ଆପଣ ମାନେ ସମସ୍ତେ ଆଚାର୍ଯ୍ୟ ଚାଣକ୍ୟ ଙ୍କ ବିଷୟରେ ଅଳ୍ପ ବହୁତ ଜାଣିଥିବେ ।ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ପାଇଁ ବହୁତ କିଛି ବଡ କାମ କରିଥିଲେ ।ଚାଣକ୍ୟ ବହୁତ ଚାଲାଖ ଲୋକ ଥିଲେ ।ତାଙ୍କର ବହୁତ ଗୁଡିଏ ନୀତି ରହିଛି ତାଙ୍କ ନୀତି ଅନୁସାରେ ଯେଉଁ ଲୋକମାନେ କାମ କରନ୍ତି ସେ ସବୁବେଳେ ସଫଳ ହୋଇଥାନ୍ତି।ଆପଣ ମାନେ ଜାଣିଥିବେ ଆଜି କା ଏଇ ଆଧୁନିକ ଯୁଗରେ ଟଙ୍କା ନଥିଲେ ଆପଣ କିଛି ବି ହାସଲ କରିପାରିବେ ନାହିଁ।ତେଣୁ ଆଜି ଆମେ ଚାଣକ୍ୟ ଙ୍କର ଏମିତି ଗୋଟିଏ ନୀତି ବିଷୟରେ କହିବୁ ଯାହା କି ଆପଣ ମାନେ ମାନିବ ଦ୍ୱାରା ଅର୍ଥ ର ଅଭାବ ରହିବ ନାହିଁ।
ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ମଣିଷକୁ ବଞ୍ଚିବାକୁ ଯେମିତି ଅମ୍ଳଜାନ ଦରକାର ହୋଇଥାଏ ସେମିତି ତାକୁ ଟଙ୍କା ବି ଦରକାର ହୋଇଥାଏ।ନିଜର ପରିବାରକୁ ଆଉ ନିଜେ ସୁଖରେ ରହିବାକୁ ହେଲେ ଟଙ୍କା ନିହାତି ଭାବେ ଆବଶ୍ୟକ ହୋଇଥାଏ।ଟଙ୍କା ରୋଜଗାର କରିବା ପାଇଁ ଗୋଟିଏ ବୟସ ରହିଥାଏ ଆପଣ ମାନେ ଯଦି ଏହି ବୟସ କୁ ଠିକ୍ ସେ ବ୍ୟବହାର କରିବେନି ତାହେଲେ ଆପଣ ମାନେ ସବୁବେଳେ ଧନ ର ଅଭାବ ର ସମୁଖୀନ ହେବେ ଓ ଆପଣ ଙ୍କର ସନମାନ କମିଥାଏ।
ଚାଣକ୍ୟ କହିଛନ୍ତି ଆପଣ ମାନଙ୍କୁ ବହୁତ ଲୋକ ଦେଖିବେ କହୁଥିବେ ଯେ ଧନ ଦ୍ୱାରା ଆପଣ କେବେ ଖୁସି ରେ ରହିପାରିବେ ନାହିଁ।କିନ୍ତୁ ଏହା ସମ୍ପୂର୍ଣ୍ଣ ରୂପରେ ଭୁଲ ଆପଣ ମାନେ ଜାଣିଥିବେ ମଣିଷ ର କିଛି ବି ଇଛା ପୂରଣ କରିବାକୁ ହେଲେ ଟଙ୍କା ନିହାତି ଆବଶ୍ୟକ। ଆପଣ ମାନେ ଭଲ ଘରଟିଏ କରିବାକୁ ହେଲେ ଟଙ୍କା ନିହାତି ଆବଶ୍ୟକ ।ନିଜ ବାପା ମା ଙ୍କୁ ଭଲ ମେଡିକାଲ ନେଇ ଚିକିତ୍ସା କରିବା ହେଉ କି ଗୋଟେ କାର କିଣିବା ପାଇଁ ହେଉ ସବୁ ଠି ଟଙ୍କା ହିଁ ଆବଶ୍ୟକ।
ଆପଣ ମାନେ ଆପଣଙ୍କ ପିଲାମାନଙ୍କୁ ଭଲ ପାଠ ପଢେଇବାକୁ ହେଲେ ବି ଟଙ୍କା ର ଆବଶ୍ୟକତା ଯେଉଁ ଲୋକ ମାନେ କହୁଛନ୍ତି ଟଙ୍କା ଦରକାର ନୁହେଁ ସବୁ ଜିନିଷ ରେ ଆପଣ ମାନେ ସେଇ ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ। ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ