Breaking News

ଭିଡିଓ ଦେଖନ୍ତୁ – Ollywood ଅଭିନେତ୍ରୀ ଦେବିକା ବିବାହ ବନ୍ଧନ ରେ ବାନ୍ଧି ହେଲେ

ବନ୍ଧୁ ଗଣ ଆପଣ ମାନେ ଜାଣିଥିବେ ଯେ ଓଲିଓଡ୍ ର ଅଭିନେତ୍ରୀ ଦେବିକା । ହଁ ବନ୍ଧୁ ଅପନ୍ ମାନେ ନିଶ୍ଚୟ ଦେଖିଥିବେ ତାଙ୍କ ସିରିଏଲେ ଏବଂ ଜବରଦସ୍ତ ଅଭିନୟ । ସୋସିଆଲ ମିଡିଆ ରେ ଦେବିକା ଙ୍କ ର ବାହାଘର ଫଟୋ ଭାଇରଳ ହୋଇଛି ଏବଂ ଲୋକ ମାନେ ଦେବିକା ଙ୍କ ବାହାଘର ଫଟୋ ଦେଖି ଲୋକ ମାନେ ଭାବୁଛନ୍ତି ଯେ ଦେବିକା କାଳେ ବିବାହ କରିଛନ୍ତି ।କିନ୍ତୁ ବନ୍ଧୁ ଗଣ ଏହି ଖବର ଭୁଲ୍ ଅଟେ ଦେବିକା ଙ୍କ ଅସଲ ଜୀବନ ବା ରିଅଲ ଲାଇଫ ରେ ବିବାହ ହୋଇ ନାହିଁ ଏହା ହେଉଛି ତାଙ୍କ ସୁଟିଂ ସେଟ୍ ର ବିବାହ ଫଟୋ । ସୁଟିଂ ସେଟ୍ ରେ ବୋହୂ ବେଶ ରେ ସାଜିଥିବା ଦେବିକା ଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଯାହାକୁ ଦର୍ଶକ ଏହି ବୋହି ବେଶ ଫଟୋ କୁ ଦେଖି ଭାବୁଛନ୍ତି ଦେବିକା ବିବାହ କରିଛନ୍ତି । ଆପଣ ମାନେ ନିଶ୍ଚୟ ଦେଖିଥିବେ ଓଡ଼ିଆ ସେରିଏଲ ର ଅଭିନେତ୍ରୀ ଦେଵିକା ତାଙ୍କର ଜବରଦସ୍ତ ଅଭିନୟ ଦେଖିଥିବେ । ଜୀ ସାର୍ଥକ ରେ ଆପଣ ମାନେ ନିଶ୍ଚୟ ଦେଖିଥିବେ ସୌଭାଗ୍ୟବତି ସିରିଏଲ ରେ ନଜର ଆସିଥିଲେ ଦେବିକା ତ ପୂର୍ବ ରୁ ସେ ଆଉ ଗୋଟେ ସିରିଏଲ୍ କରିଥିଲେ ଯାହା ର ନାମ ହେଉଛି ଜ୍ୱାଇଁ ନମ୍ବର ୱ୍ଵାନ୍ ଏହି ଦୁଇ ଟି ଶେରିଏଲ ବହୁତ୍ ଲୋକପ୍ରିୟ ହୋଇଥିଲା ଏବଂ ଏହି ସିରିଏଲ୍ ମାଧ୍ୟମ ରେ ସେ ଲୋକ ପ୍ରିୟ ହାସଲ ହୋଇପାରିଥିଲେ ।

ତା ପୂର୍ବରୁ ମଧ୍ୟ ସେ ଜେଜେମା ଶେରୀଏଲ୍ ରେ ଅଭିନୟ କରିଥିଲେ । ତରଙ୍ଗ ଚ୍ୟାନେଲ ରେ ନେଇ ଯାରେ ମେଘ ମୋତେ ରେ ମଧ୍ୟ ଅଭିନୟ କରିଥିଲେ ଦେବୀକା ଏହି ସବୁ ସେରିଇଲେ କରିଛନ୍ତି ଏବଂ ଏହି ସେରୀଏଲ୍ ମାନ ଙ୍କ ରେ ସେ ଏତେ ଭଲ ଅଭିନୟ କରୁଛନ୍ତି ଏବଂ ଅନେକ ଦର୍ଶକ ମାନଙ୍କ ମନ କୁ ଛୁଇଁ ପରିରିଛନ୍ତି । ଦର୍ଶକ ମାନେ ମଧ୍ୟ ତାଙ୍କ ଅଭିନୟ କୁ ବେଶୀ ପସନ୍ଦ କରିଛନ୍ତି । ଦେବିକା ଭଲ ଅଭିନୟ କରି ସେ ଆଜି ଓଲିଉଡ ରେ ବହୁତ୍ ନାମ୍ ଅର୍ଜନ କରିଛନ୍ତି । ଆଗକୁ ମଧ୍ୟ ସେ ଆହୁରି ଭଲ ଆକ୍ଟିଂ କରି ଦର୍ଶକ ମାନଙ୍କ ହୃଦୟ ଛୁଇଁ ବେ ବୋଲି ଆମେ ଆଶା କରୁଛୁ । ହଁ ବନ୍ଧୁ ଗଣ ସୋସିଆଲ ମିଡିଆରେ ଭାଇରଳ ହୋଇ ଥିବା ଏହି ବାହା ଘର ଫଟୋ ସୁଟିଂ ସେଟ୍ ର ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବୁଢ଼ୀ ହେଲେଣି କିନ୍ତୁ ଆଜି ଯାଏଁ ବିବାହ କରି ନାହାନ୍ତି ଏହି ଓଡ଼ିଆ ହିରୋଇନି ମାନେ !

ନମସ୍କାର ଦର୍ଶକବନ୍ଧୁ ଆମ ଅଲିଉଡ଼ ଇଣ୍ଡଷ୍ଟ୍ରି ର ବହୁ ସାରା ହିରୋଇନି ମାନେ ଅଛନ୍ତି ଯେଉଁ ମାନେ ବିଭାହ ପାଇଁ …

Leave a Reply

Your email address will not be published.