Breaking News

୩୬ ଘଣ୍ଟା ପରେ ତଦନ୍ତ ଆରମ୍ଭ, ରାଇମୋହନ ମୃ-ତ୍ୟୁ ରହସ୍ୟ କଣ ଜଣାନ୍ତୁ

ଦର୍ଶକବନ୍ଧୁ ରାଇମୋହନ ମୃ-ତ୍ୟୁ କୁ 36 ଘଣ୍ଟା ପୁରି ଯାଇଥିଲେ ମଧ୍ୟ କାରଣ ଅସ୍ପଷ୍ଟ ରହିଛି ପରିବାରରେ ସବୁ କିଛି ଠିକି ଥିଲା ହେଲେ ରାଇମୋହନ ପରିଡା କଣ ପାଇଁ ଆ-ତ୍ମ-ହ-ତ୍ୟା କଲେ ବଢିଛି ଧନ୍ଦ ବରିଷ୍ଟ ଓଲିଉଡ଼ ଅଭିନେତା ରାଇମୋହନ ପରିଡାଙ୍କ ମୃ-ତ୍ୟୁ ଦେଖା ଉଦ୍ଧାର ପରେ ପରେ ଏଥି ମଧ୍ୟରେ 36 ଘଣ୍ଟା ବିତି ଗଲାଣି କିନ୍ତୁ ତାଙ୍କର ମୃ-ତ୍ୟୁ ପଚାର ଅକାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ମଞ୍ଚେଶ୍ୱର ପୋଲିସ ରାଇମୋହନ ଙ୍କ ଲୋକଙ୍କୁ ପ୍ରାୟ ପଚାର ଉଚାର କରିଥିଲେ ମଧ୍ୟ ତାଙ୍କ ମୃ-ତ୍ୟ ପଚାର କାରଣ ପଦାକୁ ଆଣି ପରି ନାହିଁ |

ପରିବାର ଲୋକ ଙ୍କର call ଡିଟେଲସ ଯାଞ୍ଚ କରିବା ସହିତ whatsapp ରେ କଣ କଥା ହୋଇଥିଲେ ତା ମଧ୍ୟ ଟିକି ନିକି ତଥ୍ୟ ବାହାର କରିଛି ପୋଲିସ କହିବା ଅନୁସାରେ ରାଇମୋହନ ଆ-ତ୍ମ-ହ-ତ୍ୟା ର ପୂର୍ବ ଦିନ ଦୁଇ ଝିଙ୍କ ସହ କଥା ହୋଇଥିଲେ ବଡ଼ ଝିଅକୁ ମନ ପସନ୍ଦର ଖାଇବା ତିଆରି କରିବାକୁ ମଧ୍ୟ କହିଥିଲେ ପରେ ସାଙ୍ଗ ହୋଇ ରାତିରେ ସୋଇଥିଲେ ଓ ତା ପର ଦିନ ସକାଳୁ ଅର୍ଥାତ ଶୁକ୍ରବାର ଦିନ ସମସ୍ତେ ଡ୍ରେସ କିଣିବାକୁ ମାର୍କେଟ ଯିବାର ଥିଲା |

୭ ବର୍ଷର ଗାଡି ଚଳାଉଥିବା ଡ୍ରାଇଭର ଆସନ୍ତା ଜୁଲାଇ 8 ତାରିଖରେ ବାହାଘର ଥିଲା ଡ୍ରାଇଭର ଘରର ପୁଅ ଠାରୁ ଅଧିକ ଥିଲା ତେଣୁ ଡ୍ରାଇଭର ବାହାଘର ପାଇଁ ରାଇମୋହନ ପରିବାର ଉଚ୍ଚାହିତ ଥିଲେ ପରେ ସକାଳୁ ଉଠି ସମସ୍ତେ ଜଳଖିଆ ଖାଇଲେ ରାଇମୋହନ ସବୁ ଦିନ ପରି ଚୁଡା ଓ କଦଳୀ ଖାଉଥିଲା ବେଳେ ସେଦିନ ଘରେ ଚୁଡା ସାରି ଯାଇଥିଲା ଯେଉଁଥି ପାଇଁ ସେ କିଛି ଖାଇ ପାରିନଥିଲେ ଏବଂ ପତ୍ନୀ ବହୁତ ବେସ୍ତ ହୋଇ ବାହାରକୁ ଯାଇ କଣ ଖାଇବା ବୋଲି କହିଥିଲେ |

ପରେ ପତ୍ନୀ ଓ ବଡ଼ ଝିଅ ଓ ଡ୍ରାଇଭର କାରରେ ବସି ମାର୍କେଟ ଯାଇଥିଲେ 12 ସୁଦ୍ଧା ଘର କୁ ଫେରି ଆସିବେ ବୋଲି କହିଥିଲେ ଏହା ପରେ ରାଇମୋହ ସମସ୍ତଙ୍କୁ ପଠାଇ ଦେଇ ଘର କବାଟ ଭିତର ପଟୁ ଦେଇଥିଲେ ପରେ ସେମାନେ ଆସିଲା ବେଳକୁ ରାଇମୋହନଙ୍କ ଆଉ ନାହାନ୍ତି ଅପର ପାଖେ ମଞ୍ଚେଶ୍ୱର ପୋଲିସ ରାଇମୋହନ ଘର କବାଟ କିଏ ଖୋଲିଲା ଏନେଇ ତଦନ୍ତ ଆରମ୍ଭ ହୋଇଛି | ପରିବାର କହିବା ଅନୁସାରେ ରାଇମୋହନ ଘର ଲୋକଙ୍କୁ ପଠାଇବା ପରେ ଭିତର ଘରୁ କବାଟ ଦେଇଥିଲେ ପରେ ଘର ଲୋକ ଫେରିଲା ବେଳକୁ କବାଟ ଆଉଜା ହୋଇଟଥିଲା | ତେଣୁ ପ୍ରଶ୍ନ ଉଠୁଛି ରାଇମୋହନ ଘରକୁ କେଇ ଆସିଥିଲା ରାଇମୋହନ ଆ-ତ୍ମ-ହ-ତ୍ୟ କରିବେ ବୋଲି ସ୍ଥିର କରିବା ପରେ କବାଟ ଆଉଜି ଦେଇ ଆ-ତ୍ମ-ହ-ତ୍ୟା କରିଥିଲେ |

ଆଜି ପରିବାର ଲୋକଙ୍କୁ ଜେରା ପରେ ପୋଲିସ ସୂଚନା ପାଇଛି ରାଇମୋହନ କୁକୁରକୁ ବିଷୁକୁଟ ଦେବା ପାଇଁ କବାଟ ଖୋଲିଥିଲେ ବର୍ତମାନ ପର୍ଯ୍ୟନ୍ତ ମୃ-ତ୍ୟ ପଚାର ପ୍ରକୃତ ରହସ୍ୟ ବାହାରକୁ ଆସିନଥିଲା ବେଲେ ପୋଲିସ ଆଶସ୍ନା ଦେଇଛନ୍ତି ବହୁତ ଶୀଘ୍ର ତାହା ତଦନ୍ତ ହୋଇ ମୃ-ତ୍ୟୁ ପଚାର ପ୍ରକୃତ କାରଣ କଣ ଜଣ ପଡିବ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.