ବନ୍ଧୁ ଗଣ ଆପଣ ମାନେ ଜାଣିଥିବେ ଓଲିଉଡ୍ ଇଣ୍ଡଷ୍ଟ୍ରି ର ଜଣ ଶୁଣା ଅଭିନେତା ସୁପର ଷ୍ଟାର୍ କହିଲେ ମଧ୍ୟ କମ ହେବ ଓଡ଼ିଆ ଇଣ୍ଡଷ୍ଟ୍ରି ର ନମ୍ବର ୱାନ ହିରୋ ସିଦ୍ଧାନ୍ତ ମହାପାତ୍ର ବା ମୁନା ଭାଇ ହଁ ବନ୍ଧୁ ଆପଣ ମାନେ ସମସ୍ତେ ଦେଖିଥିବେ ପ୍ରତ୍ୟେକ ଫିଲ୍ମ୍ ରେ ତାଙ୍କର ଜବରଦସ୍ତ ଅଭିନୟ । ଆପଣ ମାନେ ଜାଣିଥିବେ ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ମିଶ୍ର ଏହି ଦୁଇ ଙ୍କ ଯୋଡ଼ି ସୁପରଥିଲା ସେ ଓଡ଼ିଆ ଇଣ୍ଡଷ୍ଟ୍ରି ସେତେବେଳ ର ଅଭିନେତ୍ରୀ ରଚନା, ଅନୁ ଚୌଧୁରୀ, ମାମା ମିଶ୍ର ସହ ମିଶି ଅନେକ ଫିଲ୍ମ୍ କରିଛନ୍ତି ଯାହା ସେତେବେଳେ ତାହା ସୁପର ଥିଲା ଏବଂ ବର୍ତ୍ତମାନ ଏହା ସ୍ମରଣୀୟ ଅଛି ।
ସେତେବେଳେ ସମସ୍ତ ଦର୍ଶକ ଚାହିଁ ରହିଥାନ୍ତି ଟିଭି ସୋ ରେ କେତେବଳେ ସିଦ୍ଧାନ୍ତ ଆସିବେ ଏବଂ ସେ ଅଧିକ ରୁ ଅଧିକ ଫିଲ୍ମ କରିଛନ୍ତି ଯାହା କି ବର୍ତ୍ତମାନ ପର୍ଯ୍ୟନ୍ତ ସ୍ମରଣୀୟ ଅଛି । ସିଦ୍ଧାନ୍ତ ମହାପାତ୍ର ବର୍ତ୍ତମାନ ଯାଏ ସେ ଅଭିନୟ ଜାରି ରଖିଛନ୍ତି । ହଁ ବନ୍ଧୁ ଆଜି ଆମେ ଜାଣିବା ସିଦ୍ଧାନ୍ତ ଙ୍କ ବାର୍ଥ ଡେ଼ ରେ ସେ କେମିତି ସେଲିବ୍ରେଟ୍ କରିଥିଲେ ତାହା ଆପଣ ଙ୍କୁ ଆମର ଏହି ପେଜ ରେ ଜନେଇ ଦେବୁ ।ହଁ ବନ୍ଧୁ ପ୍ରତ୍ୟେକ ବ୍ୟକ୍ତି ତାର ଜନ୍ମ ଦିନ ରେ ସାଙ୍ଗ,ବାପା, ମା ଙ୍କ ସହ ପାଳନ କରନ୍ତି ଠିକ୍ ସେହି ଭଳି ସିଦ୍ଧାନ୍ତ ତାଙ୍କ ପରିବାର,ସମ୍ପର୍କୀୟ ମାନ ଙ୍କ ସହିତ କେମିତି ପାଳନ କରିଛନ୍ତି ।
ସିଦ୍ଧାନ୍ତ ଙ୍କ ଜନ୍ମ ଦିନ ରେ ଓଡ଼ିଆ ଇଣ୍ଡଷ୍ଟ୍ରି କେଉଁ ଅଭିନେତା ଏବଂ ଅଭିନେତ୍ରୀ ତାଙ୍କ ଜନ୍ମ ଦିନ ରେ ଯୋଗଦାନ ଦେଇଥିଲେ । ହଁ ବନ୍ଧୁ ସିଦ୍ଧାନ୍ତ ଙ୍କ ର ଜୀ ସାର୍ଥକ ରେ ପ୍ରସାରିତ ହେଉଥିବା ମେଘା ସେରୀଏଲ କେମିତି କହିବି ତୋତେ । ଆପଣ ମାନ ଙ୍କ ପ୍ରିୟ ସିଦ୍ଧାନ୍ତ ମହାପାତ୍ର ବା ମୁନା ଭାଇ ନିଜର ଜନ୍ମ ଦିନ ରେ ନିଜ ସ୍ତ୍ରୀ ଏବଂ ପରିବାର ସହ ବେଶ୍ ଧୁମ୍ ଧାମରେ କେକେ କାଟି ତାଙ୍କ ର ଧର୍ମ ପତ୍ନୀ ମାମା ଖୁଆଉ ଥିବାର ଭିଡିଓ ତି ବର୍ତ୍ତମାନ ସମୟ ରେ ଶୋସିଆଲ୍ ମିଡିଆ ରେ ଭାଇରଲ୍ ହୋଇଛି ଏବଂ ଏହି ସେଲିବ୍ରସନ୍ ସମୟ ରେ ସେ ତାଙ୍କ ଝିଅ ପୁଅ ପରିବାର ସଦ୍ୟସମାନେ ଉପସ୍ଥିତ ଥିଲେ । ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍ ଚର୍ଚ୍ଚା ରେ ଅଛି ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ