ଆପଣ ମାନେ ସମସ୍ତେ ଆମ ଓଲିଉଡ ଜଗତର ସୁପର ଷ୍ଟାର ଅନୁଭବ ମହାନ୍ତି ଙ୍କୁ ଜାଣିଥିବେ ।ଏବେ ଅନୁଭବ ମହାନ୍ତି ଙ୍କୁ ମହଙ୍ଗା ପଡିଛି ଘରୋଇ କଳି ବିଜେଡି ଷ୍ଟାର ପ୍ରଚାରକ ତାଲିକାରୁ ବାଦ ପଡିଲେ ଅନୁଭବ ମହାନ୍ତି।ବର୍ତ୍ତମାନ ସାଂସଦ ଅନୁଭବ ମହାନ୍ତି ଙ୍କୁ ଲାଗିଛି ସକ୍ତ ଝଟକା ।ସେମିତି ରେ ଆପଣ ମାନେ ଜାଣିଥିବେ ସାଂସଦ ଅନୁଭବ ମହାନ୍ତି ବର୍ତ୍ତମାନ ବର୍ଷା ଙ୍କ ସହ ବିବାଦରେ ଛନ୍ଦି ହୋଇଛନ୍ତି। ଏବଂ ସେ ବର୍ଷା ଶାରୀରିକ ଏବଂ ମାନଶୀକ ନିର୍ଜାତନା ଦେଉ ନେଇ ବର୍ତମାନ ସମୟ ରେ ଅନୁଭବ ଙ୍କ ବିରୋଧ ରେ କୋର୍ଟ ରେ ମାମଲା ଚାଲିଛି।ତେଣୁକରି ବିଜେଡି ତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ ଦେଇଛି।
ଯଦି ଅନୁଭବ ଙ୍କୁ ଷ୍ଟାର ପ୍ରଚାରକ କରାଯାଇଥାନ୍ତା ତେବେ ଦଳ ପାଇଁ ବହୁତ କ୍ଷତି ସହିବାକୁ ପଡ଼ିଥାନ୍ତା।ଓ ବିଜେଡି ଉପରୁ ମହିଳାଙ୍କ ଭୋଟ ହାର କମିଥାନ୍ତା ବୋଲି କିଛି ବିଷେଶଜ୍ଞ୍ୟ ମାନେ କହିଛନ୍ତି। ଏହା ସହିତ ଅନୁଭବ ବର୍ତମାନ ସମୟ ରେ କିଛି ମାସ ହେବ ସେ ବହୁତ ଗୁଡିଏ କଥା କୁ ନେଇ ବିବାଦ ଘେର ରେ ରହିଛନ୍ତି ପଡୋଶୀ ଙ୍କୁ ଅସଭ୍ୟ ଭାଷାରେ ଗାଳି କରିବା ଓ ସାମ୍ବାଦିକ ମାନଙ୍କୁ ଗାଳି କରିବା ଏମିତି ବହୁତ ବିବାଦ ଘେର ରେ ରହିଛନ୍ତି।
ବର୍ତ୍ତମାନ ଅନୁଭବ ଙ୍କୁ ପଛରେ ପକାଇ ଏହି ଷ୍ଟାର ପ୍ରଚାରକ ତାଲିକାର ଉପରେ ଅଛନ୍ତି ଅରିନ୍ଦମ ଓ ଆକାଶ ଏହି ଦୁଇ ଜଣଙ୍କ ଉପରେ ବିଜେଡି ଏବେ ନଜର ରଖିଛି।ଏବେ ଅନୁଭବ ଙ୍କୁ ବାଦ ଦେଇ ଏହି ଦୁଇଜଣ ଷ୍ଟାର ପ୍ରଚାରକ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି।ତେବେ ଆପଣ ମାନେ ଜାଣିଥିବେ ଆଗକୁ ପଞ୍ଚାୟତ ଭୋଟ ପାଖେଇ ଆସିଲାଣି ତେଣୁକରି ସବୁ ଦଳ ସଂଗଠନ ସଦୃଢ କରିବା ପାଇଁ ବହୁତ ପ୍ରକାର କାମ ଆରମ୍ଭ କଲେଣି।ତେବେ ଏହି ପଞ୍ଚାୟତ ଭୋଟ ରେ ଅନୁଭବ ଙ୍କୁ ଷ୍ଟାର ପ୍ରଚାରକ ରୂପେ ଦେଖାଯାଇ ନ ପାରେ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ