ ଜାଣିବା କଣ ପାଇଁ ସେ ଏବେ ଚର୍ଚ୍ଚା ରେ ଅଛନ୍ତି।
ଏବେ ରାନୀ ଙ୍କୁ ନେଇ ଗୋଟିଏ ଚାଂଚଲ୍ୟକର ତଥ୍ୟ ସାମ୍ନା କୁ ଆସିଛି ପ୍ରାୟ ରାତି ଦୁଇଟା ବେଳେ ରାନୀ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଗୋଟିଏ ପୋଷ୍ଟ କରିଛନ୍ତି।

ଏମିତି କଣ ହେଇଛି ରାନୀ ଙ୍କ ସହ କଣ ପାଇଁ ରାତି ଦୁଇଟା ବେଳେ ରାନୀ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଏମିତି ପୋଷ୍ଟ କଲେ ତେବେ ଆସନ୍ତୁ ଜାଣିବା ଆମର ଏହି ଲେଖା ମାଧ୍ୟମରେ। ବନ୍ଧୁଗଣ ରାନୀ ଏହି ପୋଷ୍ଟ ରେ ଲେଖିଛନ୍ତି କି ମୁଁ ଗୋଟେ ବକି ଝିଅ ମୁଁ ସବୁବେଳେ ଜାଣି ଶୁଣି ଭୁଲ କରେ। ଆହୁରି ମଧ୍ୟ ଲେଖିଛନ୍ତି ମୁଁ ଯୋଉ ଡାଳ ରେ ହାତ ଦେଉଛି ସେ ଡାଳ ଟି ଭାଙ୍ଗିଯାଉଛି ମୋ ସ୍ୱପ୍ନ ସବୁ ଅଧାରେ ରହିଯାଉଛି।ଓ ସେ ମଧ୍ୟ ଲେଖିଛନ୍ତି ମୁଁ ବହୁତ ଅପମାନ ଆଉ ନିନ୍ଦା ପାଉଛି।

କେତେ ସଂଘର୍ଷ କଲି ନିଜ ଲଭ❤ କୁ ପାଇବା ଆଶାରେ ବଞ୍ଚିଲି . କିନ୍ତୁ କିଛି ପାଇପାରିଲିନି ମୁଁ ହାରି ଗଲି ଆଉ ବଞ୍ଚିକି ଲାଭ ନାହିଁ😔😭
ଭଗବାନ ଯଦି ଚାହୁଁଛନ୍ତି ମୁଁ ମାରି ଗଲେ ଭଲ ହେବ ଠିକ ଅଛି ରାଣୀ ଏହି ଲେଖାରେ ଆହୁରି ମଧ୍ୟ କହିଛନ୍ତି ମୁଁ ବଞ୍ଚିକି କିଛି ଲାଭ ନାହିଁ।ସେ ଭଗବାନ ଙ୍କୁ କହିଛନ୍ତି ଭଗବାନ ମୁଁ ମରି ଗଲେଯଦି ଭଲ ହେବ ତାହାଲେ ତୁମେ ମୋତେ ତୁମ ପାଖକୁ ନେଇଯାଅ।ସେ ପୁଣି କହିଛନ୍ତି ମୁଁ ଯଦି ମରିଗଲେ ଭଲ ହେବ ଓଡିଶା ବାସୀ ତାହେଲେ ମୁଁ ସବୁ ଦେବା ଦେବୀ ଙ୍କୁ ଦର୍ଶନ କରି ବି – ଷପିଇ ଦେବୀ।


ରାଣୀ ଆହୁରି ଏହି ପୋଷ୍ଟ ରେ ଲେଖିଛନ୍ତି ଓଡ଼ିଶା ବାସୀ ଭଲରେ ରୁହ ମୋତେ ଆଉ ବିବାଦୀୟ ଅଭିନେତ୍ରୀ କହିବା ନାହିଁ କି ମୋ ପାଇଁ କେହି ଆଉ ବଦନାମ ହେବ ନାହିଁ। ଏମିତି ରାତି ଅଧାରେ ରାନୀ ପୋଷ୍ଟ କରିଛନ୍ତି ଏହି ପୋଷ୍ଟ ର କମେଣ୍ଟ ବକ୍ସ ରେ ରାନୀ ଙ୍କ ଫ୍ୟାନ ମାନଙ୍କ ର ଭିଡ ଜମିଯାଇଛି ତାଙ୍କ ଫ୍ୟାନ ମାନେ କହିଛନ୍ତି ତୁମେ ଏମିତି ଭୁଲ ନିଷ୍ପତ୍ତି ନିଅ ନାହିଁ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *