Breaking News

ପୁଣି ଫେରିଲା ଲକ୍ ଡାଉନ୍, ଏଥର ଏହି ସବୁ ନିୟମ ହେବ କଡା କଡି, ଜାଣି ରଖନ୍ତୁ ଓ ସେୟାର କରି ଅନ୍ୟମାନଙ୍କୁ ଜଣାନ୍ତୁ

ବନ୍ଧୁ ଗଣ ଆପଣ ମାନେ ଜାଣିଥିବେ ଯେ କିଭଳି ୨୦୨୦ ରେ ସାରା ସମଗ୍ର ବିଶ୍ବ ରେ ହାହା କର ପଡ଼ିଯାଇଥିଲା ଏବଂ ସବୁ ଦେଶ ରେ ଆରମ୍ଭ ହୋଇଥିଲା ସଟ୍ ଡାଉନ୍, ଲକ ଡାଉନ୍ । ହଁ ବନ୍ଧୁ ମୁଁ ଯୋଉ ବିଷୟ ରେ କହୁଚି ତାହା ଆପଣ ମାନେ ନିଜେ ଜାଣିଥିବେ ସେ ବିଷୟ ହେଉଛି କରୋନା ଭାଇରସ ଯିଏ କି ସାରା ବିଶ୍ଵ ରେ ବ୍ୟପିଯାଇଥିଲ ଯାହା ଫଳରେ କି ଲକ୍ଷ୍ୟ ଲକ୍ଷ୍ୟ ଲୋକ ପ୍ରାଣ ହରାଇଥିଲେ । ସଟ୍ ଡାଉନ୍, ଲକ ଡାଉନ୍ ଯୋଗୁ କରୋନା କୁ କଣ୍ଟ୍ରୋଲ ରେ ରହିଛି ।

କରୋନା ସମୟ ରେ ସମସ୍ତ ଦୋକାନ,ବଜାର, ହୋଟେଲ୍ ଇତ୍ୟାଦି ସବୁକିଛି ବନ୍ଦ ଥିଲା ଯାହା କି ବର୍ତ୍ତମାନ ସବୁ ଖୋଲି ଗଲାଣି । ତା ବୋଲି କରୋନା ଦୁନିଆ ରୁ ଯାଇ ନାହିଁ । ଲକ ଡାଉନ୍ ମଧ୍ୟ ସାରି ନାହିଁ ହଁ ବନ୍ଧୁ ପୁଣି ଫେରିଛି ଲକ୍ ଡାଉନ୍ । ହଁ ବନ୍ଧୁ ମହାରାଷ୍ଟ୍ର ର ଅମରାବତି ଓ ଯାବତ୍ ମାଲ୍ ରେ ଲକ୍ ଡାଉନ୍ ଆସନ୍ତା ୨୮ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ଜାରି ରହିବ । ଜିଲ୍ଲା ରେ ଦିନ କୁ ଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ର ଦେଖି ଜିଲ୍ଲାପାଳ ଦେବେନ୍ଦ୍ର ସିଂ ଆଜି ଘୋଷଣା କରିଛନ୍ତି ।

ଜିଲ୍ଲାରେ ଡିସେମ୍ବର ଠୁ ଜାନୁଆରୀ 29 ପର୍ଯ୍ୟନ୍ତ କରିବା ରେ 25 ଜଣ ଙ୍କ ମୃତ୍ୟୁ ହେଲାଣି ଏବଂ ଫେବୃଆରୀ ମାସରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି। ପାଖ ଅଞ୍ଚଳ କୁ ମଧ୍ୟ ନଜର ର ଯାଇଛି ମାତ୍ର ତିନ ଟି ସ୍ଥାନ ରୁ 500 ରୋଗୀ ଚିହ୍ନଟ ହେଲେଣି । ମହାରାଷ୍ଟ୍ର ରେ ଗତ 24 ଘଣ୍ଟା ମଧ୍ୟରେ ୪୭୮୭ ରୋଗୀ ଚିହ୍ନଟ ହୋଇଛନ୍ତି ଏହା କୁ ମିଶାଇ ସଂକ୍ରମଣ ସଂଖ୍ୟା ୨୦୭୬୦୯୩ ତେବେ ମହାରାଷ୍ଟ୍ର ରେ ୫୧୬୩୧ ଜଣ ଙ୍କ ର କରୋନା ରେ ପ୍ରାଣ ହରାଇଲେଣି ବର୍ତ୍ତମାନ ମହାରାଷ୍ଟ୍ର ରେ ସକ୍ରିୟ ସଂଖ୍ୟା ୩୮୦୧୩ କରୋନା ରୋଗୀ ଅଛନ୍ତି ।

ତେବେ ମୁମ୍ବାଇ ମହା ନଗର ରେ ଗତ ୨୪ ଘଣ୍ଟା ରେ ୭୩୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ଏଥି ସହିତ ୩୦ଜଣ ଙ୍କ ମୃତ୍ୟୁ ହୋଇଛି ଏଥି ସହିତ ମୁମ୍ବାଇ ରେ ୩୧୫୭୧୧ ରୋଗୀ ଚିହ୍ନଟ ହେଲେଣି ଏଥି ମଧ୍ୟରୁ ୧୧୪୩୮ କରୋନା ରେ ପ୍ରାଣ ହରାଇଲେଣି । ଏ ସବୁ ଭିତରେ ଗତ ୨୪ ଘଣ୍ଟା ରେ ଭାରତ ରେ୧୧୫୭୪ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି ଏଥି ମଧ୍ୟ ରୁ କେବଳ ୨ ଟି ରାଜ୍ୟ ରୁ ଅଛନ୍ତି କେରଳ ଓ ମହାରାଷ୍ଟ୍ର ରୁ ଅଛନ୍ତି ୮୬୦୦ ମହାରାଷ୍ଟ୍ର ରେ ଅଛନ୍ତି ୩୬୬୩ ଏବଂ କେରଳ ରେ ୪୯୩୭ ଜଣ ରୋଗୀ ଚିହ୍ନଟ ହୋଇଛନ୍ତିଚି । କରୋନା ର ନୂଆ strength ଯୋଗୁ ସଂକ୍ରମଣ ବଢିଥିବର୍ ଆଶଙ୍କା କରାଯାଉଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଙ୍କ ସ୍ୱାସ୍ଥ୍ୟଅବସ୍ଥା ଗୁରୁତ୍ଵର, ଏମ୍ସରେ ଭର୍ତ୍ତି ହେଲେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସାମୀ ର ବଡ ଖବର ଯେ ମନମୋହନ ସିଂ ବର୍ତ୍ତମାନ ସମୟ ରେ ଅସୁସ୍ଥ ଅବସ୍ଥା …

Leave a Reply

Your email address will not be published. Required fields are marked *