ଆପଣ ମାନେ ସମସ୍ତେ ଓଲିଉଡ ଜଗତର ଚର୍ଚ୍ଚିତ ଅଭିନେତ୍ରୀ ରିୟା ଙ୍କୁ ଜାଣିଥିବେ।ସେ ତାଙ୍କର ସୁନ୍ଦର ଅଭିନୟ ପାଇଁ ଆଜି ଓଲିଉଡ ଜଗତରେ ଲୋକପ୍ରିୟ ହେଇପାରିଛନ୍ତି।ଓ ତାଙ୍କର ବହୁତ ଫ୍ୟାନ ମଧ୍ୟ ରହିଛନ୍ତି ।ରିୟା ଓଲିଉଡ ଜଗତରେ ହ ଟ। କୁଇନ ଭାବେ ପରିଚିତ।ଆଜି ଆମେ ଏହି ଖବର ମାଧ୍ୟମରେ ଜାଣିବାକୁ ଯାଉଛୁ କି କିଭଳି ଭାବେ ଅଭିନେତ୍ରୀ ରିୟା ଏବଂ ପ୍ରିୟା ନିଜର ଏହି ଭିଡ଼ିଓ କୁ ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଛନ୍ତି ସେ କଣ ଜଣାଇଛନ୍ତି ଆସନ୍ତୁ ଜାଣିବା।ତେବେ ଡେରି ନ କରି ସିଧା ଯିବା ଟପିକ ଉପରକୁ।
ତେବେ ଆପଣ ମାନେ ଓଡ଼ିଆ ଇଣ୍ଡଷ୍ଟ୍ରି ର ଏହି ଦୁଇ ଲୋକପ୍ରିୟ କଳାକାର ଙ୍କୁ ନିଶ୍ଚୟ ଜାଣିଥିବେ ରିୟା ଦେ ଏବଂ ପ୍ରିୟା ଚୌଧୁରୀ।ଏହି ଦୁଇଜଣ ତାଙ୍କର ସୁନ୍ଦର ଅଭିନୟ ପାଇଁ ଆଜି ସାରା ଓଡ଼ିଶାରେ ପରିଚିତ ହୋଇଛନ୍ତି।ଆହୁରି ମଧ୍ୟ ବହୁ ସଫଳତା ହାସଲ କରିଛନ୍ତି।ଏବେ ରିୟା ଓ ପ୍ରିୟା ଙ୍କୁ ଖୁବ ଶିଘ୍ର ଆପଣ ମାନେ ଗୋଟିଏ ପରଦାରେ ଦେଖିବାକୁ ପାଇବେ।ଏହି ଦୁଇଜଣ ଆଗକୁ ଆସୁଥିବା ଫିଲ୍ମି ଲାଗେ ପ୍ରେମ ନଜର ‘ ନଜର ଆସିବେ।ଆପଣ ମାନେ ଜାଣିଥିବେ ଏହି ଦୁଇ ଅଭିନେତ୍ରୀ ଖୁବ ସୁନ୍ଦର ଅଭିନୟ କରନ୍ତି ତେବେ ଦେଖିବାର ଅଛି ଏହି ଫିଲ୍ମି ରେ କଣ ସବୁ ଧମାଲ କରିଛନ୍ତି।
ଯାହାକୁ ନେଇ ସେ ଦୁଇ ଜଣ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଅଦ୍ଧ ରାତି ରେ ଏକ ଭିଡିଓ କରି ଥିଲେ । ଏହି ଦୁଇ ଅଭିନେତ୍ରୀ ତାଙ୍କର ନିଜ ସୋସିଆଲ ଆକାଉଣ୍ଟ ରେ ରାତି ଅଧ ରେ ଲାଇଭ ଆସି ଏନେଇ ତାଙ୍କ ଫ୍ୟାନ ମାନଙ୍କୁ ଜଣାଇଛନ୍ତି ଏବଂ ଏହି ଦୁଇଜଣ ସୁଟିଙ୍ଗ ସେଟ ରେ ମସ୍ତି କରୁଥିବାର ଫଟ ମଧ୍ୟ ସେୟାର କରିଥିଲେ ଓ ବହୁତ ଧୁମ ଧାମ ରେ ଫିଲ୍ମି ସୁଟିଙ୍ଗ ସେସ ହୋଇ ଆସିଲାଣି ତେବେ ଦେଖାଯାଉ କଣ ସବୁ କମାଲ ଆଉ ଧମାଲ କରିଛନ୍ତି ଏହି ଦୁଇ ସଫଳ ଅଭିନେତ୍ରୀ ତାହା ଦେଖିବାର ରହିଲା।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ