Breaking News

ରାନୀ ପଣ୍ଡାଙ୍କର Rani Panda ଫୁଣି ଆଉ ଏକ ନୂଆ ଡ୍ୟାନ୍ସ ଭିଡିଓ ଦେଖିଲେ ଯାହାକୁ ଦେଖିଲେ ଆପଣବି ନାଚି ଉଠିବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ଜାଣିଥିବେ ।ଏବେ ରାନୀ ପୁଣି ଚର୍ଚ୍ଚା କୁ ଆସିଛନ୍ତି ।ରାନୀ ଙ୍କୁ କିଏ ଅବା ନ ଜାଣେ ରାନୀ ଓଡ଼ିଶାର ସନୀ ଲିଓନି ଭାବେ ମଧ୍ୟ ପରିଚିତ ।ରାନୀ ସବୁବେଳେ କିଛି ନା କିଛି ପାଇଁ ଚର୍ଚ୍ଚା ରେ ରହିଥାନ୍ତି।ଆପଣ ମାନେ ଜାଣିଥିବେ ରାନୀ ଜଣେ ବିବାଦୀୟ ଅଭିନେତ୍ରୀ ଭାବେ ପରିଚିତ ସେ ତାଙ୍କର ରୋକ ଠୋକ କଥା କୁ ନେଇ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି।ତେବେ ଆଜିକା ସମୟରେ ସେ କଣ ପାଇଁ ଚର୍ଚ୍ଚା ରେ ଅଛନ୍ତି ଆସନ୍ତୁ ଜାଣିବା ।

ରାନୀ ଏବେ ଗୋଟିଏ ଆଲବମ ଗୀତ କରିଛନ୍ତି ଏଥିରେ ରାନୀ ଙ୍କର ଡ୍ୟାନ୍ସ ଦେଖିଲେ ଆପଣ ମାନେ ବି ପୁରା ଅସମ୍ଭାଳ ହୋଇଯିବେ ।ତେବେ ଆସନ୍ତୁ ଭିଡ଼ିଓ ଦେଖିବା। ଆପଣ ମାନେ ସମସ୍ତେ ଦେଖିଥିବେ ରାନୀ ଙ୍କର ରୋକ ଠୋକ କଥା ଯେମିତି କାମ ମଧ୍ୟ ସେମିତି।ସେ ଦୁଖୀ ଓ ଗରିବ ଲୋକମାନଙ୍କୁ ମଧ୍ୟ ବହୁତ ସାହାଯ୍ୟ କରିଛନ୍ତି।ଆପଣ ମାନେ ଦେଖିଥିବେ ଲାକଦଉନ ରେ ରାନୀ କିଭଳି ଗରିବ ମାନଙ୍କୁ ସାହାଯ୍ୟ କରିଥିଲେ।

ତେବେ ଆପଣ ମାନେ ଜାଣିଥିବେ ରାନୀ କିଛି ଦିନ ତଳେ ଗୋଆ ଚାଲିଯାଇଥିଲେ।କିନ୍ତୁ ଏବେ ରାନୀ ଫିଲ୍ମ ଡ୍ରିମଗାର୍ଲ ର ଏକ ଆଲବମ ଶୁଟିଂ ଦିଲ କରେ ଗୁଟୁର ଗୁଟୁର ର ପାଇଁ ଓଡିଶା ଆସିଛନ୍ତି ତେବେ ସେ ତାଙ୍କ ଡ୍ୟାନ୍ସ ପାଇଁ ଆଜି ସାରା ଓଡ଼ିଶାରେ ପରିଚିତ ହୋଇପାରିଛନ୍ତି। ତେବେ ବର୍ତ୍ତମାନ ସମୟରେ ରାନୀ ପଣ୍ଡା ଗୋଟିଏ ଭିଡ଼ିଓ ସୋସିଆଲ ମିଡ଼ିଆ ରେ। ସେୟାର କରିଛନ୍ତି ।ସେ ଏହି ଭିଡିଓ ରେ ଦର୍ଶକ ମାନଙ୍କୁ ତାଙ୍କ ଫିଲ୍ମି ଦେଖିବାକୁ କହିବା ସହ ଏଥିରେ ଆକ୍ଟିଙ୍ଗ କରୁଥିବା ସମସ୍ତ ନବଗତା ନାୟକ ନାୟିକା ମାନଙ୍କ ଉତ୍ସାହ ବଢ଼ାନ୍ତୁ ବୋଲି ମଧ୍ୟ କହିଛନ୍ତି।ଆପଣ ମାନେ ଜାଣିଥିବେ ରାନୀ ପଣ୍ଡା ଜବରଦସ୍ତ ଡ୍ୟାନ୍ସ କରନ୍ତି ତେବେ ଦେଖିବା ରାନୀ କଣ ଝଲକ କରିଛନ୍ତି ଏହି ଫିଲ୍ମି ରେ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଗୁ-ରୁ-ତ-ର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ସଙ୍ଗୀତ ନିର୍ଦ୍ଦେଶକ ଗୁଡୁଲି ରଥ (Goodly Rath)

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଦୁଃଖ ର ଖବର ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ପାଇଁ , …

Leave a Reply

Your email address will not be published. Required fields are marked *