Breaking News

Priyanka Chopra ଫିଲ୍ମି ଫେଷ୍ଟିଭାଲ ରେ ସମସ୍ତଙ୍କ ଆଗରେ ଲଜ୍ଜିତ ହେଲେ, ତାଙ୍କ ଚେନ ଛିଣ୍ଡିଗଲା…

ବଲିଉଡ ଜଗତର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ପୋଷାକ ପିନ୍ଧିବାକୁ ନେଇ ସବୁ ବେଳେ ଚର୍ଚ୍ଚା ରେ ରହିଥାନ୍ତି।ଆମେ ଯେତେବେଳେ ରେଡ଼ କାର୍ପେଟ କଥା କହୁ ସେତେବେଳେ ପ୍ରିୟଙ୍କା ଙ୍କର ଚେହେରା ଅଲଗା ଲାଗିଥାଏ।ପ୍ରିୟଙ୍କା ସବୁବେଳେ ଛୋଟ ଡ୍ରେସ ପିନ୍ଧି ଚର୍ଚ୍ଚା ରେ ରହିଥାନ୍ତି।ପ୍ରିୟଙ୍କା ଫିଲ୍ମ ଫେଷ୍ଟିଭାଲ ସହ ଜଡିତ ଏକ ଘଟଣା ସେୟାର କରିଛନ୍ତି,।

ବର୍ତ୍ତମାନ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ସବୁବେଳେ ସୋସିଆଲ ମିଡ଼ିଆ ରେ ସକ୍ରିୟ ରହୁଛନ୍ତି।ସେ ବହୁତ ସମୟ ରେ ତାଙ୍କର କିଛି ପୁରୁଣା ସ୍ମୃତି କୁ ସେ ତାଙ୍କ ଫ୍ୟାନ ମାନଙ୍କ ସହ ସେୟାର କରୁଛନ୍ତି।ଏବେ ଆମେ ଏମିତି ଗୋଟିଏ ଖବର କହିବୁ ଯାହାକି ପ୍ରିୟଙ୍କା ଗୋଟିଏ ଘଟଣା ବିଷୟରେ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ ।ଯେଉଁଥିରେ ସେ ଲଜ୍ଜିତ ହେବାରୁ ଅଳ୍ପ କେ ବଞ୍ଚିଯାଇଛନ୍ତି।

ଏବେ କିଛି ଦିନ ତଳେ ଅଭିନେତ୍ରୀ ପ୍ରିୟଙ୍କା ତାଙ୍କ ଇଂସ୍ଟଗ୍ରାମ ଆକାଉଣ୍ଟ ରେ କାନ୍ସ ସମୟରେ ତାଙ୍କର ଏକ ଫୋଟ ସେୟାର କରିଥିଲେ।ଏହି ଫଟ ସେୟାର କରିବା ସହ ସେ ଏକ ଘଟଣା ବିଷୟରେ କହିଥିଲେ।ସେ କହିଥିଲେ‘ମୁଁ ବାହାରୁ ଶାନ୍ତ ଦେଖାଯାଉଛି କିନ୍ତୁ ଭିତରୁ ବହୁତ ବିରକ୍ତ ହେଉଥିଲି, କିନ୍ତୁ ଏହା କେହି ଜାଣନ୍ତି ନାହିଁ।


ପ୍ରିୟାଙ୍କ ଆହୁରି ମଧ୍ୟ କହିଛନ୍ତି ଗତ ବର୍ଷ କାନ୍ସରେ ରେଡ୍ କାର୍ପେଟରେ ଯିବାକୁ ମୋ ପାଖରେ ମାତ୍ର କିଛି ମିନିଟ୍ ବାକି ଥିବାବେଳେ ଏସବୁ ଘଟିଲା ଏହେ ପରେ ସେ କହିଲେ ଏହାର ସମାଧାନ ମଧ୍ୟ ହେଲା ।ସେ କହିଛନ୍ତି ଏହାର ସମାଧାନ ମୋର ଚମତ୍କାରିଦଳ ଏହି ଡ୍ରେସ କୁ 5 ମିନିଟ ରେ ସିଲେଇ କରି ପୂର୍ବ ଭଳି କରିଦେଇଥିଲେ।


ଆମେ ଏଠି ଆପଣ ମାନଙ୍କୁ କହି ରଖୁଛୁ କି ପ୍ରିୟଙ୍କା ଚୋପ୍ରା ତାଙ୍କ ସ୍ମୃତି ବହି ‘ଅନ ଫିନିସ୍ଡ’ ରେ ଏହିପରି ଅନେକ କାହାଣୀ ସେୟାର କରିଛନ୍ତି।ଆପଣ ମାନେ ଜାଣିଥିବେ ପ୍ରିୟଙ୍କା ସବୁବେଳେ ନିଜର ପୋଷାକ ପିନ୍ଧିବା କୁ ନେଇ ଚର୍ଚ୍ଚା ରେ ରହିଥାନ୍ତି।ସେ ତାଙ୍କର ସବୁ କାହାଣୀ ପ୍ରାୟ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରନ୍ତି ଅଗାମୀ ଦିନରେ ପ୍ରିୟଙ୍କା ବହୁତ ଗୁଡିଏ ହଲିଉଡ଼ ଫିଲ୍ମି ରେ ମଧ୍ୟ ନଜର ଆସିବେ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *