Breaking News

ଆସନ୍ତା ୨୬ ତାରିଖରେ ଫୁଣି ହେବ ଭାରତ ବନ୍ଦ, ଦେଖନ୍ତୁ କଣ ଖୋଲା ରହିବ ଓ କଣ ବନ୍ଦ ରହିବ, ସେୟାର କରି ଅନ୍ୟ ମାନଙ୍କୁ ଜଣାନ୍ତୁ

୨୬ ତାରିଖ ରେ ଭାରତ ବନ୍ଦ । ହଁ ବନ୍ଧୁ ଆସନ୍ତା ୨୬ ତାରିଖ ରେ ଭାରତ ବନ୍ଦ ଡାକରା । ଏଥର ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ବା ସିଏଆଇଟି ଭାରତ ବନ୍ଦ ଡାକରା ଦେଇଛନ୍ତି। ବନ୍ଧୁ ଗଣ ସିଏଆଇଟି ସୂଚନା ଦେଇଛି କି ଏହି ଭାରତ ବନ୍ଦ କୁ ଦେଶ ର ୪୦୦୦୦ ରୁ ଅଧିକ ବ୍ୟବସାୟୀ ସଂସ୍ଥା ସମର୍ଥନ ଜଣାଇଛନ୍ତି। ଭାରତ ହବା ର କାରଣ ଗୋଲ୍ ମାଳିଆ ଜିଏସଟି ବ୍ୟବସ୍ଥା ଓ ଜିଏସଟି ର ଅଧିକାରୀଙ୍କ ଏକଚଟିଆ ମନୋଭାବ କୁ ବିରୋଧ କରି ଏହି ବନ୍ଦ ଡାକରା ଘୋଷଣା ହେଇଛି ।

ସଂଘ୍ ପକ୍ଷ ରୁ କୁହାଯାଇଛି ଯେ ସମଗ୍ର ଦେଶ ରେ ଥିବା ସିଏଆଇଟି ପ୍ରତିନିଧି ମାନେ ଭାରତ ବନ୍ଦ କୁ ସଫଳ କରିବାକୁ ସୂଚୀ ପ୍ରସ୍ତୁତ କରୁଛନ୍ତି । ସିଏଆଇଟି ମହାସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି କି ଏହି ଭାରତ ବନ୍ଦ କୁ ସଫଳ କରିବା ଟିକସ ପେଶାଦାର ମାନଙ୍କର ଜାତୀୟ ଏବଂ ରାଜ୍ୟ ସ୍ତରୀୟ ସଂଗଠନ ଯଥା, ଚାଟାର୍ଡ ଆକାଉଣ୍ଟ , ଟିକସ ଉପଡେ଼ଷ୍ଟା , କମ୍ପାନୀ ସେକ୍ରେଟରୀ, କ୍ଷୁଦ୍ର ଉଦ୍ୟୋଗ, ପେଟ୍ରୋଲ ପମ୍ପ, ଖାଉଟି,ହକର୍,ଖାଦ୍ୟ ପ୍ରକ୍ରିୟାକରଣ, ମୋବାଇଲ ଶିଳ୍ପ ଏବଂ ବିଭିନ୍ନ ସେବା ପ୍ରଦାନକାରୀ ଙ୍କ ନିକଟ ରେ ଆମେ ପହଁଚିବୁ ।

ଅନ୍ୟ ପଟେ ଏହି ବନ୍ଦ ବେଳେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିବ । କିନ୍ତୁ ଅତି ଆବଶ୍ୟକ ସେବା ଚାଲୁ ରହିବ । ଏହା ସହ ଭାରତ ବନ୍ଦ ଡାକରା ରେ ସାମିଲ୍ ହେବାକୁ ଅନଲାଇନ୍ ବିକ୍ରେତା ଓ ଅର୍ଥନୀତି ସହ ଜଡ଼ିତ ସମସ୍ତ ସଂଗଠନ ଗୁଡ଼ିକ ଆହ୍ବାନ ଦିଆ ଯାଇଥିବା ପ୍ରବୀଣ କହିଛନ୍ତି ।ଆପଣ ମାନେ ଜାଣିଥିବେ ବନ୍ଧୁ ଗଣ କି ଚାଷୀ ଆନ୍ଦୋଳନ ଓ ତେଲ ଦର ବୃଦ୍ଧି ନେଇ ଗତ ୩ ମାସ ମଧ୍ୟ ରେ ଅନେକ ଥର ବନ୍ଦ ପାଳନ ହୋଇ ସାରିଲାଣି । ଗତ କାଲି କୃଷକ ସଂଗଠନ ମାନେ ବି ରେଳ ରୋକ୍ କରିଥିଲେ ।

ଏହା ପରେ ପୁଣି ଥରେ ଭାରତୀୟ ବ୍ୟବସାୟ ସଂଗଠନ ମାନେ ମିଶି ବନ୍ଦ ଡାକରା କରିଛନ୍ତି । ଦେଶ ର ଜନସାଧାରଣ ଉପରେ କୁ ପ୍ରଭାବ ପକାଉଥିବ ର ଦେଖିବାକୁ ମିଳିଛି । ଗତ ୨୬ ତାରିଖ ରେ ଭାରତ ବନ୍ଦ କେବଳ ଜରୁରୀ କାଳୀନ ସେବା କୁ ଛାଡ଼ିଦେଲେ ଆଉ ସମସ୍ତ ବ୍ୟବସାୟ ବନ୍ଦ ରହିବ । କୃଷକ ମାନେ ଅନେକ ଥର ଭାରତ ବନ୍ଦ କରିଥିବା ସମୟ ରେ ଏଥର ବ୍ୟବସାୟିକ ବନ୍ଦ ଡାକରା କରିବେ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଏହି ମୁସଲମାନ ଦେଶରେ ରହିଛି ବିଷ୍ଣଙ୍କ ସବୁଠୁ ବଡ ମୂର୍ତ୍ତୀ , ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ

ଭଗବାନ ବିଷ୍ଣୁ ହେଉଛନ୍ତି କୋଟି କୋଟି ହିନ୍ଦୁ ମାନଙ୍କର ଆସ୍ଥା ଓ ବିଶ୍ୱାସର ପ୍ରତୀକ। ଏହା ସହିତ ଭଗବାନ ବିଷ୍ଣୁ …

Leave a Reply

Your email address will not be published. Required fields are marked *