Breaking News

ଭିଡିଓ ଦେଖନ୍ତୁ – ଭାଲେଣ୍ଟାଇନ ଡେ ରେ ଅର୍ଚିତା ପ୍ରପୋଜ କରିଲେ ଆଉ ସବ୍ୟ ଏମିତି କରିଲେ

ଆପଣ ମାନେ ଜାଣିଥିବେ ଅତି ନିକଟ ରେ ଚାଲିଯାଇଛି ଭାଲେଣ୍ଟାଇନ୍ ଡେ । ଆପଣ ମାନେ ସମସ୍ତେ ଜାଣିଥିବେ ପ୍ରତ୍ୟେକ ଟି ଜଣ ସାଧାରଣ ଠାରୁ ଆରମ୍ଭ କରି ସେଲିବ୍ରେଟି ମାନ ଙ୍କ ପର୍ଯ୍ୟନ୍ତ ପାଳନ କରନ୍ତି । ଏହି ଡେ ରେ ଶବ୍ୟ ଏବଂ ଅର୍ଚ୍ଚିତା ମଧ୍ୟ ଏହା କୁ ପାଳନ କରିଥିଲେ । ତେବେ ଏହି ଭାଲେଣ୍ଟାଇନ୍ ଡେ ରେ ଏମିତି କଣ ହେଲା ଯେ ସବ୍ୟ ଚାପୁଡ଼ା ମାରିଲେ ଅର୍ଚ୍ଚିତା ଙ୍କୁ ଆସନ୍ତୁ ଜାଣିବା । ଆପଣ ମାନେ ସମସ୍ତେ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣା ଶୁଣା ଏବଂ ଲୋକ ପ୍ରିୟ ହାସଲ କରିଥିବା ଅଭିନେତା ସବ୍ୟସଚ୍ଚି ମିଶ୍ର।

ହଁ ବନ୍ଧୁ ଜଣେ ରେଅଲ୍ ହିରୋ ଯେ କି କରୋନା ଟାଇମ ରେ ଅନେକ ଲୋକ ଙ୍କୁ ସାହାର୍ଯ୍ୟ କରିଛନ୍ତି । ଅଣ ଓଡ଼ିଆ ମାନ ଙ୍କୁ ମଧ୍ୟ ସବ୍ୟ ସାହାର୍ଯ୍ୟ ର ହାତ ବଢାଇଛନି ସେଥିପାଇଁ ସବ୍ୟ ସାରା ଦେଶ ରେ ଲୋକ ପ୍ରିୟ ହୋଇପାରିଛନ୍ତି । ଆପଣ ମାନେ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଚୁଲବୁଲି ନାୟିକା ଅର୍ଚ୍ଚିତା । ଆପଣ ମାନେ ଦେଖିଥିବେ ବହୁ ଚଳଚ୍ଚିତ୍ରରେ ଅର୍ଚ୍ଚିତା ଙ୍କ ଜବରଦସ୍ତ ଅଭିନୟ ଯାହା ଫଳରେ ସେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁ ନାମ ଅର୍ଜନ କରିଥିଲେ ଯାହା ଫଳରେ ସେ ଆଜି ଓଡିଶା ର ନମ୍ବର ୱାନ୍ ଅଭିନେତ୍ରୀ ହୋଇପାରିଛନ୍ତି ।

ଏହି ଭାଲେଣ୍ଟାଇନ୍ ରେ ଏମିତି କଣ ହେଲା ଯେ ସବ୍ୟ ଅର୍ଚ୍ଚିତା ଙ୍କୁ ମାରିଲେ ଥାପଡ ଏହାର ବଡ଼ କାରଣ କଣ ଏହା କେଉଁଠି ଘଟିଲା କେବେ ଘଟିଲା । ହଁ ଆପଣ ମାନେ ଜାଣିଥିବେ ଅତୀତ ରେ ସବ୍ୟ ଏବଂ ଅର୍ଚ୍ଚିତା ଙ୍କ ଭଲ ପାଇବା କୁ ନେଇ ଅନେକ କାହାଣୀ ଶୁଣିଛନ୍ତି । ଏକ ଶୋ ରେ କହିଥିଲେ ଯେ ଅର୍ଚ୍ଚିତା ଙ୍କୁ ବିବାହ କରିବା ପାଇଁ ନିଶ୍ଚୟ ପରମିସନ୍ ନେବେ । ତେବେ ଏହି ଭାଲେଣ୍ଟାଇନ୍ ସବ୍ୟ ପ୍ରପୋସ୍ କରିବା ବଦଳରେ ସେ କାହିଁକି ଥାପଡ ମାରିଲେ ଏହା ଅନେକ ଭାଇରାଳ ହେଉଛି ।

ତେବେ ବନ୍ଧୁ ପ୍ରକୁତ ରେ ଏହା ହେଉଛି ସୁଟିଂ ସେଟ୍ ର ଭିଡିଓ ଏହି ଫିଲ୍ମ ରେ ସବ୍ୟ ଅର୍ଚ୍ଚିତା ଙ୍କୁ ମାରିଥିଲେ ଥାପଡ ଯାହା ଫଳରେ ଅର୍ଚ୍ଚିତା ଦୁଇ ଘଣ୍ଟା କାନ୍ଦି ଥିଲେ ଏବଂ କିଛି ସିନ ମନ୍ଧ ସୁଟ ହୋଇପାରିନଥିଲା । ଅର୍ଚ୍ଚିତା ମଧ୍ୟ ନିଜେ କହିଲେ ଯେ ସବ୍ୟ ଙ୍କ ର ହି ଥପୁଡ଼ ପାଇଁ ବହୁତ୍ କାନ୍ଦି ଥିଲି ।  ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *