ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଓଲିଉଡ ସିରିଏଲ ଜଗତରେ ବହୁତ ଭଲ କଳାକାର ମାନେ ଅଛନ୍ତି।ଏହି କଳାକାର ମାନେ ନିଜର ବ୍ୟକ୍ତିଗତ ଜୀବନ କୁ ନେଇ ସବୁ ବେଳେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ରହିଥାନ୍ତି।ଆମେ ଆଜି ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀ ଙ୍କର ବିଷୟରେ କହିବାକୁ ଯାଉଛୁ ସେ ଏହି କିଛି ଦିନ ହେବ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ରେ ଅଛନ୍ତି।ତେବେ ଆସନ୍ତୁ ଜାଣିବା ସେ କିଏ।
ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡ଼ିଆ ସିରିଏଲ କୁଆଁରୀ ବୋହୁ ଦେଖିଥିବେ।
ଏହି ସିରିଏଲ ରେ କବିତା ଅପା ଙ୍କର ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଜଣଙ୍କୁ ଆପଣ ମାନେ ନିଶ୍ଚୟ ଦେଖିଥିବେ। ଏହି ଅଭିନେତ୍ରୀ ଜଣକ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି ।ତେବେ କଣ ପାଇଁ ଚର୍ଚ୍ଚା ରେ ଅଛନ୍ତି ଆସନ୍ତୁ ଜାଣିବା।
ଆପଣ ମାନେ ଏହି ସିରିଏଲ ରେ ଅଭିନୟ କରିଥିବା କବିତା ଅପା ଙ୍କୁ ଦେଖିଥିବେ।।
ଏବେ କିଛି ଦିନ ତଳେ କବିତା ଜଣେ ନାମୀ ବିଜିନେଶ ମ୍ୟାନ ଙ୍କୁ ବିବାହ କରିଥିଲେ ତାଙ୍କ ନାମ ହେଉଛି ସାଗର ।ସେ ବିବାହ କରି ସାରି ଏବେ କଟକ ରେ ତାଙ୍କ ଶାଶୁ ଘରେ ରହୁଛନ୍ତି।ତେବେ ବିବାହ ପରେ କବିତା ଅପା ଙ୍କର ଗୋଟିଏ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରଲ ହେଉଛି।ତେବେ କବିତା ବିବାହ ପରେ ପ୍ରଥମ ଥର ତାଙ୍କ ସ୍ୱାମୀ ଙ୍କ ସହ ଜିମ ରେ ନଜର ଆସିଛନ୍ତି।
ଜିମ ରେ ଦୁହେଁ ବହୁତ ପରିଶ୍ରମ କରୁଥିବାର ନଜର ଆସିଛନ୍ତି।ତାଙ୍କର ଏହି ଜିମ ଫଟ ଟି ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି।କବିତା ଙ୍କର ଫ୍ୟାନ ମାନେ ଏହି ଫଟ ଟିକୁ ବହୁତ ପସନ୍ଦ କରିଛନ୍ତି।କବିତା ଙ୍କର ଏହି ଭିଡ଼ିଓ ପ୍ରବଳ ମାତ୍ରାରେ ସୋସିଆଲ ମିଡ଼ିଆ ରେ ଭାଇରଲ ହେଇଛି।ବିବାହ ପରେ କବିତା ତାଙ୍କ ଫିଟ ନେସ ଜାରି ରଖିଛନ୍ତି।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ