Breaking News

ବଲିଓଡର ୫ ଲୋକ ପ୍ରିୟ ଶାଳି ଭିଣୋଇ ଯୋଡି – ୩ୟ ଯୋଡିଙ୍କୁ ଦେଖିଲେ ବିଶ୍ଵାସ କରି ପାରିବେ ନାହିଁ

ଆପଣ ମାନେ ସମସ୍ତେ ଜାଣିଥିବେ ବଲିଉଡ ହେଉଛି ବହୁତ ବଡ଼ ପ୍ଲାର୍ଟଫର୍ମ ଏହି ବଲିଉଡ ଜଗତରେ ବହୁତ ନାମୀ ଦାମୀ କଳାକାର ମାନେ ଅଛନ୍ତି।ଏହି ବଲିଉଡ ଜଗତରେ ଏମିତି କିଛି କଳାକାର ଅଛନ୍ତି ଯେଉଁ ମାନେ ରିଲେସନ ସିପ୍ ର ବହୁତ ପାଖରେ ରହିଛନ୍ତି ,ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି କଳାକାର ଙ୍କର ବିଷୟରେ କହିବୁ ଯାହାକି ସେମାନେ ଭାଇ ଭଉଣୀ ଆପଣ ମାନେ ଏମାନଙ୍କ ବିଷୟରେ ଜାଣିନଥିବେ।


ଏହି ବଲିଉଡ ଜଗତରେ ବହୁତ ସେଲିବ୍ରେଟି ମାନେ ରହିଛନ୍ତି ଯେଉଁମାନେ ତାଙ୍କ ନିଜ ଭିତରେ ବହୁତ ଭଲ ସମ୍ପର୍କ ରହିଛି।ତେବେ ଏହି ଲିଷ୍ଟ ରେ ପ୍ରଥମ ସ୍ଥାନରେ ରହିଛନ୍ତି ଲୋକପ୍ରିୟ ଅଭିନେତା ଅଜୟ ଦେବଗନ ଓ ଲୋକପ୍ରିୟ ଅଭିନେତ୍ରୀ ରାନୀ ମୁଖାର୍ଜୀ।ସେମିତି ଆପଣ ମାନେ ଜାଣିଥିବେ ବଲିଉଡ ଜଗତରେ ଅଜୟ ଓ କାଜଲ ଙ୍କର ମଧ୍ୟ ବହୁତ ଭଲ ସମ୍ପର୍କ ରହିଛି। ତାଙ୍କ କାକା ଙ୍କର ଝିଅ ହେଉଛନ୍ତି ରାନୀ ଏବଂ ଅଜୟ ଙ୍କର ଭଉଣୀ ଅଟନ୍ତି।


ଏହିପରି ଆମେ ଯଦି ଦେଖିବା ଉଦୟ ଚୋପ୍ରା ଓ ରାନୀ ମୁଖାର୍ଜୀ ଫିଲ୍ମି ଫିଲ୍ମ ମୁଝସେ ଦୋସ୍ତି କରୋଗୀ ରେ ରାନୀ ଙ୍କୁ ସେ ଭଲ ପାଉ ଥିବା ବେଳେ ପରେ ହ୍ରୀତିକ୍ ଙ୍କୁ ବିବାହ କରୁଛନ୍ତି।ତେବେ ଆମେ ଯଦି ରିଅଲ ଲାଇଫ ରେ ଦେଖିବା ବର୍ତ୍ତମାନ ସମୟରେ ରାନୀ ଉଦୟ ଙ୍କର ଭାଉଜ ହେବେ।


ତେବେ ଆପଣ ମାନେ ଜାଣିଥିବେ ଓଲିଉଡ ଜଗତରେ ଅଜୟ ଦେବଗନ ଓ ରାନୀ ମୁଖାର୍ଜୀ ଙ୍କର ଯୋଡିଙ୍କୁ ଲୋକମାନେ ବହୁତ ପସନ୍ଦ କରିଥାନ୍ତି।କିନ୍ତୁ ବର୍ତ୍ତମାନ ଏହି ଦୁଇଜଣ ରିଅଲ ଲାଇଫ ରେ ଭିଣେଇ ଓ ସାଳି ସମ୍ପର୍କରେ ବନ୍ଧା ହୋଇଛନ୍ତି।ଏହିପରି ସୈଫ୍ ଅଲ୍ଲୀ ଖାନ୍ ଏବଂ କରିସ୍ମା କୋପୁର ଙ୍କର କରିନା ଙ୍କର ସହ ବିବାହ ପୂର୍ବରୁ କରିସ୍ମା ଙ୍କର ସହିତ ଯୋଡି ଦର୍ଶକ ମାନେ ଖୁବ ପସନ୍ଦ କରୁଥିଲେ।ସେ ବହୁତ ବର୍ଷ ଧରି କରିସ୍ମା ଙ୍କର ସହ ଅନ ସ୍କିନ ରେ ରୋମାନ୍ସ କରୁଥିବା ବେଳେ ପରେ ତାଙ୍କ ଭଉଣୀ କରିନା ଙ୍କୁ ବିବାହ କରିଥିଲେ।

 

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବୁଢ଼ୀ ହେଲେଣି କିନ୍ତୁ ଆଜି ଯାଏଁ ବିବାହ କରି ନାହାନ୍ତି ଏହି ଓଡ଼ିଆ ହିରୋଇନି ମାନେ !

ନମସ୍କାର ଦର୍ଶକବନ୍ଧୁ ଆମ ଅଲିଉଡ଼ ଇଣ୍ଡଷ୍ଟ୍ରି ର ବହୁ ସାରା ହିରୋଇନି ମାନେ ଅଛନ୍ତି ଯେଉଁ ମାନେ ବିଭାହ ପାଇଁ …

Leave a Reply

Your email address will not be published.