Breaking News

ବଡ ଖବର ଏହି ଲୋକପ୍ରିୟ ହିରୋଇନ ଆଉ ଏଇ ଦୁନିଆରେ ନାହାନ୍ତି

ଦୁଃଖ ଦାୟକ ର ଖବର ବଲିଉଡ୍ ସିନେମା ଇଣ୍ଡଷ୍ଟ୍ରି ର ଜଣେ ଅଭିନେତ୍ରୀ ଆଉ ଏହି ଦୁନିଆ ରେ ନାହାନ୍ତି । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ବଲିଉଡ୍ ଇଣ୍ଡଷ୍ଟ୍ରି ର ଜଣା ଶୁଣା ଅଭିନେତ୍ରୀ ଆରିୟା ବାନାର୍ଜୀ । ଆପଣ ମାନେ ନିଶ୍ଚୟ ଦେଖିଥିବେ ଆରିୟା ବାନାର୍ଜୀ ଙ୍କ ଜବରଦସ୍ତ ଅଭିନୟ ଟିଭି ଶୋ ରେ । ବଡ଼ ଦୁଃଖ ର ଖବର ଆମେ ମାନେ ତାଙ୍କର ଅଭିନୟ ଦେଖି ପାରିବା ନାହିଁ । ଅର୍ଚ୍ଚନାକ ତାଙ୍କ ମୃ – – ତ ଦେହ ତାଙ୍କ ବେଡ଼ ରୁମ୍ ରୁ ପୋଲିସ ଉଦ୍ଧାର କରିଛି ।

ଏପଟେ ଦେଖିଲେ ତାଙ୍କ ବେଡ୍ ରୁମ୍ ଭିତରେ ଖାଲି ଟିସୁ ପେପର ମିଳିଛି ଏବଂ ଏହି ଟିସୁ ରେ ର – – କ୍ତ ମଧ୍ୟ ଲଗିଛି । ବଲିଉଡ ଇଣ୍ଡଷ୍ଟ୍ରି ର ଆରିୟା ବାନାର୍ଜୀ ତାଙ୍କ ମୃ – – ତ୍ୟୁ ଅନେକ ଗୁଡ଼ିଏ ସନ୍ଦେହ ଘର କୁ ଠେଲି ଦେଇଛି । ତାଙ୍କର ଅସଲି ନାମ ଥିଲା ଦେବଦତ୍ତା । ଆରିୟା ବାନାର୍ଜୀ ଙ୍କୁ ଆପଣ ମାନେ ଅନେକ ଚଳଚ୍ଚିତ୍ର ରେ ହିରୋଇନ୍ କରିଥିବା ର ଦେଖିଛନ୍ତି । ଆପଣ ଙ୍କ ପ୍ରିୟ ଚଳଚ୍ଚିତ୍ର ଡ଼ାର୍ଟ୍ ପିକଚର୍ ରେ ସେ ହେରୋଇନି କରିଥିଲେ । ଏହି ଫିଲ୍ମ୍ ଟି ଲୋକ ପ୍ରିୟ ହାସଲ କରିଥିଲା । ଏବଂ ତାଙ୍କର ଅନ୍ୟ ଫିଲ୍ମ୍ ବିଦ୍ୟାବାଲାନ୍, ଇମ୍ରାନ୍, ଏମିତି ଅନେକ ଫିଲ୍ମ୍ ମଧ୍ୟ ତାଙ୍କ କ୍ୟାରିଅର ଭିତରେ କରିସାରିଥିଲେ ।

ଦେଖିବାକୁ ଗଲେ ତାଙ୍କ ବିଛଣା ତଳେ ତାଙ୍କ ମୃ- -ତ ଦେହ ଦେଖିବକୁ ମିଳିଛି ଏବଂ ତାଙ୍କର ଏହି ମୃତ ଶରୀର ର ମୁହଁ, ନାକ ରେ ର — କ୍ତ ଲାଗିଥିବାର ଦେଖିବାକୁ ମିଳିଛି ଏହା ସହିତ ତାଙ୍କ ଛାତ୍ ଘର ଡୋର୍ ମଧ୍ୟ ଖୋଲା ରାହି ଥିଲା । ସେଥି ପାଇଁ ପୋଲିସ ର ସନ୍ଦେହ ବିଭିନ୍ନ ଆଡକୁ ଯାଉଛି ଯେ ତାଙ୍କୁ କାନ ହ –  –ତ୍ୟା କରାଯାଇଛି ନ ତାଙ୍କ ମୃ – – ତ୍ୟୁ ପଛ ରେ ଆଉ କିଛି ଅଲଗା କାରଣ ଅଛି ତାହା ପୋଷ୍ଟ ବଟମ ସରିବା ପରେ ହିଁ ପୋଲିସ ରିପୋର୍ଟ ଦେଇ ପାରିବ । ଆହୁରି କୁହାଯାଇଛି ଯେ ତାଙ୍କୁ ୨ ବର୍ଷ ପୂର୍ବ ରୁ ହେପାଟାଇଶ୍ ରେ ଆକ୍ରାନ୍ତ ଥିଲେ ଏବଂ ତାଙ୍କ କି  ଡିନୀ ମଧ୍ୟ କିଛି ଖରାପ୍ ଥିଲା ସେ ମଧ୍ୟ ମେଡିସିନ ଖାଉନଥିଲେ ।

ମାତ୍ର ଅଳପ ବୟସ ଭିତରେ ତାଙ୍କର ଅର୍ଚ୍ଛାନକ୍ ରହସ୍ୟ ର ମୃ  ତ୍ୟୁସମସ୍ତ ଙ୍କୁ ସନ୍ଦେହ ଘର କୁ ଠେଲି ଦେଇଛି । ତାଙ୍କର ଫ୍ୟାନ ମାନ ଙ୍କ ମନ ରେ ବର୍ତ୍ତମାନ ସମୟ ରେ ଶୋକ ର ଛାୟା ଖେଳିଯାଇଛି ବଲିଉଡ୍ ରେ ମଧ୍ୟ ଶୋକ ର ଛାୟା ଖେଳିଯାଇଛି । ସେହିପରି ବଲିଉଡ୍ ଚଳଚ୍ଚିତ୍ର ର ଅଭିନେତା ରାଜପୁତ ସୁଶାନ୍ତ ସିଂ ଙ୍କ ମରିବା ର ଛଅ ମାସ ପୂରି ସାରିଲେ ମଧ୍ୟ ଆଜି ପି ତାଙ୍କ ଫ୍ୟାନ୍ ମାନ ଙ୍କ ମନ ରୁ ଦୁଃଖ ଦୂର୍ ହୋଇନାହିଁ । ସେହିଭଳି ଆରିୟା ବାନାର୍ଜୀ ଙ୍କ ମୃ –  -ତ୍ୟୁ ସମସ୍ତ ଙ୍କୁ ସନ୍ଦେହ ଘର କୁ ଠେଲି ଦେଇଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *