ଆପଣ ମାନେ ସମସ୍ତେ ଜାଣିଥିବେ ଆମ ହିନ୍ଦୁ ଧର୍ମ ରେ ଗୋମାତା ଙ୍କୁ ଦେବତା ରୂପେ ମନା ଯାଏ।ଗୋମାତା ଙ୍କର ଶରୀର ରେ 33 କୋଟି ଦେବତା ବାସ କରନ୍ତି ଏମିତି କିଛି ମାନନ୍ତି ଆମ ହିନ୍ଦୁ ଧର୍ମ ର ଲୋକମାନେ ।ତେବେ ଗୋମାତା ଙ୍କର ବହୁତ ମହିମା ରହିଛି।ଗୋମାତା ଙ୍କର ପ୍ରତ୍ୟେକ ଅଙ୍ଗ ଗୁଡ଼ିକ ରେ ଭଗବାନ ବାସ କରିବା ନେଇ ବିଶ୍ୱାସ ରହିଛି।ଆପଣ ମାନେ ଜଣିଛନ୍ତି ଗୋମାତା ଙ୍କର ଗୋବର ରେ ମା ଲଷ୍ମୀ ବାସ କରନ୍ତି ସେଥିପାଇଁ ଗୁରୁବାର ଦିନ ଗୋବର ରେ ଘର ଲିପା ଯାଏ।ଆହୁରି ଆପଣ ଜଣିଛନ୍ତି କି ଗୋମାତା ଙ୍କର ମୂତ୍ର ରେ ମା ଭବାନୀ ବାସ କରନ୍ତି।
ବନ୍ଧୁଗଣ ଆପଣ ମାନେ ଜଣିଛନ୍ତି କି ଗୋମାତା ଙ୍କର ଡାକିବା ସ୍ୱର ରେ ପ୍ରଜାପତି ବାସ କରିଥାନ୍ତି।ଗୋମାତା ଙ୍କର ଚରଣ ଯେଉଁଠି ପଡିଥାଏ ସେହି ମାଟି ଆଣି ମଥାରେ ଲଗାନ୍ତୁ ବହୁତ ପୁନ୍ୟ ମିଳିଥାଏ। ଗୋମାତାଙ୍କର ଅଙ୍ଗରେ ଅନେକ ଦେବୀ ଦେବତାମାନେ ବାସ କରିଥାନ୍ତି।
ଆହୁରି ମଧ୍ୟ ଗୋମାତା ଙ୍କର କାନରେ ଅଶ୍ୱିନୀ କୁମାର ରହିଛନ୍ତି।ଓ ତାଙ୍କ ନେତ୍ର ରେ ସୂର୍ଯ୍ୟ ଓ ଚନ୍ଦ୍ର ରହିଛନ୍ତି।ଓ ତାଙ୍କ ଜିଭରେ ମା ସରସ୍ଵତୀ ରହିଛନ୍ତି। ଏହାବ୍ୟତୀତ ଗୋମାତାଙ୍କ ଦାନ୍ତରେ ଭଗବାନ ଗରୁଡ , ଜିଭରେ ମା ସ୍ୱରଶ୍ୱତୀ ଓ ମୂତ୍ରସ୍ଥାନରେ ମାତା ଗଙ୍ଗା ରହିଥାନ୍ତି ।ଆପଣ ମାନଙ୍କୁ ଆମେ ଏଠି କହିରଖୁଚୁ କି ଆପଣ ମାନେ ଗୁରୁବାର ଦିନ ଗୋମାତା ଙ୍କର ଗୋବର ରେ ଘର ଲିପନ୍ତୁ ଅର୍ଥ ଅଭାବର ସମସ୍ୟା ରହିବ ନାହିଁ।
ପୁରାଣ ର ବର୍ଣ୍ଣିତ ରହିଛି କି ଯେଉଁଠାରେ ଗୋ ମତା ରହିଥାନ୍ତି।ସେହି ସ୍ଥାନ ର ଶୋଭା ବଢିଥାଏ।ଯେଉଁମାନେ ଅଧିକ ଚାପରେ ରହୁଥାନ୍ତି କି ଟିକେ ଟିକେ କଥାରେ ରାଗିଯାଇନ୍ତି ସେମାନେ ଗୋମାତା ଙ୍କର ପାଖରେ କିଛି ସମୟ ବସି ଜାଆନ୍ତୁ ଦେଖିବେ ଅପଣଙ୍କ ରାଗ ଶାନ୍ତ ହୋଇଯିବ ଓ ବିରକ୍ତ କର ଭାବ କମିଯିବ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ