ନିକଟରେ ବିସିସିଆଇ ଅଭିନେତ୍ରୀ ଜିଆ ଖାନଙ୍କ ଉପରେ ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିଛି। ଯାହା ପରେ ଜିଆ ଖାନ ପୁଣି ଥରେ ହେଡଲାଇନରେ ସ୍ଥାନ ପାଇଛନ୍ତି | ଜିଆ ଖାନ ୨୫ ବର୍ଷ ବୟସରେଆତ୍ମ-ହ -ତ୍ୟାକରିଥିଲେ। ତାଙ୍କମୃ ତ୍ୟୁର ପାଖାପାଖି ସାତ ବର୍ଷ ବିତିଗଲାଣି | କିନ୍ତୁ ଏପର୍ଯ୍ୟନ୍ତମୃ – ତ୍ୟୁର ସମାଧାନ ହୋଇପାରି ନାହିଁ। ନିକଟରେ ଜିଆଙ୍କ ଡକ୍ୟୁମେଣ୍ଟାରୀର ଦ୍ୱିତୀୟ ଭାଗ ଦେଖାଦେଇଛି | ଯେଉଁଥିରେ ଜିଆଙ୍କ ଭଉଣୀ ସାଜିଦ ଖାନଙ୍କ ବିଷୟରେ ଅନେକ ଖୁଲାସା କରିଛନ୍ତି।