Breaking News

ଦେଖନ୍ତୁ ଭିଡିଓ- ଓଡ଼ିଆ ଇଣ୍ଡଷ୍ଟ୍ରି ଏହି ଲୋକପ୍ରିୟ କଳାକାର ଯୋଡି ଅଶ୍ଵିନୀ ( Aswini ) ଓ ପ୍ରେରଣା (Prerana) ବାହା ହେବା କୁ ଯାଉଛନ୍ତି !

ଆପଣ ମାନେ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅଭିନେତା ଅଶ୍ୱିନୀ । ହଁ ବନ୍ଧୁ ଅଶ୍ଵିନୀ ଜଣେ ଭଲ ଆଙ୍କର୍ । ଆପଣ ମାନେ ସମସ୍ତେ ଦେଖିଥିବେ ସମସ୍ତ ଓଡ଼ିଆ ସେରିଏଲ୍ ଭଲ ଆଙ୍କରିଙ୍ଗ କରନ୍ତି । ଅଶ୍ଵିନୀ ଅନେକ ଫିଲ୍ମ୍ କରିଛନ୍ତି ଏବଂ ଅନେକ ଆଲବମ୍ ଗୀତ ରେ ଅଭିନୟ କରିଛନ୍ତି । ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁ ନାମ ଅର୍ଜନ କରିଛନ୍ତି । ସେହିଭଳି ଅଭିନେତ୍ରୀ ପ୍ରେରଣା ହଁ ବନ୍ଧୁ ଆପଣ ମାନେ ଦେଖିଥିବେ ପ୍ରେରଣା ଙ୍କ ର ଜବରଦସ୍ତ ଆଙ୍କରିଙ୍ଗ ଏବଂ ଅଭିନୟ କରିବାର । ପ୍ରେରଣା ଅନେକ ଫିଲ୍ମ୍ ରେ ରୋଲ କରିଛନ୍ତି । ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବହୁ ନାମ ଅର୍ଜନ କରିଛନ୍ତି ।


ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତିଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣା ଶୁଣା ଲୋକପ୍ରିୟ ଅଭିନେତା ଅଶ୍ୱିନ ଏବଂ ଓଡ଼ିଆ ଇଣ୍ଡଷ୍ଟ୍ରି ଜଣା ଶୁଣା ଅଭିନେତ୍ରୀ ଲୋକ ପ୍ରିୟ ପ୍ରେରଣା ।ବର୍ତମାନ ଏହି ସୂଚନା ଟି ବହୁ ପ୍ରଚୁର ଭାଇରାଲ୍ ହେଉଛି ସୋସିଆଲ ମିଡିଆରେ । ସୋସିଆଲ ମିଡିଆରେ ଏହି ଦୁଇ ଜଣ ଙ୍କ ବିବାହ ଫଟୋ ଭାଇରାଲ ହୋଇଛି। କିନ୍ତୁ ଏହା ରେଏଲ୍ ବିବାହ ନୁହେଁ ଏହା ହେଉଛି ମ୍ୟୁଜିକ ଆଲବମ୍ ର ଭିଡିଓ ଯେଉଁଥିରେ କି ସେମାନେ ସେଥିରେ ବିବାହ କରିଥିବା ର ଦୃଶ୍ୟ ଦେଖି ବାକୁ ମିଳିଛି ।

ରିଅଲ ଲାଇଫ ରେ ଏହି ଦୁଇ ଜଣ ବିବାହ କରିବେ । ସେ ଦୁହେଁ ଦୁହିଁ ଙ୍କୁ ପରସ୍ପର ଭଲ ପାଉଛନ୍ତି । ଦୀର୍ଘଦିନ ଧରି ସେ ତାଙ୍କ ରେଲସନ୍ ଶିପ୍ ରେ ଅଛନ୍ତି ଖୁବ୍ ଶୀଘ୍ର ବିବାହ କରିବାର ଖବର ଶୁଣିବାକୁ ମିଳିଛି ବୋଲି ଜଣା ପଡିଛି । ପ୍ରେରଣା ବର୍ତମାନ ମ୍ୟୁଜିକ୍ ଆଲବମ୍ କରୁଛନ୍ତି ଯେଉଥିରେ ସେ ଦୁହେଁ ଏକାଠି ନଜର ଆସୁଛନ୍ତି । ଖୁବ୍ ଶୀଘ୍ର ଏହି ମ୍ୟୁଜୀକ ଆଲବମ୍ ଭିଡିଓ ଟି ରିଲିଜ ହବା କୁ ଯାଉଚି ।

ଏହି ମ୍ୟୁଜିକ୍ ଆଲବମ୍ ଭିଡିଓ ଟି ହେଉଛି ଫଗୁଣ ରେ ଫଗୁଣ ମୁଁ ଦେଇଛି ସିନ୍ଦୂର ଜନମ ଜନମ ପାଇଁ ମୁଁ ହେଲି ତୁମର । ଏହି ମ୍ୟୁଜୀକ୍ ଆଲବମ୍ ଟି ଖୁବ୍ ଶୀଘ୍ର ଦେଖିବାକୁ ମିଳିବ । ଏହି ଦୁଇ ଜଣ ବହୁ କମ ସମୟ ରେ ଲୋକପ୍ରିୟ ହାସଲ କରିପାରିଛନ୍ତି । ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏହି ଦୁଇ ଜଣ ବହୁତ୍ ନାମ ଅର୍ଜନ କରିଛନ୍ତି ଆସୁଥିବା ଏହି ନୂଆ ମ୍ୟୁଜିକ୍ ଆଲବମ୍ ଭିଡିଓ ଟି ବହୁତ୍ ଭାଇରାଲ ହବ ବୋଲି ଆଶା କରାଯାଉଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *