Breaking News

ଫିଲ୍ମ ନିର୍ଦେଶକ ହିରୋଇନ କୁ କହିଲେ ଏମିତି କିଛି …

ନିକଟରେ ବିସିସିଆଇ ଅଭିନେତ୍ରୀ ଜିଆ ଖାନଙ୍କ ଉପରେ ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିଛି। ଯାହା ପରେ ଜିଆ ଖାନ ପୁଣି ଥରେ ହେଡଲାଇନରେ ସ୍ଥାନ ପାଇଛନ୍ତି | ଜିଆ ଖାନ ୨୫ ବର୍ଷ ବୟସରେଆତ୍ମ-ହ  -ତ୍ୟାକରିଥିଲେ। ତାଙ୍କମୃ  ତ୍ୟୁର ପାଖାପାଖି ସାତ ବର୍ଷ ବିତିଗଲାଣି | କିନ୍ତୁ ଏପର୍ଯ୍ୟନ୍ତମୃ – ତ୍ୟୁର ସମାଧାନ ହୋଇପାରି ନାହିଁ। ନିକଟରେ ଜିଆଙ୍କ ଡକ୍ୟୁମେଣ୍ଟାରୀର ଦ୍ୱିତୀୟ ଭାଗ ଦେଖାଦେଇଛି | ଯେଉଁଥିରେ ଜିଆଙ୍କ ଭଉଣୀ ସାଜିଦ ଖାନଙ୍କ ବିଷୟରେ ଅନେକ ଖୁଲାସା କରିଛନ୍ତି।

 

About admin

Check Also

ଭିଡିଓ ଦେଖନ୍ତୁ – Live ଭିଡିଓରେ ଆସି ତାରା, ତାରିଣୀ ଓ ତୁଷାର (Suman, Asima, Spalin Mishra) ତାଙ୍କ ପ୍ରେମ ର ଖୁଲାସା କରିଲେ

ଦର୍ଶକ ବନ୍ଧୁ ଆଜି ଆମ ଜାଣିବା ତରଙ୍ଗ ଟିଭି ର ଅଭିନେତା ତୁଷାର ଓ ଅଭିନେତ୍ରୀ ତାରା ଓ ତାରିଣୀ …

Leave a Reply

Your email address will not be published. Required fields are marked *