ଆସନ୍ତୁ ଆଜି ଜାଣିବା ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ହିରୋଇନ୍ ମାନଙ୍କ ବିଷୟ ରେ ସେମାନେ କେତେ ପାଠ ପଢ଼ିଛନ୍ତି ଏବଂ କେଉଁ କଲେଜ ରେ ପାଠ ପଢୁଥିଲେ ଆସନ୍ତୁ ପ୍ରଥମେ ଜାଣିବା ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣା ଶୁଣ। ଅଭିନେତ୍ରୀ ଏଲିନା ସମନ୍ତରାୟ । ଆପଣ ମାନେ ସମସ୍ତେ ଏଲିନା ଙ୍କ ଜବରଦସ୍ତ ଅଭିନୟ ଦେଖିଥିବେ ।
ଏଲିନା ସାମନ୍ତରାୟ ରେଭେନ୍ସା ବିଶ୍ଵ ବିଦ୍ୟାଳୟ ରେ ଗ୍ରାଯୁଏସନ୍ ସମାପ୍ତ କରି ବର୍ତ୍ତମାନ ସେ ଫିଲ୍ମ ଲାଇନ ରେ ବ୍ୟସ୍ତ ଅଛନ୍ତି ।
ତା ପରେ ଆସୁଛନ୍ତି ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ । ହଁ ବନ୍ଧୁ ଆପଣ ମାନେ ଦେଖିଥିବେ ବାବୁଶାନ୍ ଙ୍କ ସହ ଅନେକ ଫିଲ୍ମ ରେ ଝିଲିକ୍ ଙ୍କ ଜବରଦସ୍ତ ଅଭିନୟ । ଆପଣ ଜାଣିଥିବେ ଝିଲ୍ଲିକ ଓଡ଼ିଆ ନ ହୋଇ ମଧ୍ୟ ଓଡ଼ିଆ ଫିଲ୍ମ ରେ ନଂ1 ଅଭିନେତ୍ରୀ ଭାବେ ପରିଚିତ । ବର୍ତମାନ ଝିଲ୍ଲିକି ଭଟ୍ଟାଚାର୍ଯ୍ୟ ତାଙ୍କ ସ୍ବାମୀ ସହ ଦିଲ୍ଲୀ ରେ ରହୁଛନ୍ତି। ଝିଲ୍ଲିକି ଭଟ୍ଟାଚାର୍ଯ୍ୟ ଭାରତ ନାଟ୍ୟମ କଲେଜ ରେ ଈଂଲିଶ୍ ହନର୍ସ ରେ ଗ୍ରାଯୁଏସନ୍ ସଂପୂର୍ଣ୍ଣ କରିଥିଲେ ।
୩ୟ ରେ ଆସୁଛନ୍ତି ଶୀତଲ । ଶୀତଲ ହେଉଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି ଜଣା ଶୁଣା ଅଭିନେତ୍ରୀ ସେ ବହୁ ଓଡ଼ିଆ ଫିଲ୍ମ କରିଛନ୍ତି । ବାବୁଶାନ୍ ସହ ଅନେକ ଫିଲ୍ମ୍ କରିଛନ୍ତି ସମସ୍ତ ଫିଲ୍ମ୍ ମଧ୍ୟ ସୁପର ହିଟ ହେଇଚି । ଆପଣ ମାନେ ମଧ୍ୟ ଦେଖିଥିବେ ଶୀତଲ ଙ୍କ ଜବରଦସ୍ତ ଅଭିନୟ ଏବଂ ନାଚ। ଶୀତଲ ଭୁବନେଶ୍ୱର ରହି ବିଜେପି ଅଟୋମନସ୍ କଲେଜ ରେ ଗ୍ରାଯୁଏସନ୍ ସଂପୂର୍ଣ୍ଣ କରିଥିଲେ ।
୪- ତମନା
ଆପଣ ମାନେ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣା ଶୁଣା ଅଭିନେତ୍ରୀ ତମାନା । ସେ ଓଡ଼ିଆ ଫିଲ୍ମ୍ ରେ ଜବରଦସ୍ତ ଅଭିନୟ କରିଛନ୍ତି । ସେ ଗ୍ରାଯୁଏସନ୍ ସମ୍ପୂର୍ଣ୍ଣ କରି ବର୍ତ୍ତମାନ ଫିଲ୍ମ୍ ଲାଇନ ବ୍ୟସ୍ତ ଅଛନ୍ତି ।
୫-ରିୟା
ଆପଣ ମାନେ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣା ଶୁଣା ଅଭିନେତ୍ରୀ ରିୟା । ସେ ଅନେକ ଫିଲ୍ମ୍ କରିଛନ୍ତି । ରିୟା ବାବୁଶାନ୍ ଏବଂ ଅମ୍ଳାନ ଙ୍କ ସହ ଅନେକ ଫିଲ୍ମ୍ କରିଛନ୍ତି ତା ମଧ୍ୟ ସୁପର ହିଟ୍ ହୋଇଛି। ରିୟା ବାଲେଶ୍ଵର କଲେଜ ରେ ଗ୍ରାଯୁଏସନ୍ ସମ୍ପୂର୍ଣ୍ଣ କରିଛନ୍ତି। ସେ ବର୍ତ୍ତମାନ ସୁଟିଂ ସେଟ୍ ରେ ବ୍ୟସ୍ତ ଅଛନ୍ତି ।ବର୍ତ୍ତମାନ ତାଙ୍କର ନୂଆ ଫିଲ୍ମ୍ ସୁଟିଂ ଚାଲିଛି ।
୬-ବର୍ଷା
ଆପଣ ମାନେ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣା ଶୁଣା ଅଭିନେତ୍ରୀ ବର୍ଷା । ସେ ଅନେକ ଫିଲ୍ମ୍ କରିଛନ୍ତି ଅନୁଭବ ଙ୍କ ସହ ଏବଂ ସମସ୍ତ ଫିଲ୍ମ୍ ସୁପର ହିଟ ହୋଇଛି । ବର୍ଷା କଟକ ରେ ରହି ପିଜି କରୁଥିଲେ ।
୭-ଅର୍ଚ୍ଚିତା
ଆପଣ ମାନେ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣା ଶୁଣା ଅଭିନେତ୍ରୀ ଅର୍ଚ୍ଚିତା । ଅର୍ଚ୍ଚିତା ଅନେକ ଫିଲ୍ମ୍ କରିଛନ୍ତି ଏବଂ ସମସ୍ତ ଫିଲ୍ମ୍ ମଧ୍ୟ ସୁପର ହିଟ ହୋଇଛି ।ଅର୍ଚ୍ଚିତା ଭୁବନେଶ୍ୱର ରହି କୀଟ ରେ ବି. ଟେକ୍ ଗ୍ରାଯୁଏସନ୍ ସମ୍ପୂର୍ଣ୍ଣ କରିଛନ୍ତି ।
୮-ଭୂମିକା
ଆପଣ ମାନେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ଶିଶୁ କଳାକାର ଭାବେ ପ୍ରଥମ ରୁ ଦେଖି ଆସୁଚେ ।ସେ ଅନେକ ଫିଲ୍ମ୍ କରିଛନ୍ତି ଏବଂ ସମସ୍ତ ଫିଲ୍ମ୍ ମଧ୍ୟ ସୁପର ହୋଇଛି। ଭୂମିକା ଙ୍କ ର ବର୍ତ୍ତମାନ ପାଠ ପଢ଼ା ଜାରି ରହିଛି ।
୯- ଶିବାନୀ
ଆପଣ ମାନେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ଶିଶୁ କଳାକାର ଭାବେ ପ୍ରଥମ ରୁ ଦେଖି ଆସୁଚେ ।ସେ ଅନେକ ଫିଲ୍ମ୍ କରିଛନ୍ତି ଏବଂ ସମସ୍ତ ଫିଲ୍ମ୍ ମଧ୍ୟ ସୁପର ହୋଇଛି। ବର୍ତମାନ ଶିବାନୀ ଙ୍କ ପାଠ ପଢ଼ା ଜାରି ରହିଛି ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ