ଆପଣ ମାନେ ସମସ୍ତେ ଓଡ଼ିଆ ସିରିଏଲ ଦେଖିଥିବେ ଆମ ଓଡ଼ିଶାର ଲୋକମାନେ ଓଡ଼ିଆ ଫିଲ୍ମି ଅପେକ୍ଷା ଓଡ଼ିଆ ସିରିଏଲ ଦେଖିବାକୁ ଭଲ ପାଆନ୍ତି ।ଆମ ଓଡ଼ିଆ ଧାରାବାହିକ ର ଜଣେ ଫେମସ କଳାକାର ହେଉଛନ୍ତି ସୁଭାସିସ ।ଆପଣ ମାନେ ସୁଭାସିସ ଙ୍କୁ ନିଶ୍ଚୟ ଦେଖିଥିବେ ସେ ତାଙ୍କର ସୁନ୍ଦର ଅଭିନୟ ପାଇଁ ଆଜି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି।ସେ ହେଉଛନ୍ତି ଓଡ଼ିଆ ଧାରାବାହିକ ଜଗତର ଜଣେ ଆଗ ଧାଡି ର ଅଭିନେତା।ସେ ବହୁତ ଭଲ ଅଭିନୟ କରନ୍ତି।
ତାଙ୍କର ଗୋଟିଏ ଭଲ ସିରିଏଲ ହେଉଛି ଦୁର୍ଗା ଏହି ସିରିଏଲ ଟି ତରଙ୍ଗ ଟିଭି ସୋ ରେ ଦେଖିବାକୁ ମିଳିଥାଏ।ଏହି ସିରିଏଲ ଟି ବହୁତ ଲୋକପ୍ରିୟତା ହାସଲ କରି ପାରିଥିଲା ଲୋକମାନେ ଖୁବ ପସନ୍ଦ କରିଥିଲେ ଏହି ସିରିଏଲ ଟିକୁ ଏହି ସିରିଏଲ ଟି ମଧ୍ୟ ବହୁତ ବ୍ୟୟ ବହୁଳ ଥିଲା ।ସୁଭାସିସ ସିରିଏଲ ଜଗତରେ ବେଶ ସଫଳତା ପାଇବା ପରେ ସେ ଫିଲ୍ମି ଦୁନିଆରେ ପାଦ ଦେଇଥିଲେ ଓ ସେ ଫିଲ୍ମି ଜଗତରେ ମଧ୍ୟ ବେଶ ସଫଳତା ହାସଲ କରିପାରିଥିଲେ।
ସେହିପରି ସିରିଏଲ ଜଗତରେ ଆଉ ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି ଶ୍ରଦ୍ଧା।ଆପଣ ତାଙ୍କୁ ଓଡ଼ିଆ ଧାରାବାହିକ ଆମ ଘର ଲଷ୍ମୀ ରେ ଦେଖିବାକୁ ପାଇବେ ଏହି ସିରିଏଲ ଟି ତରଙ୍ଗ ଟିଭି ସୋ ରେ ଆପଣ ମାନେ ଦେଖିଥିବେ।ସେ ଏହି ସିରିଏଲ ରେ ହିରୋଇନ ଭୂମିକାରେ ଅଭିନୟ କରିଛନ୍ତି।ଏହି ସିରିଏଲ ରେ ସେ ଖୁବ ସୁନ୍ଦର ଅଭିନୟ କରିଛନ୍ତି ଓ ଲୋକମାନେ ତାଙ୍କୁ ମଧ୍ୟ ବହୁତ ଭଲ ପାଇବା ଦେଇଛନ୍ତି।ତେବେ ଏବେ କିଛି ଦିନ ହେବ ସୁଭାସିସ ଓ ଶ୍ରଦ୍ଧା ଙ୍କୁ ନେଇ ଏକ ଖବର ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି। ତେବେ ଆସନ୍ତୁ ଜାଣିବା କଣ ଏମିତି ଭାଇରଲ ହେଉଛି।ଏବେ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି ସୁଭାସିସ କୁଆଡେ ଶ୍ରଦ୍ଧା ଙ୍କୁ ବିବାହ କରିବାକୁ ଯାଉଛନ୍ତି।
ଏ ନେଇ ସେମାନଙ୍କ କେତେଗୁଡିଏ ଫଟ ମଧ୍ୟ ଭାଇରଲ ହେବାରେ ଲାଗିଛି।ଏହି ଫଟ ଗୁଡିକୁ ଲୋକମାନେ ବହୁତ ମାତ୍ରାରେ ସେୟାର ମଧ୍ୟ କରୁଛନ୍ତି।ଏହି ଫଟ ଗୁଡିକୁ ଦେଖି ଲୋକମାନେ ବହୁତ କଥା ମଧ୍ୟ କମେଣ୍ଟ ରେ କହୁଛନ୍ତି।ଲୋକମାନେ ଏମିତି କହୁଛନ୍ତି କି ସୁଭାସିସ କୁଆଡେ ଦିତୀୟ ବିବାହ କରିବାକୁ ଯାଉଛନ୍ତି।ଏହି ଭଳି ବହୁତ କଥା କହୁଛନ୍ତି । ତେବେ ଫଟୋକୁ ଦେଖିଲେ ଯେବି କହିବ ଏହା ସତ ବିବାହ କିନ୍ତୁ ବାସ୍ତବରେ ଏହା ଏକ ସିନେମା ଶୁଟିଙ୍ଗ ସମୟର ଫଟୋ ଯେଉଁ ସିନେମାରେ ଏକ ବିବାହ ବେଦୀର ଦୃଶ୍ୟ ରହିଛି ଏବଂ ଆଗାମୀ ଦିନରେ ସିନେମା ଟି ରିଲିଜ ହେବା ପାଇଁ ଯାଉଛି । ଏହି ସିନେମାଟିର ନାମ ହେଲା ଦଶହରା
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ